ଯେଉଁ ସ୍ତ୍ରୀ ତକିଆ ତଳେ ଏହି ଜିନିଷ ରଖି ଶୁଅନ୍ତି ତା ଘରେ କେବେବି ଧନର ଅଭାବ ରୁହେ ନାହିଁ ! ଛପ୍ପର ଫାଡି ଟଙ୍କା ଆସିବ

ଜୀବନରେ ସଫଳତା ଓ ଅସଫଳତାର କାରଣ ଜାତକର ଗ୍ରହସ୍ଥିତି ପାଇଁ ହୋଇଥାଏ । ଯେଉଁଠି ସମସ୍ଯା ଥାଏ ସମାଧାନ ମଧ୍ୟ ଥାଏ । କେଉଁ ଉପାୟ କରିବା ଦ୍ଵାରା ନିଜ ଭାଗ୍ୟ ବଦଳିଯିବ ଆଜି ଆପଣମାନଙ୍କୁ କହିବୁ । ସ୍ତ୍ରୀ ଲୋକମାନେ ଶୋଇବା ସମୟରେ କଣ ତକିଆ ତଳେ ରଖିବା ଦ୍ଵାରା ଧନର ଅଭାବ ରହିବା ନାହିଁ ଆସନ୍ତୁ ଜାଣିବା । ସୋବ ସମୟରେ ତକିଆ ତଳେ ତୁଲସୀ ପାତ୍ର ରଖି ଶୋଇଲେ କୌଣସି ଖରାପ ସ୍ଵୋପ୍ନ ଆସିନଥାଏ ଓ ମହତ୍ଵପୂର୍ଣ କାର୍ଯ୍ୟ ସଫଳ ହୋଇଥାଏ ।
ଦୁର୍ଭାଗ୍ୟ ସୌଭାଗ୍ୟରେ ବଦଳି ଯାଏ ।କୌଣସି ଖରାପ ପରିଷ୍ଟିରେ ଥିଲେ ତାହା ଦୂର ହୋଇଯାଏ । ଶତ୍ରୁଙ୍କ ସହ କୌଣସି ସମସ୍ଯା ଥିଲେ ତାହା ବହୁତ ଶୀଘ୍ର ସମାପ୍ତ ହୋଇଯିବ । ବୈବାହିକ ଜୀବନରେ ସୁଖ ଶାନ୍ତି ଆସିବ ।କାର୍ଯ୍ୟ କ୍ଷେତ୍ରରେ ଅଉନସି ସମସ୍ଯା ଥିଲେ ତାହା ଦୂର ହେବ । ଚାକିରି କ୍ଷେତ୍ରରେ ମଧ୍ୟ ପଦୋନ୍ନତି ହେବ । ଅଟକି ଯାଇଥିବା ଧନ ଫେରି ଆସିବ । ପ୍ରେମ ସମ୍ପର୍କରେ କୋଣସି ବାଧା ଆସିବା ନାହିଁ । ରାତିରେ ଶୋଇବା ସମୟରେ ତକିଆ ତଳେ ମାୟୁରପୁଚ୍ଛ ରଖି ସୁଅନ୍ତୁ ।
ଏହା ଦ୍ଵାରା କୌଣସି କାମ ରହିଯାଇଛି ବହୁତ ଚେଷ୍ଟା କରିବା ଦ୍ଵାରା ସଫଳ ହୋଇ ପାରୁନାହାଁନ୍ତି । ଏହା କରିବା ଦ୍ଵାରା ବହୁତ ଶୀଘ୍ର ସଫଳ ହେବେ । ଓ ସବୁ ଚିନ୍ତାରୁ ମୁକ୍ତି ପାଇବେ । କୌଣସିବି କାର୍ଯ୍ୟରେ ସଫଳତା ହାସଲ କରିବେ । ମନା କୁ କୌଣସି ଖରାପ ଚିନ୍ତାଧାରା ମଧ୍ୟ ଆସିବ ନାହିଁ । ବ୍ୟବସାୟରେ ବହୁତ ଉନ୍ନତି କରିବେ । କାର୍ଯ୍ୟ କ୍ଷେତ୍ରରେ ବହୁତ ଲାଭ ମିଳିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ପରିବାରରେ କୌଣସି କଳହ ରହିବା ନାହିଁ ।
ଦାଂପତ୍ଯ ଜୀବନରେ ସୁଖ ସମୃଦ୍ଧି ଦେଖା ଦେବ । ପୂଜାର ଚାଉଳ ,ସିନ୍ଦୁର ,ହଳଦୀ ରଙ୍ଗ ,ଲୁଣ ଏହି ସବୁ ଜିନିଷକୁ ଲାଲ କପଡ଼ାରେ ବାନ୍ଧି ଇଶ୍ଵରଙ୍କ ସାମ୍ନାରେ ପୂଜା କରି ରାତିରେ ଶୋଇବା ସମୟରେ ତକିଆ ତଳେ ରଖି ସୁଅନ୍ତୁ । ଏହା କରିବା ଦ୍ଵାରା ଧନର ସମସ୍ଯା ଦୂର ହେବ । କୌଣସି ରୁଣକୁ ସୁଝି ପାରୁ ନାହାଁନ୍ତି ବା କୌଣସି କାରଣରୁ ଧନ ଆପଣଙ୍କ ପାଖରେ ରହୁନାହିଁ । ଏହା କରିବା ଦ୍ଵାରା କୌଣସି ସମସ୍ଯା ଆସିବା ନାହିଁ । ପଇସା କମାଉଛନ୍ତି କିନ୍ତୁ ଅଯଥାରେ ଖର୍ଚ୍ଚ ହୋଇଯାଉଛି ଏହି ଉପାୟ କରିବା ଦ୍ଵାରା ଠିକ ହୋଇଯିବ ।
ଶୋଇବା ସମୟରେ ତକିଆ ତଳେ ସୁନା ବା ରୂପାର କୌଣସି ଜିନିଷ ରଖି ଶୋଇଲେ ଆର୍ଥିକ ଓ ପରିବାରିଆ ଜୀବନରେ ବହୁତ ଭଲ ହୋଇଥାଏ । ବ୍ୟାପାର ଓ ଚାକିରିରେ ବହୁତ ଉନ୍ନତି ହୋଇଥାଏ । ଏହା କରିବା ଦ୍ଵାରା ସବୁ ସମସ୍ୟାରୁ ମୁକ୍ତି ମିଳିବ । ଏହି ସବୁ ଉପାୟକୁ ସ୍ତ୍ରୀ ଲୋକ ମାନେ ମଣିବା ଉଚିତ । ଏହା ଦ୍ଵାରା ସମସ୍ତ ସମସ୍ଯା ଦୂର ହୋଇଥାଏ ।