ଜ୍ୟୋତିଷ

ପୁରୁଷମାନଙ୍କୁ ଆକର୍ଷିତ କରିଥାନ୍ତି ଏହି 3 ନାମର ଝିଅ- Jyotisha Shastra

ଯେଉଁ ଭଳି ଭାବେ ପିଲାମାନେ ବଡ ହୋଇଥାନ୍ତି । ସେହି ଭଳି ଭାବେ ନିଜର ମନ ପରିବର୍ତ୍ତନ କରିଥାନ୍ତି ନିଜ ପାଇଁ ଏକ ନୂଆ ଜୀବନ ସାଥି ବାଛିବାରେ ଲାଗି ଥାନ୍ତି । ଯଦି ଆମେ ଜାଣି ଥିବା ତ ଆମେ ଜାଣି ପାରିବା କି କିଛି ଜଣ ନିଜ ମାତା ପିତାଙ୍କ ପସନ୍ଦ କୁ ହିଁ ଖୁବ ଭଲ ପାଇ ଥାନ୍ତି । ଆପଣ ମାନେ ଜାଣି ଥିବେ କି ଆଜି କାଲୀ ପିଲାମାନେ ନିଜେ ବାଛିବା ପାଇଁ ଭଲ ପାଉ ଥିବା ବେଳେ ମାତ୍ର କିଛି ପିଲାମାନେ ବାଛିବାରେ ଜୀବନ ସାଥି ଅସମର୍ଥ ଅଛନ୍ତି ।

ଆପଣ ମାନେ ଯଦି ଜାଣି ଥିବେ ତ ଏହା ଅମଧ୍ୟ ଜାଣି ଥିବେ କି କିଛି ବାପା ମା ମାନେ ବାଧ୍ୟରେ ଆଉ କେଉଁ ଜାଗାରେ ବିବାହ ଅକରାଇ ଦେଇ ଥାନ୍ତି ତାହାର ପରିଣାମ ତାଙ୍କ ଆଗରେ ଥୁଆ ହୋଇ ଥାଏ ତାହାର ପରିଣାମ ଥାଏ ସେମାନଙ୍କ ଜିଦି ଓ ଛାଡପତ୍ର । ତେବେ ବିବାହ ଆମ ମାନଙ୍କ ଜାତାକ ଅନୁସାରେ ମଧ୍ୟ ହୋଇ ଥାଏ ।

କିନ୍ତୁ କିଛି ଏହି ଭଳି ମହିଳାମାନେ ଅହନ୍ତିଆ ଯେଉଁ ମାନେ ପୁରୁଷ ମାନଙ୍କୁ ନିଜର ଦିବାନା ବନାଇ ଦେଇ ଥାନ୍ତି । ତେବେ ଆଜି ଆମେ ସେହି ଭଳି କିଛି ମହିଳା ମାନଙ୍କ ନାମର ପ୍ରଥମ ଅକ୍ଷର କହିବା ପାଇଁ ଯାଉଛେ ଯେଉଁ ମାନେ ବିବାହ ବୟଶରେ ପହଞ୍ଚି ଯାଇଛନ୍ତି ସେମାନଙ୍କ କଥା କହିବା ପାଇଁ ଯିବା ଆସନ୍ତୁ ଜାଣିବା ଏହି ନାମାର ମହିଳା ମାନଙ୍କ ପ୍ରଥମ ଅକ୍ଷର ।

ସବୁ ମହିଳା ମାନଙ୍କ ଇଚ୍ଛା ଥାଏ କି ସେମାନେ ଦେଖିବା ପାଇଁ ଏତେ ସୁନ୍ଦର ଥାନ୍ତି କି ସେମାନଙ୍କୁ ଯେ କେହି ଭଳି ଦେଖି ଥାନ୍ତି ସେମାନେ ତାଙ୍କୁ ଭଲ ପାଇ ବସି ଥାନ୍ତି ଆପଣ ମାନେ ଜାଣି ଥିବେ କି କିଛି ମହିଳା ମାନେ ଦେଖିବା ପାଇଁ ସୁନ୍ଦର ନଥିଲେ ଅମଧ୍ୟ ସେମାନଙ୍କ କଥା ବାର୍ତ୍ତା ସଭିଙ୍କୁ ବହୁତ ଆକର୍ଷିତ କରିଥାଏ ।

ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କି ଯେଉଁ ମାନେ ଏହି ଭଳି ନିଜ କଥାରେ ସଭିଙ୍କୁ ଟାଣି ଆଣି ଦେଇ ଥାନ୍ତି । ଏମାନଙ୍କ୍କ ଆଗରେ ଅନ୍ୟ ମହିଳା ଏମାନେ କିଛି ଅନୁଭୂତ ହୋଇ ନଥାନ୍ତି । ଯଦି ଆମେ କହିବା “A” ନାମର ମହିଳା ମାନେ ଏମାନେ ନଜର ପଡିବା ମାତ୍ରେ ହି ପୁରୁଷମାନଙ୍କୁ ନିଜ ଆଡକୁ ଟାଣି ଦେଇ ଥାନ୍ତି ଏମାନେ ଦେଖିବା ପାଇଁ ମଧ୍ୟ ସୁନ୍ଦର ଥାନ୍ତି ।

ଏହା ପରେ ନାମ ଆସେ “N” ନାମର ମହିଳା ମାନଙ୍କ କଥା । ଯେଉଁ ମାନେ ଏହି ନାମର ଅଟନ୍ତି ସେମାନେ କିଛି କହିବା ଆଗରୁ ତାଙ୍କ ଆଡକୁ ପୁଅ ପିଲାମାନେ ଟାଣି ହୋଇକି ଆସି ଯାଇଥାନ୍ତି । ଏହା ପରେ ଏମାନେ ନିଜ ପସନ୍ଦର ପିଲାଙ୍କୁ ବିବାହ କରିବା ପାଇଁ ଭଲ ପାଇ ଥାନ୍ତି ।

ଏମାନେ ସାଧାରଣ ଭାବେ ଚୁପ ରହିକି କାମ କରିବା ପାଇଁ ଭଲ ପାଇ ଥାନ୍ତି ଏହି ଗୁଣ ଅନେକ ଲୋକଙ୍କୁ ପସନ୍ଦ ଆସିଥାଏ । ଏହାପରେ ନାମ ଆସେ “T” ନାମର ମହିଳାମାନେ ଏମାନେ ଖୁବ ଭାଗ୍ଯବାନ ହୋଇ ଥାନ୍ତି । ଏମାନେ ବହୁତ ବୁଦ୍ଧିଆ ହୋଇ ଥାନ୍ତି । ଏମାନେ ନିଜ କାମ ନିଜ ଇଚ୍ଛାରେ କରିଥାନ୍ତି । ଏମାନେ ବହୁତ ଲକି ହୋଇଥାନ୍ତି ନିଜର ପାର୍ଟନର ଙ୍କ ପାଇଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button