ଜ୍ୟୋତିଷ

ବିବାହିତ ମହିଳା ମାନେ ଭୁଲରେ ବି ଏହି ଦିନ କେଶ ଧୁଅନ୍ତୁ ନାହିଁ, ନଚେତ ହୋଇଯିବ ପରିବାର ନଷ୍ଟ- Chanakya Niti

ଆପଣ ମାନେ ଯଦି ଜାଣୀ ଛନ୍ତି ତ ଆମେ ତଥାପି କହି ରଖୁଛୁ କି ଆମେ ଆଜି ହିନ୍ଦୁ ଧର୍ମ ରେ କିଛି ନିୟମ କୁହା ଯାଇଛି ଯାହା ଅନୁସାରେ ଦେଖିବା ପାଇଁ ଜୀବ ଅଟା ଆମେ କିଛି କାମ କିଛି ସମୟରେ କରିବା ଭଲ ନୁହେଁ । ଆଜି ଆମେ କହିବା ପାଇଁ ଯାଉଛୁ କି ଆମେ ଯେଉଁ ଭି କାମ କରିବା କିମ୍ବା କରିବା ପାଇଁ ଯାଉଛୁ ତାହା ବେଳେ ଆମ ସହ ଆମ ପରିବାର ପାଇଁ ମଧ୍ୟ ଖରାପ ହୋଇ ଥାଏ ।

ଆଜି ଆମେ କହିବା ପାଇଁ ଯାଉଛୁ କି ଆମେ ଯେଉଁ ଭି କାମ କରିବା ତାକୁ ଆମେ ଦେଖି ଚାହିଁ କରିବା କାରଣ ଏହାର ଖରାପ ପ୍ରଭାବ ଯେଉଁ ଭଳି ପଡି ପାରେ ସେହି ଭଳି ଭଲ ପ୍ରଭାବ ମଧ୍ୟ ପଡି ପାରେ ଆମ ଉପରେ ।

ତେଣୁ ଆପଣ ଯାହାଭି କରିବେ ତାକୁ ଦେଖି ଚାହିଁ କରିବେ ଆଜି ଆମେ କହିବା ପାଇଁ ଯାଉଛୁ ମହିଳା ମାନେ ଯାହାକୁ ଅଧିକ ଯତ୍ନ କରନ୍ତି ସେହି ଅଙ୍ଗ ବିଷୟରେ । ଆଜି ଆମେ କହିବା ପାଇଁ ଯାଉଛୁ କି ଆମେ ମହିଳା ଙ୍କ କେଶ ବ୍ବିଷୟରେ କହିବା ପାଇଁ ଯାଉଛୁ । ଯେଉଁ ମହିଳା ମାନେ ନିଜ କେଶ କୁ ସଫା କରି ରଖିବା ପାଇ ଭଲ ପାଇ ଥାନ୍ତି ।

ସେମାନେ ଏହାର ଯତ୍ନ ନେବା ପାଇଁ ଅନେକ ସମୟ ଏହି ଭଳି କିଛି ସମୟରେ ଏହାକୁ ଧୋଇ ଥାନ୍ତି ଯାହାକୁ ଢୋଇବା ଶାସ୍ତ୍ର ଅନୁସାରେ ମନା ହୋଇ ଥାଏ । ଆଜି ଆମେ କହିବା ପାଇଁ ଯାଉଛୁ କି ଆମେ ଯାହାକୁ ଭି ଯାହାଭି କହିବା ତାର ଜ୍ଞାନ ରହିବା ଦରକାର ।

ଆମର କହିବାର ମାନେ ହେଉଛି କି କିଛି ଏହି ଭଳି ବାର ଅଛି ଯେଉଁ ଦିନ ମହିଳା ମାନେ ନିଜ ମୁଣ୍ଡ ଧୋଇବା ଦ୍ଵାରା ସେମାନଙ୍କ ପରିବାର ଉପରେ ବହୁତ ଖରାପ ପ୍ରଭାବ ପଡି ଥାଏ । ଏହା ମଧ୍ୟ ବିବାହିତ ଓ ଅବିବାହିତ ମହିଳା ମାନେ ଏହାକୁ ମାନିବା କଥା । ଆପଣ ମାନେ ଜାଣି ରଖନ୍ତୁ ମୁଣ୍ଡ ସଫା କରିବା ଭଲ ହୋଇ ଥାଏ ।

କିନ୍ତୁ ଯେଉଁ ମାନେ ଅବିବାହିତ ଅଛନ୍ତି ସେମାନେ ଏବେ ବୁଧବାର ଦିନ ମୁଣ୍ଡ ଛଡେଇବା ଭଲ ନୁହେଁ ଏହାକୁ କରିବା ଦ୍ଵାରା ଆପଣଙ୍କ ଭାଇ ଉପରେ ଖରାପ ପ୍ରଭାବ ପଡି ଥାଏ । ଏହା ସହ ବିବାହିତ ମହିଳା ମାନଙ୍କ କଥା କହିବା କୁ ଯିବା ତ ସେମାନେ ଗୁରୁବାର ଦିନ ଏହା କରିବା ଖରାପ ହୋଇ ଥାଏ କେବଳ ଗୁରୁବାର ଦିନ ନୁହେଁ ଏହାକୁ ମଙ୍ଗଳ ବାର ଦିନ ଅକରିବା ମଧ୍ୟ ଖରାପ ହୋଇ ଥାଏ ।

ଆପଣ ଏହାକୁ କରିବା ମନା ମାନିବା ସହ ଔ କିଛି ନିୟମ ମାନିବା ମଧ୍ୟ ଦରକାର ଜେଭଳିକି ଗୁରୁବାର ଦିନ ଆପଣ ଘର ପୋଛିବା ମନା ହୋଇ ଥାଏ ଏହି ଦିନ ଆପଣ ଲୁଗା ସଫା କରିବା ମନା ହୋଇ ଥାଏ ମଧ୍ୟ । ଆପଣ ଏହାକୁ ନ ମାନିଲେ ଏହା ଆପଣଙ୍କ ସ୍ଵାମୀ ଙ୍କ ପାଇଁ ଖରାପ ହୋଇ ଥାଏ ଓ ତାଙ୍କ ଚିନ୍ତା ବଢି ଯାଇ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button