ଜ୍ୟୋତିଷ

ଏହି 5ଟି ନାମର ଝିଅ ହୋଇଥାନ୍ତି ଗଙ୍ଗା ଭଳି ପବିତ୍ର

ଆମେ ଜାଣିଛେ କି କୁହାଯାଇ ଥାଏ କି ଭଗବାନ ମଧ୍ୟ ମହିଳା ମାନଙ୍କୁ ଜାଣି ପାରି ନଥାନ୍ତି ଏହାର କାରଣ ହେଉଛି କି ଏମାନେ ସବୁ ବେଳେ ନିଜର କିଛି ଅଲଗା ଅଲଗା ସ୍ଵଭାବ ରଖିଥାନ୍ତି । ଆଜି ଆମେ କହିବା କି ମହିଳା ଯେଉଁ ମାନେ ଟିକେ ଅଲଗା ପ୍ରକାର ଥାନ୍ତି ସେମାନେ କିଭଳି ଅଟନ୍ତି । ମହିଳାମାନେ ଯେଉଁ ମାନେ ସବୁ ବେଳେ ହସୁଥାନ୍ତି ହୁଏ ତ ତାଙ୍କ ମନରେ ଅନେକ କଷ୍ଟ ଥାଏ ମହିଳା ଯେଉଁ ମାନେ ସବୁବେଳେ କାନ୍ଦୁଥାନ୍ତି ସେମାନେ ହୁଏ ତ ସବୁ ବେଳେ ଖୁସିରେ ଥାଇ ପାରନ୍ତି ।

କଥାରେ ଅଛି କି ଭଗବାନ ମଧ୍ୟ ମହିଳା ଙ୍କ ମନର କଥା ଜାଣିବା ପାଇଁ ସମ୍ଭବ ପର ହୋଇ ପାରି ନାହାଁନ୍ତି । ସେହି ଭଳି କିଛି ମହିଳା ମାନେ ଜଳ ଭଳି ନିର୍ମଲା ଓ ଗଙ୍ଗା ଭଳି ପବିତ୍ର ଥାନ୍ତି ଓ କିଛି ଜଣ ଖୁବ ଚାଲାଖ ଥାନ୍ତି ।

ଆଜି ଆମେ କହିବା କି ଏହି ମହିଳାମାନେ ହୁଏ ତ ବୋଧେ ହୁଏ ଆପଣଙ୍କ ଆଖ ପାଖରେ ଆପଣ କିଛି ମହିଳାମାନଙ୍କୁ ଦ୍କେହୀ ପାରିବେ ଯାହା ଦ୍ଵାରା ଆପଣ ଜାଣି ପାରିବେ କି ସେମାନେ କିଭଳି ଅଟନ୍ତି ଆଜି ଆମେ ଏହି ଭଳି କିଛି ମହିଳା ଙ୍କ ନାମ କହିବା ଯେଉଁ ମାନେ ସରଲ ଓ ନିରୀହ ହେବା ସହ ମନରୁ ମଧ୍ୟ ସଫା ଥାନ୍ତି ।

ତେବେ ପ୍ରଥମ ଅକ୍ଷର ହେଉଛି “B” ଏହି ନାମର ମହିଳାମାନେ ସବୁ ବେଳେ ହସ ହସ ଥାନ୍ତି ଏମାନେ ସବୁ ବେଳେ ନିଜ କଥା ଅନୁସାରେ କମ କରିଥାନ୍ତି ଶାନ୍ତ ସ୍ଵଭାବର ହୋଇ ଥାନ୍ତି ଏହି ମହିଳାମାନେ । ଏମାନେ ସବୁ ବେଳେ ନିଜ ଜୀବନ ସାଥି ସହ ଠିଆ ହୋଇ ଥାନ୍ତି ।

ଏହାପର ନାମ ଆସୁଛି “N” ଏହି ନାମର ମହିଳା ମାନେ ଦେଖିବା ପାଇଁ ଖୁବ ସୁନ୍ଦରୀ ହୋଇ ଥାନ୍ତି ଏହାଙ୍କ ପାଖରେ ଥିବା ଚୁମ୍ବକୀୟ ଶକ୍ତିରେ ଏମାନେ ଅନ୍ୟ ମାନଙ୍କୁ ନିଜ ଆଡକୁ ଟାଣି ଥାନ୍ତି । କିଛି ମହିଳା ମାନେ ଥାନ୍ତି ଯେଉଁ ମାନେ ସୁନ୍ଦର ଗୀତା ମଧ୍ୟ ଗାଈ ଥାନ୍ତି ।

ଏହାପର ନାମ ଆସେ “P” ର ଏହି ନାମର ମହିଳା ମାନେ ପରସ୍ପର ସହ ମିସିକି ରହିବା ପାଇଁ ଖୁବ ଭଲ ପାଇ ଥାନ୍ତି । ଏମାନେ ସବୁ ବେଳେ ନିଜ କାମକୁ ଅଧିକ ପ୍ରାଧାନ୍ଯ ଦେଇ ଥାନ୍ତି । ଏହାପର ନାମ ହେଉଛି “S” ନାମର ମହିଳାଙ୍କର ଏମାନେ ଯାହାକୁ ଭି ପସନ୍ଦ କରନ୍ତି ।

ତାଙ୍କ କଥା ସବୁବେଳେ ମାନି ଥାନ୍ତି ଏମାନେ ସବୁ ବେଳେ ଲକି ଥାନ୍ତି । ଶେଷ ନାମ ହେଉଛି “M” ଏହି ମହିଳା ସବୁ ବେଳେ ଖୁଶିରେ ରହି ଥାନ୍ତି ଓ ଅନ୍ୟଙ୍କୁ ମଧ୍ୟ ଖୁଶି ଦେଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button