ଜ୍ୟୋତିଷ

କୁମ୍ଭ ରାଶି ଆଜିଠାରୁ ଆଗାମୀ 44 ଦିନ ପର୍ଯ୍ୟନ୍ତ ବଦଳିଯିବ ଜୀବନ ! ଗହତିବ 6ଟି ବଡ ଘଟଣା… ଶୀଘ୍ର ଦେଖନ୍ତୁ

ଜୀବନରେ କିଛି ମୁହୂର୍ତ୍ତରେ ଅନେକ ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସମାଧାନ କରିବା ବହୁତ କଷ୍ଟ ହୋଇଥାଏ । ଅନେକ ବ୍ୟକ୍ତି କିଛି ନା କିଛି ସେହି ସମସ୍ୟାର ପ୍ରତିକାର ମଧ୍ୟ କରିଥାନ୍ତି । ହେଲେବି କିଛି ବ୍ୟକ୍ତିଙ୍କ ଜୀବନରେ ସମସ୍ଯା ଆସିଥାଏ । ଆଜି ଆସନ୍ତୁ ଜାଣିବା କୁମ୍ଭ ରାଶିର ବ୍ୟକ୍ତିଙ୍କ ଜୀବନରେ କଣ ପରିବର୍ତ୍ତନ ଆସିବାକୁ ଯାଉଛି । ପ୍ରତେକ ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ ଆସିବା ପ୍ରତେକ ରଶିଙ୍କ ଚାଳନ ଦ୍ଵାରାହିଁ ହୋଇଥାଏ ।

କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳର ଚାଳନ ପାଇଁ ପରିବର୍ତ୍ତନ ଆସିବାକୁ ଯାଉଛି । କୁମ୍ଭ ରାଶିରେ ମଙ୍ଗଳଙ୍କ ଚାଳନ ହେତୁ ସନ୍ତାନ ସୁଖ ପାଇବେ । ବହୁତ ପୂର୍ବରୁ ସନ୍ତାନ ପ୍ରାପ୍ତି ହେଉନଥିଲେ ,ଏହି ସମୟରେ ସନ୍ତାନର ପ୍ରାପ୍ତି ହେବ । ମଙ୍ଗଳାଙ୍କ କୃପା ଦ୍ରୁଷ୍ଟି ପାଇଁ ବିଦ୍ୟାର୍ଥୀ ମାନେ ବହୁତ ଭଲ ଫଳ ପ୍ରାପ୍ତି କରିବେ । କୌଣସି ସ୍ୱାସ୍ଥ୍ୟ ସମସ୍ଯା ଥିଲେ ତାହା ମଧ୍ୟ ଏହି ସମୟରେ ବହୁତ ଶୀଘ୍ର ଭଲ ହୋଇଯିବ । କୌଣସିବି କାର୍ଯ୍ୟରେ ମିତ୍ର ବା ବନ୍ଧୁଙ୍କର ସହାୟତାରେ ବହୁତ ଉନ୍ନତି କରିବେ ।

ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅଧିକରୁ ଅଧିକ ଧନର ପ୍ରାପ୍ତି କରିବେ । ମଙ୍ଗଳର ପରିବର୍ତ୍ତନ ପାଇଁ ଆପଣଙ୍କ କର୍ମର ଫଳ ନିଶ୍ଚୟ ମିଳିବ । ପୂର୍ବରୁ ଯେଉଁ କାର୍ଯ୍ୟ ବହୁତ ପରିଶ୍ରମ ଦ୍ଵାରା କରିଛନ୍ତି , ସେହି ପରିଶ୍ରମର ଫଳ ଏବେ ଆପଣଙ୍କୁ ମିଳିବ । ଯେଉଁ ବ୍ୟକ୍ତିଙ୍କର ବିବାହରେ ବିଳମ୍ବ ହେଉଥିଲା ତାହା ଏହି ସମୟରେ ଜନ୍ମ ଭୂମିଠାରୁ ବହୁତ ଦୂରରେ ବହୁତ ଶୀଘ୍ର ବିବାହ ହେବ । ଆପଣ ଯାହା ଇଚ୍ଛା କରିଥିଲେ ତାହା ମଧ୍ୟ ବହୁତ ଶୀଘ୍ର ପୂର୍ଣ ହେବ । ଏହି ସମୟରେ ଆପଣଙ୍କ ସ୍ଵୋଭାବରେ କିଛି କ୍ରୋଧ ରହିପାରେ ,ଏହି କ୍ରୋଧକୁ ନିଜ ନିୟନ୍ତ୍ରଣରେ ରଖିବା ଉଚିତ ।

ଏହି କ୍ରୋଧ କାରଣରୁ ନିଜ ପରିବାର ଭିତରେ କିଛି ସମସ୍ଯା ଦେଖା ଦେଇପାରେ ସେଥିଲାଗି ନିଜ କ୍ରୋଧ ଓ ବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ । ଯଦି ଆପଣ କୌଣସି ନୂତନ କାର୍ଯ୍ୟ ବା ନୂତନ ଘରର କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ । ସବୁ କାର୍ଯ୍ୟରେ ସଫଳ ହେବେ । ବିଦ୍ୟାର୍ଥୀ ମାନେ ପୂର୍ବରୁ ଯାହା ଶାରୀରିକ ସମସ୍ଯା ହୋଇଥିଲା ତାହା ଏହି ସମୟରେ ମଙ୍ଗଳାଙ୍କ ଚାଳନ ପାଇଁ ଠିକ ହୋଇଯିବ ।

ବ୍ୟବସାୟ କ୍ଷେତ୍ରରେ ଧନର ନୂଆଁ ନୂଆଁ ଅବସର ପ୍ରାପ୍ତି ହେବ । ଆପଣ ଯେଉଁବି କାର୍ଯ୍ୟ କରିବେ ସେଥିରେ ସଫଳତା ପ୍ରାପ୍ତ କରିବେ । ଯାହା ଦ୍ଵାରା ଆପଣ ବହୁତ ଖୁସି ରହିବେ । କିନ୍ତୁ ନିଜ କଥାରେ ନିୟନ୍ତ୍ରଣ ରଖନ୍ତୁ । ପକ୍ଷୀ ମାନଙ୍କୁ ବଜାଡ଼ା ଦିଅନ୍ତୁ ଓ ମହିଳା ମାନେ କାନରେ ସୁନାର ଅଳଙ୍କାର ପରିଧାନ କରନ୍ତୁ । ଏହା କରିବା ଦ୍ଵାରା ସବୁ ନକରାତ୍ମକ ଊର୍ଜାରୁ ବଞ୍ଚିକି ରହିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button