ଜ୍ୟୋତିଷ

March 01 ମହାଶିବରାତ୍ରି ଠାରୁ ଏହି 6 ଟି ରାଶି ହେବେ କୋଟିପତି, ଶୀଘ୍ର ଦେଖନ୍ତୁ ଆପଣଙ୍କ ରାଶି ବି ଥାଇ ପାରେ

ଚଳିତ ବର୍ଷ ମହାଶିବାରାତ୍ରି ମାର୍ଚ୍ଚ ୧ ତାରିଖ ମଙ୍ଗଳବାର ଦିନ ପଡିବାକୁ ଯାଉଛି । ଏହି ଦିନ ମହାଦେବଙ୍କ ସହ ଦେବୀ ପାର୍ବତୀଙ୍କ ପୂଜା କରାଯାଏ । ଏହି ଦିନ ମହାଦେବଙ୍କ ପାଖରେ ରୁଦ୍ରାଭିଷେକ କରିଲେ ସବୁ ଇଛା ପୂରଣ ହୋଇଥାଏ । ଏହି ଦିନ କିଛି ରାଶି ମାନଙ୍କର ମହା ସଂଯୋଗ ଘଟିବା କାରଣରୁ ଭାଗ୍ୟ ଉଦୟ ହେବାକୁ ଯାଉଛି ବୋଲି ଶାସ୍ତ୍ର ରେ କୁହା ଯାଇଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ବିସ୍ତାର ଭାବେ ।

ତୁଳା ରାଶି : ଆପଣ ପ୍ରତେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । କର୍ମ କ୍ଷେତ୍ରରେ ମାନ ସମାନ ପାଇବେ । ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତିର୍ଣ୍ଣ ହେବେ । ଆପଣ ଅଧିକ ପରିଶ୍ରମ କରି ଶୁଭ ଫଳ ପାଇବେ । ବାଣିଜ୍ୟ ବ୍ୟବସାୟରେ ଲାଭବାନ ହେବେ ।

ସିଂହ ରାଶି : ଆପଣଙ୍କର କର୍ମ କ୍ଷେତ୍ରରେ ନୂତନ କର୍ମ ପ୍ରାପ୍ତି ଯୋଗ ରହକିହି । ନୂଆ ବ୍ୟବସାୟ ଆରମ୍ଭ କରିଆବା ସହ ଦୂର ସ୍ଥାନକୁ ଯାତ୍ରା କରିଲେ ଲାଭବାନ ହେବେ । ବ୍ୟବସାୟରେ ଅଧିକ ଧନ ଲାଭ କରିବେ । ରାଜନୀତି କ୍ଷେତ୍ରରେ ଉନ୍ନତ ମାର୍ଗ ପ୍ରାପ୍ତ ହେବ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ମାନ ସମାନ ବୃଦ୍ଧି ହେବ ।

ମେଷ ରାଶି : ମହାଦେବଙ୍କ କୃପାରୁ ଆପଣ ଧାନରେ ମାଲାମାଲ ହେବାକୁ ଯାଉଛନ୍ତି । ବେପାର କ୍ଷେତ୍ରରେ ବଡ ଲାଭ ଦେଖିବାକୁ ମିଳିବ । ଖେଳକୁଦରେ ଥିବା ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ ରହିବ । ଆତ୍ମ ସମାନ ଯୋଗୁ ଉଚ୍ଚ ସ୍ତରକୁ ଯିବେ । ବିଦେଶରେ ଟଙ୍କା ରୋଜଗାର ବା ବିବାହ ହେବାର ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ ।

ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କ ସମୟ ଅନୁକୂଳ ରହିବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଶୁଭ ରହିବ । ଅଟକି ରହିଥିବା କାମ ଆରମ୍ଭ ହେବ । ଅଚାନକ ଧନ ଲାଭ ହେବ । ସବୁ କ୍ଷେତ୍ରରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦ ଲାଭ କରିବେ । ନୂଆ କାମ ଆରମ୍ଭ କରିବେ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କ ଉପରେ ମହାଦେବଙ୍କ କୃପାରୁ ସମସ୍ୟା ଦୂର ହେବ । ନୂଆ ଚାକିରି ମିଳିବାର ଯୋଗ ରହିଛି । କାର୍ଯ୍ୟ କ୍ଷେତ୍ରରେ ମାନ ସମାନ ବୃଦ୍ଧି ଏପାଇଁ । କୌଣସି କାମ କରିବା ପୂର୍ବରୁ ବିଚାର କରନ୍ତୁ । ସମାଜରେ କୀର୍ତ୍ତି ସ୍ଥାପନ ହେବ । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଅଚାନକ ଧନ ପ୍ରାପ୍ତ ହେବ ।

ବୃଷ ରାଶି : ଆପଣଙ୍କର ରଚାନାତ୍ମକ କ୍ଷେତ୍ରରେ ରୁଚି ରହିବ । ପାରିବାରିକ ବ୍ୟବସାୟରେ ଲାଭ ମିଳିବ । ଚାକିରି କ୍ଷେତ୍ରରେ ଉନ୍ନତି ହେବ । ପରିବାରର ସହଯୋଗ ପାଇବେ । ଶିକ୍ଷା କ୍ଷେତ୍ରରେ ଅଗ୍ରେସର ହେବେ । ବିଦେଶରେ ଚାକିରି କରୁଥିଲେ ଭାଗ୍ୟ ଆପଣଙ୍କର ସହଯୋଗ ଦେବ । ଦାଂପତ୍ଯ ଜୀବନ ସୁଖମୟ ରହିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button