ମନୋରଞ୍ଜନ

କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ହୃଦୟରେ କଣ ରହିଛି ଆପଣଙ୍କ ପାଇଁ- Love Quiz

ନମସ୍କାର ବନ୍ଧୁଗଣ, ସମସ୍ତେ ଚାହିଁଥାନ୍ତି ନିଜ ସାଥି ଘର ପରିବାର ଲୋକଙ୍କ ସହ ଖୁସିରେ ରହିବା ପାଇଁ । ନିଜ ଭାଗ୍ୟ ଭବିଷ୍ୟତ ଓ କେଉଁ ବ୍ୟକ୍ତିଙ୍କ ମନରେ କଣ ରହିଛି ଆପଣଙ୍କ ପାଇଁ ଏହା ଜାଣିବା ପାଇଁ ତ ସମସ୍ତେ ନିଶ୍ଚୟ ଇଛୁକ ଥିବେ । ନିଜ ସାଥିର ହୃଦୟର କଥାକୁ ପଢିବା ପାଇଁ ସମସ୍ତଙ୍କ ମନ ଚାହେଁ ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଟରୋଟ କାର୍ଡରୁ ନମ୍ବର ବାଛି କିଭଳି ଜାଣିପାରିବେ ଏହିସବୁ ବିଷୟରେ । ଆସନ୍ତୁ ଜାଣିବା,

୧୧୧ ୨୨୨ ୩୩୩ ୪୪୪ ଏହି ଚାରୋଟି ନମ୍ବର ମଧ୍ୟରୁ ଯେଉଁଟି ଆପଣଙ୍କୁ ଆକର୍ଷିତ କରୁଅଛି ସେହି ନମ୍ବରଟିକୁ ବାଛନ୍ତୁ । ୧୧୧: ଏହି ନମ୍ବରଟି ଯେଉଁ ବ୍ୟକ୍ତିଙ୍କ ପାଇଁ ଆପଣ ବାଛିଥିଲେ ସେ ଭାବୁଛନ୍ତି ଆପଣ ଯାହା ବି କରୁଛନ୍ତି ନିଜ ହିସାବରେ ହିଁ କରୁଛନ୍ତି । ଆପଣଙ୍କ ଇଚ୍ଛାରେ ହିଁ ସମ୍ପର୍କ ଚାଲିବ ଭଲ ପାଇବାର ହେଉ ବା ବନ୍ଧୁତାର ହେଉ । ଆପଣ ଏକ ଏମିତି ଜଣେ ମଣିଷ ଯିଏ କି ସବୁବେଳେ ଭାବନ୍ତି ଯଦି ଦୁଖ ସମୟ ଚାଲିଛି ତ କେବେଳ ମୋ ସହ ହିଁ ଘଟୁଛି ।

ଯଦି ସୁଖରେ ଅଛନ୍ତି ତ କେବଳ ଆପଣ ହିଁ ସୁଖରେ ଅଛନ୍ତି ଏହି ଭାବନା ଆପଣ ସବୁବେଳେ ରଖନ୍ତି । କେତେବେଳେ ସାମ୍ନାବାଲାକୁ ଧ୍ୟାନ ଦିଅନ୍ତି ନହିଁ କି ସେ କଣ ଭାବିବ ଯଦି ତାକୁ ଖରାପ ଲାଗିବ ଏହି ଭାବନା ଆପଣ ରଖନ୍ତି ନାହିଁ । ୨୨୨: ଯେଉଁ ବ୍ୟକ୍ତି ଏହି ନମ୍ବରକୁ ଭାବିଥିଲେ ଜାଣନ୍ତୁ କି ଆପଣଙ୍କ ସାଥି ଆପଣଙ୍କୁ ବହୁତ କଞ୍ଜୁସ ବୋଲି ଭାବୁଛନ୍ତି । ସିଏ ଭାବୁଛନ୍ତି ଭଗବାନ ଆପଣଙ୍କୁ ବହୁତ କିଛି ଦେଇଛନ୍ତି ହେଲେ ଆପଣ ସବୁକିଛି ନିଜ ପାଇଁ ହିଁ ବଞ୍ଚେଇକି ରଖିବାକୁ ଚାହୁଛନ୍ତି ।

ସବୁବେଳେ କାନ୍ଦୁଥାନ୍ତି ଏଇଟା ନାହି ସେଇଟା ନାହିଁ ଭାବି । ସବୁ ଆପଣଙ୍କ ପାଖେ ଥାଇ ମଧ୍ୟ ଆପଣ ଭାବନ୍ତି ଆପଣଙ୍କ ପାଖରେ କିଛି ନାହିଁ । ୩୩୩: ଯେଉଁ ବ୍ୟକ୍ତି ଏହି ନମ୍ବର ବାଛିଥିଲେ ଜାଣିରଖନ୍ତୁ କି, ଯଦି ଆପଣ ଆପଣଙ୍କ ସାଥି ସହ କଥା ହେଉନାହାନ୍ତି ତେବେ କଥା ହେବେ । ସିଏ ଭାବୁଛନ୍ତି କି ଆପଣଙ୍କୁ ବହୁତ କଷ୍ଟ ଦେଇଛନ୍ତି ହେଲେ କେବେ ବି ଆପଣ ତାଙ୍କ ହାତ ଛାଡିନାହାନ୍ତି ।

ଆପଣ ସଂପର୍କକୁ ଯୋଡି ରଖିବାରେ ବିଶ୍ବାସ କରନ୍ତି । ଆପଣ ବହୁତ ନିର୍ମଳ ହୃଦୟର ବ୍ୟକ୍ତି । ସବୁବେଳେ ସମସ୍ତଙ୍କୁ କ୍ଷମା କରିଦିଅନ୍ତି ଯେତେ ବି ବଡ ଭୁଲ କରିଥିଲେ ମଧ୍ୟ । ୪୪୪: ଯେଉଁ ବ୍ୟକ୍ତିଙ୍କ ପାଇଁ ଆପଣ ଏହି କାର୍ଡଟି ବାଛିଛନ୍ତି ସେହି ବ୍ୟକ୍ତିଙ୍କ ମନରେ ଆପଣଙ୍କ ପାଇଁ ବହୁତ ଭଲ ପାଇବା ରହିଛି ସେ ଆପଣଙ୍କୁ ବହୁତ ଭଲ ଭାବୁଛନ୍ତି ।

ଏବଂ ଭାବୁଛନ୍ତି କି କିଛି ଡିସିସନ ନେବା ପାଇଁ ହେଲେ ଆପଣ ବହୁତ ଦ୍ଵନ୍ଦରେ ପଡି ଯାଉଛନ୍ତି । ସବୁବେଳେ ଲୋକଙ୍କ କଥାରେ ଭାସିଯାଇ ନିଜ ଭାବନାକୁ ଦବେଇ ଦେଉଛନ୍ତି ବୋଲି ଆପଣଙ୍କ ସାଥି ଭାବୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button