20 April ରେ ଭୟଙ୍କର “ସୂର୍ଯ୍ୟ ପରାଗ”, 4ଟି ରାଶି ସାବଧାନ ! ଦେଖନ୍ତୁ ହାଣ୍ଡିଛାଡ ସମୟ… ଏହି 8ଟି ରାଶି କୋଟିପତି

ସୌର ମଣ୍ଡଳରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ବ୍ଯତୀତ ଆଉ ୯ଟି ଗ୍ରହ ଅବସ୍ଥାନ କରିଥାନ୍ତି । ଶେଠୀ ମଧ୍ୟରୁ ପୃଥିବୀ ହେଉଛି ଅନ୍ଯତମ । ଚନ୍ଦ୍ର ହେଉଛନ୍ତି ପୃଥିବୀର ଉପଗ୍ରହ ତେଣୁ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ କେବଳ ପୃଥିବୀରେ ଦ୍ରୁଶ୍ଯମନ ହୋଇଥାଏ । ସୂର୍ଯ୍ୟ ପରାଗ ଅମାବାସ୍ୟା ଥିତିରେ ଓ ଚନ୍ଦ୍ର ଗ୍ରହଣ ପୁର୍ଣିମା ତିଥିରେ ହୋଇଥାଏ । ଏହି ରୁକ୍ମଣୀ ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଏହି ପରାଗ ଲାଗୁଥିବା ସମୟରେ ସୂର୍ଯ୍ୟ ମେଶ ରାଶି ଓ ଅଶ୍ଵିନୀ ନଖେତ୍ରରେ ଅବସ୍ଥାନ କରୁଥିବାରୁ ଏହି ସୂର୍ଯ୍ୟ ପରାଗ ମେଷ ରାଶିରେ ସଂଗଠିତ ହେବ ।
ଯାହା ଦ୍ଵାରା ମେଷ ରଶିର ବ୍ୟକ୍ତିଙ୍କ ଉପରେ କିଛି ପ୍ରଭାବ ପଡିବ । ଏହି ସୂର୍ଯ୍ୟ ପରାଗ ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ ହେବ । ଆଜି ଆସନ୍ତୁ ଜାଣିବା ଗ୍ରହଣ ଲାଗିବା ସମୟରେ କଣ କରିବା ଉଚିତ ଓ କଣ କରିବା ଉଚିତ ନୁହେଁ । ସାଧାରଣତଃ ଗ୍ରହଣ ଲାଗିବାର ୯ ଘଣ୍ଟା ବା ୩ ପ୍ରହାର ପୂର୍ବରୁ ଓ ପରାଗ ଲାଗିବାର ୧୨ ଘଣ୍ଟା ବା ୪ ପ୍ରହାର ପୂର୍ବରୁ ପାକ ନିଷେଧ କରାଯାଇଥାଏ । ଏହି ସମୟକୁ ସୁତକ ସମୟ ମଧ୍ୟ କୁହାଯାଇଥାଏ ।
ଏହି ସୂର୍ଯ୍ୟ ପରାଗରେ କିଛି ରଶିଙ୍କ ଉପରେ ଭଲ ପ୍ରଭାବ ପଡିବ ବେଳେ ଆଉ କିଛି ରଶିଙ୍କ ଉପରେ ଖରାପ ପ୍ରଭାବ ପଡିବାକୁ ଯାଉଛି । ବୃଷ ରାଶି ,ମିଥୁନ ରାଶି ,କର୍କଟ ରାଶି ,ତୁଳା ରାଶି ଧନୁ ରାଶି ,ବିଛା ରାଶି , କୁମ୍ଭ ରାଶି ଏବଂ ମୀନ ରାଶି । ଏହି ରାଶି ମାନଙ୍କ ଉପରେ ଭଲ ପ୍ରଭାବ ପଡିବାକୁ ଯାଉଛି । ମେଷ ରାଶି ,କନ୍ୟା ରାଶି , ସିଂହ ରାଶି ମକର ରାଶି ର ବ୍ୟକ୍ତିଙ୍କ ଉପରେ କିଛି ଖରାପ ପ୍ରଭାବ ପଡିବାକୁ ଯାଉଛି । ଏହି ରାଶି ର ବ୍ୟକ୍ତି ବିଶେଷ୍ଯ ମାନେ ଏହି ସୂର୍ଯ୍ୟ ପରାଗ ସମୟରେ ସାବଧାନ ରହିବା ଉଚିତ ।
ଏହି ସମୟରେ କେତେକ କାର୍ଯ୍ୟ କରିବା ପାଇଁ ବାରଣ କରାଯାଇଛି । ସୂର୍ଯ୍ୟ ଗ୍ରହଣ ସମୟରେ ରୋଷେଇ କରିବା ଉଚିତ ନୁହେଁ । ଜ୍ଯୋତିଷ ଶସ୍ତ୍ର ଅନୁସାରେ ରନ୍ଧା ହୋଇଥିବା ଖାଦ୍ଯ ବିଶୁଦ୍ଧ ହୋଇଯାଇଥାଏ । ଏହି ସମୟରେ ଖାଦ୍ଯ ଗ୍ରହଣ କରିବା ମଧ୍ୟ ଉଚିତ ନୁହେଁ । ଏହା ଦ୍ଵାରା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏହି ସମୟରେ କୌଣସି ଶୁଭ କାର୍ଯ୍ୟ ବା ଦେବୀ ଦେବତାଙ୍କ ପୂଜା କରନ୍ତୁ ନାହିଁ । ଏହି ସମୟରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ । ଏହା ଦ୍ଵାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।