ଜ୍ୟୋତିଷ

ଏହି 3ଟି ଫୁଲ ରୁ ବାଛନ୍ତୁ ଗୋଟିଏ ଫୁଲ, ଆପଣଙ୍କ ପସନ୍ଦ କହିବ ଆପଣଙ୍କ ଭବିଷ୍ୟତ ! Personality Test

ବନ୍ଧୁଗଣ ସମସ୍ତେ ନିଜର ଭବିଷ୍ୟତ ଜାଣିବାକୁ ଚାହିଁ ଥାନ୍ତି । ସମସ୍ତେ ଜାଣିବାକୁ ଇଚ୍ଛା କରିଥାନ୍ତି ଆଗକୁ ଭବିଷ୍ୟତରେ କଣ ହେବ ଭଲ ନା ଖରାପ । ସେମାନଙ୍କ ବେପାର, ଚାକିରି, ସମାଜରେ ସ୍ଥାନ କିପରି ରହିବ ଇତ୍ୟାଦି । ଆମ ଜୀବନରେ ଘଟୁଥିବା ଘଟଣା ବିଷୟରେ ପୂର୍ବରୁ ଜାଣିପାରିଲେ ବହୁତ କିଛି ବଦଳାଇ ପାରିବା । ଯଦି କିଛି ଖରାପ ହେବାକୁ ଥିବା ଭଲ କରିପାରିବା । ଏଥିପାଇଁ ଏହି ୩ଟି ଫୁଲ ରୁ ବାଛନ୍ତୁ କୌଣସି ଏକ ଫୁଲ । ଆପଣଙ୍କ ପସନ୍ଦ କହିବ ଆପଣଙ୍କ ଭବିଷ୍ୟତ କଣ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ବିବରଣୀ ।

୧- ନାଲି ଗୋଲାପ : ଯଦି ଆପଣ ନାଲି ରଙ୍ଗର ଗୋଲାପ ଫୁଲ ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନରେ ବହୁତ ଉତଥାନ ପତନ ହେଉଛି । କେବେ ଭାଗ୍ୟ ଆପଣଙ୍କର ସାଥ ହେଉଛି ତ କେବେ ଦେଉ ନାହି । ନାଲି ରଙ୍ଗ ହେଉଛି ପ୍ରେମର ପ୍ରତୀକ ବା ରଙ୍ଗ । ଯେଉଁ ରଙ୍ଗରେ ଗୋଟେ ପ୍ରେମିକର ମନ ପରିବର୍ତ୍ତନ ହୁଏ ଆଉ କେବେ ନିଜ ପ୍ରେମ ପାଇଁ ଭଲ ବା ଖରାପ ଭାବନା ଆଣିଥାଏ । ଆପଣଙ୍କୁ ଆପଣଙ୍କ ଭବିଷ୍ୟତ ପାଇଁ ସ୍ଥିର ରହିବାକୁ ହେବ ।

୨- ବ୍ଲୁ ଗୋଲାପ : ଯେଉଁ ମାନେ ବ୍ଲୁ ରଙ୍ଗର ଗୋଲାପ ଚୁଜ କରିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ପଇସାକୁ ନେଇ ସବର୍ଦା ଅଭାବ ରହିବ । କାରଣ ଆପଣ ଦେଖି ଚାହିଁ ପଇସା ଖର୍ଚ୍ଚ କରନ୍ତି ନାହି । ଯଦି ଆପଣ ଏହି ଗୋଲାପ ପସନ୍ଦ କରିଛନ୍ତି ତେବେ ଆପଣ କଞ୍ଜୁସ ନୁହନ୍ତି । ଲୋକେ କିନ୍ତୁ ଆପଣଙ୍କୁ କଞ୍ଜୁସ କହିଥାନ୍ତି କିନ୍ତୁ ଆପଣଙ୍କ ହୃଦୟ ବହୁତ ବଡ । ଏହି କାରଣରୁ ଆପଣ ନିଜକୁ କଞ୍ଜୁସ ଭାବି ଥାନ୍ତି । ନିଶ୍ଚିନ୍ତ ବୟସରେ ଆନଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିବ ଓ ପାଖ ଭବିଷ୍ୟତରେ ବହୁତ ଧନ ଥିବ ଯାହାର ଗଣନା ଆପଣ କରି ପାରିବେ ନାହି ।

୩- କଳା ଗୋଲାପ : ଆପଣ ଏହି ଗୋଲାପ ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ବଡ ରଚନକର । ଆପଣଙ୍କ ମନ ସଫା ଓ କୋମଳ ଅଟେ । ଆପଣ କଠିନ ସ୍ଥିତି ରେ ବି ହାର ମାନନ୍ତି ନାହି ଯାହା କାରଣରୁ ଆପଣ ସୁନ୍ଦର ଭବିଷ୍ୟତ ତିଆରି କରିବେ । ଆପଣ ଆପଣଙ୍କର ପରିବାରକୁ ବହୁତ ଭଲ ପାଆନ୍ତି କିନ୍ତୁ ସେତିକି ଭଲ ପାଇବା ଆପଣଙ୍କୁ ମିଳେ ନାହି । ଏହି କାରଣରୁ ଆପଣ ଉଦାସରେ ରହିଥାନ୍ତି ।

କିନ୍ତୁ ଆପଣଙ୍କ ଭବିଷ୍ୟରେ ପରିବାର ସହଯୋଗ କରିବେ । ଭବିଷ୍ୟତରେ ଆପଣଙ୍କ ନିଜ ଲୋକ ମାନେ ହିଁ ସହଯୋଗ କରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button