ଜ୍ୟୋତିଷ

ଏହି ହାତରେ ସୁନା ପିନ୍ଧିବା ଦ୍ଵାରା ଆସିଥାଏ ଦରିଦ୍ରତା ! ଜାଣନ୍ତୁ ଏହା ସହ ଜଡିତ କିଛି ଖାସ Tips

ଗହଣା ଦ୍ଵାରହିଁ ନାରୀ ମାନଙ୍କର ସୋନ୍ଦାର୍ଜ୍ୟ ବଢିଥାଏ । ବିବାହ ପରେ ସମସ୍ତ ମହିଳା ମାନେ ସୁନା ଲଗାଇବା ବହୁତ ଜରୁରୀ । ଆଜି ଆସନ୍ତୁ ଜାଣିବା କେଉଁ ହାତରେ ସୁନା ପିନ୍ଧିବା ଦ୍ଵାରା ଆସିଥାଏ ଦରିଦ୍ରତା ।ଜ୍ଯୋତିଷ ଶସ୍ତ୍ର ଅନୁସାରେ ଏହି ଧାତିର କାରକ ବୃହସ୍ପତି ହୋଇଥାନ୍ତି । ସେଥିଲାଗି ଏହି ଧାତୁ ବ୍ରାହ୍ମଣ ,ପୂଜାରୀଙ୍କୁ ଦାନ କରିବା ବହୁତ ଶୁଭ ହୋଇଥାଏ । ଜ୍ଯୋତିଷ ଶସ୍ତ୍ର ଅନୁସାରେ ପ୍ରତେକ ଧାତୁ ଆମ ଉପରେ ପ୍ରଭାବ ପକାଇଥାଏ ।

ପ୍ରତେକ ଧାତୁରା କିଛି ନା କିଛି ସମ୍ବନ୍ଧ ଗ୍ରହ ମାନଙ୍କ ସହ ଥାଏ । ସେହି ଗ୍ରହ ନିଜ ଅନୁସାରେ ଧାତୁକୁ ପ୍ରଭାବିତ କରିଥାଏ । ସୁନା ,ରୂପ ,ତମ୍ଭା ଏପରି ଅନେକ ଧାତୁ ଆପଣଙ୍କ ଜୀବନକୁ ଭଲ କରିପାରିବ ବା ଖରାପ ମଧ୍ୟ କରିପାରିବ । ପ୍ରତେକ ମହିଳା ସୁନାର ବ୍ୟବହାର ବହୁତ କରିଥାନ୍ତି । ସୁନା ସାମାନ୍ୟତଃ ବାମ ହାତରେ ପିନ୍ଧିବା ଭଲ ହୋଇନଥାଏ । ବାମ ହାତରେ ସୁନା ପ୍ନ୍ଧିବା ଦ୍ଵାରା ଜୀବନରେ କିଛି ସମସ୍ଯା ଆସିପାରେ । ଯଦି ପିନ୍ଧିବା ଜରୁରୀ ତ ଜ୍ୟୋତିଷଙ୍କ ପରାମର୍ଶ ଅନୁସାରେ ପିନ୍ଧନ୍ତୁ ।

ଯଦି ଆପଣ ସୁନା କିଣିସାରି ରଖିବାକୁ ପସନ୍ଦ କରିଛନ୍ତି ,ଯେଉଁଠାରେ ରଖୁଛନ୍ତି ସୁନାର ଦିଗ ଉତ୍ତର ହୋଇଥିବ । ଯଦି ଆପଣ ଦାଂପତ୍ଯ ଜୀବନକୁ ଖୁସିରେ ରହିବାକୁ ଚହୁଁଛନ୍ତି ,ବେକରେ ସୁନାର ଚେନ ବା ବାମ ହାତର ବିଶି ଆଙ୍ଗୁଠିରେ ସୁନାର ମୁଦି ଲଗାନ୍ତୁ । ଏହା ଦ୍ଵାରା ଦାଂପତ୍ଯ ଜୀବନ ସୁଖମୟ ହେବ । କୌଣସିବି ସମସ୍ଯା ଆପଣଙ୍କ ଦାଂପତ୍ଯ ଜୀବନକୁ ଆସିବ ନାହିଁ । ଯଦି ଆପଣ ସମାଜରେ ମାନସନ୍ମାନ ପାଇବାକୁ ଚହୁଁଛନ୍ତି ତ ନିଶ୍ଚୟ ଶରୀରରେ କୌଣସି ସୁନା ଧାରଣ କରନ୍ତୁ ।

ଏହା ଦ୍ଵାରା ସମାଜସେ ବହୁତ ପ୍ରତିଷ୍ଠିତ ହେବେ । ଆପଣଙ୍କର ସନ୍ନମାନ ବଢିବ ଏବଂ ପ୍ରଶଂସା ମଧ୍ୟ ମିଳିବ । ଯଦି କୌଣସି ମହିଳା ଗର୍ଭବତୀ ଅଛନ୍ତି ଏହି ସମୟରେ ସୁନା ପିନ୍ଧିବା ଖରାପ ହୋଇଥାଏ । ସୁନା ପିନ୍ଧିବା ଦ୍ଵାରା ଆପଣଙ୍କ ପାଇଁ କୌଣସି ସମସ୍ଯା ସୃଷ୍ଠୀ ହୋଇପାରେ । ଯଦି ଆପଣ ସୁନା ରଖୁଛନ୍ତି ତ କୌଣସି ଲାଲ ବା ହଳଦିଆ କପଡ଼ାରେ ବାନ୍ଧି ରଖନ୍ତୁ । ଏହା ଦ୍ଵାରା ସୁନାରେ ବୃଦ୍ଧି ହେବ । କୌଣସି ବାହାର ଜାଗା ବା ପ୍ଲାଷ୍ଟିକ ଜିନିଷରେ ରଖନ୍ତୁ ନାହିଁ । ସୁନା ହଜିବା ବହୁତ ଖରାପ ହୋଇଥାଏ ।

ଏହା ଦ୍ଵାରା ଘରେ କୌଣସି ଝଗଡା ବା ବେମାରି ହୋଇଥାଏ । ସୁନା ମିଳିବ ମଧ୍ୟ ବହୁତ ଖରାପ ହୋଇଥାଏ । ଏହା ଦ୍ଵାରା କୌଣସି ଖରାପ ଖବର ମିଳିପାରେ । ଗୋଡରେ ସୁନା ମୁଦି ବା ପାଉଁଜି ପିନ୍ଧିବା ଭଲ ହୋଇନଥାଏ । ଏହା ଦ୍ଵାରା ଦାଂପତ୍ଯ ଜୀବନରେ ବହୁତ ସମସ୍ଯା ଆସିଥାଏ । ଅଣ୍ଟାରେ ସୁନା ପିନ୍ଧିବା ଭଲ ହୋଇନଥାଏ । ଏହା ଦ୍ଵାରା ଆପଣଙ୍କ ପଚନତନ୍ତ୍ର ଖରାପ ହୋଇପାରେ । ପେଟ ସମସ୍ଯା ମଧ୍ୟ ଦେଖା ଦେଇପାରେ । ସନ୍ତାନ ସମସ୍ଯା ଥିଲେ ଅନାମିକା ଆଙ୍ଗୁଠିରେ ସୁନା ଧାରଣ କରିବା ବହୁତ ଭଲ ହୋଇଥାଏ । ସୁନା ପିନ୍ଧାନ୍ତୁ କିନ୍ତୁ ବାମ ହାତରେ ପିନ୍ଧନ୍ତୁ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button