ଜ୍ୟୋତିଷ

କୁମ୍ଭ ରାଶି November ମାସରେ ଆପଣଙ୍କ ସହ ଘଟିବାକୁ ଯାଉଛି ବଡ ଘଟଣା, ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ହିନ୍ଦୁ ଧର୍ମର ସମସ୍ତ ଲୋକଙ୍କ ଜୀବନ ରାଶି ଉପରେ ନିର୍ଭର କରିଥାଏ । ରାଶିରୁ ହି ଗୋଟିଏ ଲୋକର ଆଗାମୀ ସମୟର ଅନୁମାନ ଲଗାଯାଇପାରିବା । ସମୟର ପରିବର୍ତ୍ତନ ସହ ରାଶିରେ ଗ୍ରହ  ନକ୍ଷତ୍ର ମାନଙ୍କର ମଧ୍ୟ ପରିବର୍ତ୍ତନ ହୋଇଥାଏ । ତେବେ ଏହି ନଭେମ୍ବର ମାସର ଆଗମନରେ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନ ଉପରେ କେଉଁ ପ୍ରଭାବ ପଡିବାକୁ ଯାଉଛି ତାହା ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

କୁମ୍ଭ ରାଶି: ୨୦୨୨ ନଭେମ୍ବର ମାସଟି କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ମାଧ୍ୟମ ଧରଣର ରହିବାକୁ ଯାଉଛି । କ୍ଯାରିଅର ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ଉତ୍ତମ ଓ ଅନୁକୂଳ ରହିବ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ସ୍ତାନାନ୍ତରଣର ଯୋଗ ରହିଛି । ଏଗାର ନଭେମ୍ବରରେ ଶୁକ୍ର ଓ ତେର ନାମଭେମ୍ବରରେ ବୁଧ ଗ୍ରହ ଆପଣଙ୍କର ଦଶମ ଘରେ ପ୍ରବେଶ କରିବା ପାଇଁ ଯାଉଛନ୍ତି ।

ଏହାଫଳରେ ଆପଣଙ୍କର କାର୍ଯ୍ୟରେ ଉନ୍ନତି ହେବ । ନୂଆ ନୂଆ ଯୋଜନା ଗୁଡିକ ସବୁ ସଫଳ ହେବ । ଯାହା ଫଳରେ ଆପଣ ଧନ କମେଇବାର ଉତ୍ତମ ବାଟ ପାଇବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ସହଯୋଗୀଙ୍କର ସହଯୋଗ ପ୍ରାପ୍ତ ହେବ । ଆପଣଙ୍କୁ ନିଜ ପରିଶ୍ରମର ସକାରାତ୍ମକ ଫଳ ମିଳବାକୁ ଯାଉଛି ଏହି ନଭେମ୍ବର ମାସରେ । ଆପଣଙ୍କୁ ବ୍ୟବସାୟ ନିମନ୍ତେ ବାହାରକୁ ଯାତ୍ରା କରିବା ପାଇଁ ପଡିବ ।

ଏହି ଯାତ୍ରା ଆପଣଙ୍କ ବ୍ୟବସାୟ କ୍ଷେତ୍ରରେ ଶୁଭ ଦାୟକ ସାବ୍ୟସ୍ତ ହେବ । ଶନି ଦେବା ଦ୍ଵାଦଶ ଘରେ ବିରାଜିତ ଥିବାରୁ ଆପଣଙ୍କର ଅଯଥା ଖର୍ଚ ବଢିବ । କିନ୍ତୁ ଦେବ ଗୁରୁ ବୃହସ୍ପତି ଆପଣଙ୍କ ଧନ ଘରେ ବିରାଜିତ ଥିବାରୁ ଆପଣଙ୍କୁ ଆର୍ଥିକ ଲାଭର ସ୍ଥିତି ଉତ୍ପର୍ଣ ହେବ । ଆପଣ ନିଜ ଜୀବନରେ ଧନ ସଞ୍ଚୟ କରିବା ନିମନ୍ତେ ଦେବ ଗୁରୁ ବୃହସ୍ପତି ପ୍ରେରିତ କରିବେ ।

ଶେୟାର ମାର୍କେଟ ଜୁଆ ଆଦି କ୍ଷେତ୍ରରେ ନିଜ ଧନ ନିବେଶ କରିବାରୁ ଦୂରେଇ ରୁହନ୍ତୁ । ଧାର ଉଧାର ପଇସା କାରବାରରେ ସାବଧାନ ରୁହନ୍ତୁ । ପ୍ରେଅମ ଜୀବନରେ ସମସ୍ଯା ଦେଖାଦେବ । ଭୁଲ ବୁଝା ବଣା ପାଇଁ ପରସ୍ପର ମଧ୍ୟରେ ମତ ଭେଦ ଦେଖାଦେବାର ଯୋଗ ରହିଛି । ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ସପ୍ତମ ଭାଗରେ କୌଣସି ଗ୍ରହର ପ୍ରଭାବ ନଥିବା କାରଣରୁ ବୈବାହିକ ଜୀବନ ସୁଖମୟ ହେବାକୁ ଯାଉଛି ।

ଜୀବନ ସାଥିଙ୍କ ସହ ନୂଆ ନୂଆ ସ୍ଥାନକୁ ବୁଲିବା ପାଇଁ ଯିବେ । କିନ୍ତୁ ମାସର ଦିତୀୟ ଭାଗରେ ଦାମ୍ପତ୍ୟ ଜୀବନରେ କୌଣସି ଅସୁବିଧା ଦେଖା ଦେଇପାରେ । ଏଥି ପ୍ରତି ଆପଣ ଧ୍ୟାନ ରଖନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button