ଜ୍ୟୋତିଷ

ମଙ୍ଗଳବାର କରନ୍ତୁ ଲୁଣର ଏହି ଉପାୟ, କୋଟିପତି ହେବାରେ କେହି ଅଟକାଇ ପାରିବେନି ଆପଣଙ୍କୁ

ନମସ୍କାର ବନ୍ଧୁଗଣ, ଲୁଣକୁ ଖାଇବା ସ୍ଵାଦିଷ୍ଟ କରିବା ପାଇଁ ଯେତିକି ବ୍ୟବହୃତ କରାଯାଇଥାଏ ମଣିଷ ଜୀବନରେ ତା ଠାରୁ ବେଶି ଚମତ୍କାର ଆଣିଦେବା ପାଇଁ ଏହାର ଅନେକ ବ୍ୟବହାର କରିବାର ଉପାୟ ମଧ୍ୟ ରହିଛି । ତେବେ ଲୁଣର ଏହି ଉପାୟ ଗୁଡିକ ବିଷୟରେ କିଛି ଲୋକଙ୍କୁ ନିହାତି ଭାବରେ ଜଣାନଥିବା । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ କିଭଳି ଆପଣ ଲୁଣର ବ୍ୟବହାର କରି ନିଜ ଜୀବନରେ ଧନ ସମ୍ପତ୍ତିର ବୃଦ୍ଧି କରିବା ସହ ଆପଣଙ୍କର ସମସ୍ତ ମନସ୍କାମନାକୁ ମଧ୍ୟ ପୁରା କରିପାରିବେ ଆପଣ ।

ପ୍ରଥମ: ୧୦୦ ଗ୍ରାମ ମୁଗଡାଲି, ୫୦ ଗ୍ରାମ ଚାଉଳ, ୫୦ ଗ୍ରାମ ନାଲି ଲଙ୍କା, ଗୋଟିଏ ପ୍ୟାକେଟ ଲୁଣ ଏବଂ ୧୦୦ ଗ୍ରାମ ସୋରିଷ ତେଲ  ସହ ଏକ ପାଣି ବୋତଲ । ଏହି ସମସ୍ତ ସାମଗ୍ରୀକୁ ଆପଣ ଏକତ୍ରିତ କରି କୌଣସି ଦରକାର ଥିବା ନାରୀ କିମ୍ବା ପୁରୁଷଙ୍କୁ ଦାନ କରି ଦିଅନ୍ତୁ । ଏହା ଆପଣଙ୍କ ଭାଗ୍ୟ ବଦଳାଇ ଦେବା । ଚାକିରି ଖୋଜୁଥିଲେ ଚାକିରି ପାଇଯିବେ । ଏହି ଉପାୟ କରିବା ପୂର୍ବରୁ ଆପଣ କାହାରୀକୁ ମଧ୍ୟ କୁହନ୍ତୁ ନାହିଁ ।

ଦିତୀୟ: ଲୁଣକୁ ଆପଣ କୌଣସି ଷ୍ଟିଲ କିମ୍ବା ଲୁହାର ପାତ୍ରରେ ରଖନ୍ତୁ ନାହିଁ ।ଏହା ଆପଣଙ୍କ ପାଇଁ ବହୁତ ବଡ ବିପଦ ଆଣିଦେବ । ଏହା ଆପଣଙ୍କ ଘରେ ରୋଗ ଏବଂ ଦୁଃଖକୁ ଆଗମନ କରି ଆଣିଥାଏ । ଲୁଣକୁ କୌଣସି ପ୍ଲାଷ୍ଟିକ ପାତ୍ରରେ ମଧ୍ୟ ରଖନ୍ତୁ ନାହିଁ । ଲୁଣକୁ ସବୁବେଳେ କଚରା ପାତ୍ରରେ ରଖିବା ଦରକାର । ଏହା ବହୁତ ଶୁଭ ହୋଇଥାଏ ।

ତୃତୀୟ: ଖାଦ୍ୟରେ ଲୁଣ କମ ଥିଲେ ଆପଣ କିଛି ଲୁଣ ନେଇ ସେଥିରେ ପକାଇଥାନ୍ତି ଆଉ ବାକି ଲୁଣକୁ ତଳେ ଫୋପାଡି ଦେଇଥାନ୍ତି । କିନ୍ତୁ ଏହା ବହୁତ ଅଶୁଭ ହୋଇଥାଏ । ଲୁଣ ତଳେ ପଡିବାର ଅର୍ଥ ଆପଣ ନିଜ ଦୁର୍ଭାଗ୍ୟକୁ ଆଗମନ କରିବା ସଙ୍ଗେ ସମାନ ହୋଇଥାଏ । ଚତୁର୍ଥ: ଆପଣ କେବେ କାହା ଘରୁ ଲୁଣ ଧାର ଆଣି ଖାଇବା ଅନୁଚିତ ହୋଇଥାଏ ।

ଲୁଣକୁ ସବୁବେଳେ ଧନ ଦେଇ କିଣିକି ଆଣିବା ଉଚିତ ହୋଇଥାଏ । ଯଦି ଆପଣ ଏହା କରନ୍ତି ତେବେ ଆପଣଙ୍କ ଘରେ ସବୁବେଳେ ଧନର ଅଭାବ ହେବାକୁ ଲାଗିଥାଏ । କେତେ ରୋଜଗାର କଲେ ମଧ୍ୟ ଆପଣଙ୍କୁ ପଇସା ଅଣ୍ଟି ନଥାଏ । ପଞ୍ଚମ: ସନ୍ଧ୍ୟା ସମୟରେ ଆପଣ କେବେ କାହା ଠାରୁ ଲୁଣ ମାଗି ଆଣନ୍ତୁ ନାହିଁ । ଏବଂ ଏହି ସମୟରେ ଯଦି କେହି ମାଗନ୍ତି ତେବେ ତାଙ୍କୁ ଦିଅନ୍ତୁ ନାହିଁ ।

ଷଷ୍ଠ: ପାଣିରେ ଲୁଣ ମିଶାଇ ଘର ପୋଛନ୍ତୁ । ଏହାଦ୍ୱାରା ଆପଣଙ୍କ ଘରେ ରହିଥିବା ସମସ୍ତ ଅଶୁଭ ଶକ୍ତିର ବିନାଶ ହୋଇଥାଏ । ଏବଂ ଆପଣଙ୍କ ଘରେ କାହାର ଖରାପ ନଜର ପଡିନଥାଏ । ସପ୍ତାହକୁ ଦୁଇ ରୁ ତିନି ଥର ପାଣିରେ ଲୁଣ ପକାଇ ଘର ପୋଛିବା ଦରକାର ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button