ଜ୍ୟୋତିଷ

ଏହି ଯୁବତୀମାନେ ହେଇଥାନ୍ତି ଖୁବ ଭାଗ୍ୟଶାଲୀ, ମିନିଟ ମଧ୍ୟରେ ବଦଳାଇ ଦିୟନ୍ତି ସ୍ୱାମୀ ଓ ପରିବାର ଲୋକଙ୍କ ଭାଗ୍ୟ !

ବନ୍ଧୁଗଣ ଆମ ଶାସ୍ତ୍ର ରେ ମଣିଷ ସହ ଜଡିତ କିଛି କଥାର ଉଲେଖ ରହିଛି । ଶାସ୍ତ୍ର ସାହାଯ୍ୟରେ ବ୍ଯକ୍ତିର ଭାଗ୍ୟ ଓ ସେ କେତେ ଭାଗ୍ୟଶାଳି ସେହି ବିଷୟରେ ଜଣା ପଡିଥାଏ । ସାମୁଦ୍ରିକ ଶାସ୍ତ୍ର ରେ ବ୍ଯକ୍ତିର ଭାଗ୍ୟ, ବ୍ୟବହାର ଓ ସ୍ଵଭାବ ବିଷୟରେ ଅନେକ କିଛି ଉଲେଖ ରହିଛି । ଏହା ସହ ସାମୁଦ୍ରିକ ଶାସ୍ତ୍ର ଦ୍ଵାରା ପ୍ରତେକ ବ୍ୟକ୍ତିଙ୍କ ବିଷୟାରେ ସବୁ କିଛି ଯାନୀ ପାରିବା । ଏହି ଶାସ୍ତ୍ରରେ ଯୁବତୀଙ୍କୁ ନେଇ ଅନେକ କଥା ଲେଖା ରହିଛି । ଶାସ୍ତ୍ର ଅନୁଯାୟୀ ଯୁବତୀଙ୍କ ଚାଲି ଚଳନ, ବ୍ୟକ୍ତିତ୍ବ ବିଷୟରେ ଜଣା ପଡିବ ସହ ଏପରି କିଛି ଲକ୍ଷଣ ରହିଛି ଯେଉଁଥି ପାଇଁ ଜଣାପଡିବ କେଉଁ ଯୁବତୀ କେତେ ସମୃଦ୍ଧଶାଳି ସେହି ବିଷୟରେ ବିସ୍ତାର ଆସନ୍ତୁ ଆଲୋଚନା କରିବା ।

୧- ଯେଉଁ ଯୁବତୀ ମାନଙ୍କର ଓଠ ଉପରେ କଳାଜାଇ ରହିଥାଏ ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏପରି ଯୁବତୀ ମାନେ ନିଜ ସ୍ବାମୀଙ୍କ ଜୀବନକୁ ସର୍ବ ଖୁସି ରେ ଭାରି ଦେଇଥାନ୍ତି । ଯଦି ଆପଣଙ୍କ ଜୀବନ ସାଥି ଙ୍କ ଏଭଳି ଲକ୍ଷଣ ରହିଛି ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ।

୨- ଯେଉଁ ଯୁବତୀ ମାନଙ୍କର ପାଦ ଖୁବ ଛୋଟ ଓ କୋମଳ ହୋଇଥାଏ ସେମାନେ ଖୁବ ଧନୀ ହୋଇଥାନ୍ତି । ଏହି ଯୁବତୀ ମାନଙ୍କୁ ବିବାହ କରିଲେ ଭାଗ୍ୟ ବଦଳି ଯାଇଥାଏ । ତେଣୁ ଏପରି ଲକ୍ଷଣ ଥିବା ଯୁବତୀଙ୍କୁ ବିବାହ କରିବା ଦ୍ଵାରା ଅନେକ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

୩- ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେଉଁ ଯୁବତୀଙ୍କର ପତଳା ହାତ ଓ ଲମ୍ବା ହାତ ହୋଇଥାଏ ସେମାନେ ଯେଉଁ ଘରକୁ ଯାଇଥାନ୍ତି ସେହି ଘର ସୌଭାଗ୍ୟ ରେ ପରି ପୂର୍ଣ୍ଣ ହୋଇଥାଏ । ଏଭଳି ଯୁବତୀ ମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି ।

୪- ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେଉଁ ଯୁବତୀଙ୍କର କାନ ଗୋଲ ଓ ଲାମ୍ବା ହୋଇଥାଏ ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏଭଳି ଯୁବତୀଙ୍କର ଆୟୁଷ ଅଧିକ ହେବା ସହ ଖୁବ ଅଧିକ ଧନୀ ହୋଇଥାନ୍ତି ।

୫- ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେଉଁ ଯୁବତୀଙ୍କର କେଶ ଲମ୍ବା ଓ ସୁନ୍ଦର ହୋଇଥାଏ ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏପରି ଯୁବତୀଙ୍କର ଦେବୀ ସମାନ ତୁଳନା କରାଯାଏ ।

୬- ଯେଉଁ ଯୁବତୀଙ୍କର ଆଖୋ କୋଣ ନାଲି ହୋଇଥାଏ ସେମାନେ ଖୁବ ଭାଗ୍ୟବତୀ ହୋଇଥାନ୍ତି । ଏପରି ଯୁବତୀ ମାନେ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାନ୍ତି । ଯେଉଁ ଯୁବତୀଙ୍କର ଆଖି ବଡ ହୋଇଥାଏ ସେମାନେ ଅଧିକ ଧନୀ ହୋଇଥାନ୍ତି ।

୭- ଯେଉଁ ଯୁବତୀ ମାନେ କୋମଳ ଓ ମଧୁର ବଚନ କହିଥାନ୍ତି ସେମାନେ ମଧ୍ୟ ଖୁବ ସୌଭଗ୍ୟଶାଳୀ ହୋଇଥାନ୍ତି । ନିଜ ମଧୁର ବଚନ ରେ ସେମାନେ ପରିବାରରେ ହସ ଖୁସି ବାଣ୍ଟିବା ସହ ଘରେ କୌଣସି କଳହ ହୋଇ ନ ଥାଏ । ଏଭଳି ଯୁବତୀ ଯେଉଁ ଘରେ ରହିଥାନ୍ତି ସେଠାରେ ସୁଖ ବଜାୟ ରହିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button