ଜ୍ୟୋତିଷ

ଯଦି ବିବାହ ହେଉ ନାହିଁ ତେବେ 2023 ରେ ନିଶ୍ଚୟ ହେବ, ବାସ ଅପଣାନ୍ତୁ 10ଟି ଉପାୟ…. ଜାଣନ୍ତୁ କଣ କରିବେ

ବିବାହର ର ଉପାୟ ୨୦୨୩  ରେ କଣ ଅଟେ ଆସନ୍ତୁ ଜାଣିବା – ବନ୍ଧୁଗଣ ଯଦି ଆପଣ ୨୦୨୨  ରେ ବିବାହ କରିନାହାନ୍ତି କୌଣସି କାରଣ ବଶତଃ ଆପଣଙ୍କର ବିବାହ ହୋଇନାହିଁ ତାହେଲେ ଆପଣଙ୍କର ଏହି ୨୦୨୩  ରେ କିପରି ବିବାହ କରିବେ ଆସନ୍ତୁ ଜାଣିବା କେଉଁ ୧୦ ଟି ଉପାୟ କଲେ ଆପଣଙ୍କର ବିବାହ ହୋଇଯିବ। ବନ୍ଧୁଗଣ ଯଦି ଆପଣ ଜଲ୍ଦି ବିବାହ କରିବାକୁ ଚାହୁଛନ୍ତି ତାହେଲେ ଏହି ଉପାୟ ପାଳନ କରନ୍ତୁ ।

ଝିଅ ମାନଙ୍କ ପାଇଁ – ୧.  ଠେକୁଆକୁ ପ୍ରତିଦିନ ଖାଇବାକୁ ଦିଅନ୍ତୁ । 2- ଗୁରୁବାର ଦିନ ବ୍ରତ ରଖନ୍ତୁ। 3- ମନ୍ଦିରରେ ପିତଳ ବସ୍ତୁ ଦାନ ଦିଅନ୍ତୁ । ୪- ଗୁରୁବାର ଦିନ ବର ଗଛ ଓ ଅଶୋସ୍ତ ଗଛ ମୂଳରେ ପାଣି ଦିଅନ୍ତୁ । ୫ – ପ୍ରତିଦିନ ଗାଧୋଇସାରିବା ପରେ ମୁଣ୍ଡରେ କେଶର କିମ୍ବା ଚନ୍ଦନର ତିଳଖ ମାରନ୍ତୁ ଓ ତୁଳସୀ ମାଳା ଜପ କରନ୍ତୁ ।

୬- ଗୃହର ପରଦା ଓ ଚଦରର ରଙ୍ଗ ଗୋଲାପି ରଖନ୍ତୁ । ୭- ଖାଦ୍ୟ କହିବା ସମୟରେ କେସର ଯଦି ଖାଇବେ ତାହେଲେ ଆପଣଙ୍କର ବିବାହ ଅତିଶୀଘ୍ର ହେବ । ୮ – ଗୁରୁବାରଦିନ ଅଶ୍ଵସ୍ତଥ ଗଛ  ମୂଳରେ ସୁଧ ଘିଅର ଦୀପ ଜଳାନ୍ତୁ । ୯- ଯଦି ଅପଣଙ୍କର ପିତା କିମ୍ବା ଭାଇ ବାହାରକୁ ପୁଅ ଦେଖିବାକୁ ଯାଉଛନ୍ତି ତାହେଲେ ଆପଣ ସେମାନେ ନ ଫେରିବା ପର୍ଯ୍ୟନ୍ତ ନିଜର କେଶକୁ ଖୋଲା ରଖନ୍ତୁ ।

୧୦- ଯେତେ ସମ୍ଭବ ସଫା ବସ୍ତ୍ର ପରିଧାନ କରନ୍ତୁ । ପୁଅ ମାନଙ୍କପାଇଁ –  ପୁଅ ମାନେ ଶୁକ୍ରବାର ଦିନ ବ୍ରତ ରଖିବାକୁ ପଡିବ ।୨- ପୁଅ ମାନଙ୍କୁ ଏହିକାମ କରିବାକୁ ହେବକି ୨୧ ଟି ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିର ଯାଇ ହନୁମାନଙ୍କୁ ପୂଜା କରିବେ ଓ ତାହା ସହିତ ତାଙ୍କର ସିନ୍ଦୁର ଆଣି ନିଜ ମଥାରେ ଲଗାଇବେ ଓ ତାହାପରେ ରାମ ସୀତାଙ୍କ ମନ୍ଦିର ଯାଇ ପୂଜା  କରିବାକୁ ହେବ ଯଦି ଆପଣ ଏହି ଉପାୟ ୨୧ ମଙ୍ଗଳବାର କରିବେ ତାହେଲେ ଆପଣଙ୍କର ବିବାହ ସ୍ଥିରହୋଇଯିବ ।

୩-  ଯଦି ସୋମବାର ଦିନ ଗୋଟେ ପାଚିଲା କଦଳୀକୁ ଆପଣ ଦାନ କରିବେ ତାହାଲେ ଆପଣଙ୍କର ବିବାହ ସ୍ଥିର ହୋଇଯିବ । ୪-ଗୁରୁବାର ଦିନ ଗୋଟେ ରୁଟିରେ ଦୁଇ ପଟରେ ଅଳ୍ପ ହଳଦୀ ଲଗାଇ ଗୋରୁଙ୍କୁ କହିବାକୁ ଦେବେ ଓ ତାହା ସହିତ କିଛି ଚଣା ଓ ଗୁଡ ଖାଇବାକୁ ଦେବେ ତାହା ଆପଣଙ୍କ ପାଇଁ ଶୁଭ ହୋଇଥାଏ  । ୫- ପ୍ରତି ଗୁରୁବାର ଦିନ ଗାଧେଇବା ଜଳରେ ଅଳ୍ପ ହଳଦୀ ମିଶାଇ ସ୍ନାନ କରନ୍ତୁ ।

୬- ଶୁକ୍ଲ ପକ୍ଷ ପ୍ରତ୍ୟକ ସୋମବାର ଦିନ ମହାଦେବଙ୍କ ବ୍ରତ କରିବେ ଓ ତାହା ସହିତ ତ୍ରିଶାଖା ବେଲପତ୍ର ରେ ନିଜର ନାମ ଲେଖି ମହାଦେବଙ୍କ ପାଖରେ ପୂଜା କରିବେ । ୭-  ପୁରୁଷ ମାନେ ବିଭିନ୍ନ ରଙ୍ଗର ଏକ ସଫା କାଗଜରେ ଚିତ୍ର କରିବେ ଓ ମହିଳା ମାନେ ନାଲି ରଙ୍ଗରେ ଏକ ସଫା କାଗଜରେ ଚିତ୍ର କରିବେ ୩ ମାସ ପର୍ଯ୍ୟନ୍ତ ତାହା ଆପଣଙ୍କ ପାଇଁ ଶୁଭ ହୋଇଥାଏ  ।

୮- ଗୃହର ଦକ୍ଷିଣ ଦିଗରେ ଳିମ୍ବ ଗଛ ଲଗାଇବେ ଓ ଏହାକୁ ପ୍ରତେକ ଦିନ ପାଣିଦେବେ ଓ ପୂଜା କରିବେ । ୯- ବିବାହ ପୂର୍ବରୁ କୁମ୍ଭ ବିବାହ କରିବେ । ୧୦- ଆଖିରେ କଳା ରଙ୍ଗ ଲଗାଇବେ ଏହା କରିବା ଦ୍ଵାରା ଆପଣଙ୍କର ବିବାହ ବହୁତ ଜଲ୍ଦି ସ୍ଥିର ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button