ସ୍ୱାସ୍ଥ୍ୟ

ରାତିରେ 1 ଗ୍ଲାସ୍ ପିଇ ନିଅନ୍ତୁ, ବାତ, ପିତ, କଫ, ଆଁଠୁଗଣ୍ଠି, ଡାଇବେଟିସ, ବ୍ଲଡ଼ ପ୍ରେସର୍, ଗ୍ୟାସ୍ ଭଳି ସମସ୍ଯା ଦୂର ହେବ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଚମତ୍କାରୀ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଶରୀରର ବାତ, ପିତ ଓ କଫ ଜନିତ ଅନେକ ସମସ୍ଯା ଦୂର କରିଥାଏ । ପ୍ରତିଦିନ ସକାଳୁ ଖାଲି ପେଟରେ ଆପଣଙ୍କୁ ଏହା ସେବନ କରିବାକୁ ହେବ । ଯଦି ଆପଣ ଏହାର ଏହିପରି ସେବନ କରିବେ ତେବେ ଜୀବନରେ କେବେ ଶୀର ବ୍ଲକେଜ, ଆଁଠୁ ଗଣ୍ଠି ସମସ୍ଯା ହେବ ନାହିଁ ।

ଆପଣଙ୍କ ହାଡ ଶକ୍ତିଶାଳୀ ହେବା ସହ 300 ପ୍ରକାରର ରୋଗ ଆପଣଙ୍କ ଶରୀରରୁ ଦୂର ହୋଇଯିବ । ଏବେ ଆସନ୍ତୁ ଜାଣିବା ସେହି ରେମେଡି କେମିତି ତିଆରି କରିବା ।  ଯଦି ଆପଣ ଏହାକୁ ଠିକ ଉପାୟ ରେ ବନାଇ ସେବନ କରିବେ ତେବେ ଶରୀରରୁ ଅନେକ ପ୍ରକାରର ରୋଗ ଦୂର ହେବ । ଆମ ଶରୀରରେ କୌଣସି ରୋଗ ଜନ୍ମ ହେବାର ଦୁଇ ଟି ମୁଖ୍ୟ କାରଣ ହୋଇଥାଏ ।

ପ୍ରଥମ ଟି ପେଟ ଜନିତ କିଛି ସମସ୍ଯା ହେଲେ ଅନେକ ରୋଗ ହୋଇଥାଏ । ଯଦି ଆପଣଙ୍କ ପେଟ ଠିକ ରହିବ ତେବେ ସବୁ ରୋଗ ଠିକ ହୋଇଯିବ । ଶେଷରେ ଅନେକ ରୋଗ ଆମ ଶରୀରରେ ଭିଟାମିନ ଓ ମିନେରାଲସ ଅଭାବରୁ ହୋଇଥାଏ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଜୀରା । ଜୀରା ର ଫାଇଦା ବିଷୟରେ ଅନେକ ଲୋକ ଜାଣିଥିବେ ।

ପେଟ ଜନିତ ସମସ୍ଯା ପାଇଁ ଜୀରା ଲାଭଦାୟକ ହୋଇଥାଏ । ରକ୍ତ ଅଭାବକୁ ଦୂର କରିଥାଏ । ପାଚନ କ୍ରିୟା ଶକ୍ତିଶାଳୀ କରିଥାଏ । ଦ୍ଵିତୀୟ ସାମଗ୍ରୀ ଗୋଟା ଧନିଆ । ଯାହା ମୋଟାପଣ ସମସ୍ଯାକୁ ଦୂର କରିଥାଏ । ଏହା ଆମ ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ । ତୃତୀୟ ସାମଗ୍ରୀ ପାନମଧୁରୀ । ଯାହା ରକ୍ତ କୁ ସଫା କରିବା ସହ ଆଖିର ଆଲୁଅ ବଢାଇ ଥାଏ ।

ଏହି 3ଟି ସାମଗ୍ରୀ ରୁ ଅଧା ଚାମଚ ଲେଖାଏଁ ନିଅନ୍ତୁ । ଏହି 3ଟି ସାମଗ୍ରୀ କୁ ଏକ ଗ୍ଳାସ ପାଣି ରେ ପକାଇ ଦିଅନ୍ତୁ । ରାତି ସାରା ଏହି ସବୁ ସାମଗ୍ରୀ କୁ ପାଣି ରେ ଭିଜାଇ ରଖନ୍ତୁ । ସକାଳୁ ଏହି ପାଣି କୁ ଛାଣି ନିଅନ୍ତୁ । ତାପରେ ଏହାକୁ ଗ୍ଯାସ ରେ ବସାଇ ଏହାକୁ ଭଲ ଭାବେ ଫୁଟାନ୍ତୁ । ଏହା ପରେ ଆପଣ ଏହାକୁ ଛାଣି ବା ବିନା ଛାଣି ଏହାର ସେବନ କରି ପାରିବେ ।

ଆପଣ ନିଜର ସ୍ଵାଦ ପାଇଁ ଏଥିରେ ମହୁ ର ପ୍ରୟୋଗ କରିପାରିବେ । ଯଦି ଆପଣଙ୍କୁ ଡାଇବେଟିସ ସମସ୍ଯା ଅଛି ତେବେ ମହୁ ବ୍ୟବହାର କରନ୍ତୁ ନାହିଁ । 5ରୁ 7 ମିନିଟ ଫୁଟାଇବା ପରେ ଏହାକୁ ଛାଣି ନିଅନ୍ତୁ । ଯଦି ଆପଣ ଛାଣି କି ଏହାର ସେବନ କରିବେ ବଞ୍ଚି ଯାଇଥିବା ସାମଗ୍ରୀ କୁ ଚୋବାଇ ଖାଇ ପାରିବେ । ତେଣୁ ବେସ୍ତ ହେବ ଏହାକୁ ନ ଛାଣି ସେବନ କରନ୍ତୁ । ସକାଳୁ ଚାହା ବଦଳରେ ଏହାର ସେବନ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button