ଜ୍ୟୋତିଷ

ତୁଳା ରାଶି ବ୍ୟକ୍ତିଙ୍କ February ମାସର Monthly Horoscope, ଜୀବନରେ ଆସିବ ଖୁସି

ତୁଳା ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟ ଜାଣିବା ପାଇଁ ଆମେ ଯାଉଛୁ । ତେବେ କିଭଳି ରହିବା ସେମାନଙ୍କ ଭାଗ୍ୟ ଆସନ୍ତୁ ଜାଣିବା ଫେବୃୟାରି ମାସରେ ଆଜି ଆମେ କହିବା ପାଇଁ ଯାଉଥିବା ରାଶି ମାନେ ବହୁତ ସୁନ୍ଦର ଜୀବନ ବିତାଇବା ପାଇଁ ଯାଉଛନ୍ତି କିନ୍ତୁ ଆପଣ ମାନେ ଏହା ମଧ୍ୟ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଏହି ମାସରେ ଆପଣ ଅଧିକା ଲାଭ ପାଇବା ସହ କିଛି କ୍ଷତି ମଧ୍ୟ ସହ୍ୟ କରିବା ପାଇଁ ପଡିବ ।

ଯେଉଁ ମାତା ପିତା ମାନେ ନିଜ ପିଲାଙ୍କୁ ନେଇ ଚିନ୍ତାରେ ଅଛନ୍ତି ସେମାନେ ନିଜ ଚିନ୍ତା ଛାଡି ଦିଅନ୍ତୁ ଯଦି ତାଙ୍କ ପିଲା ତୂଳା ରାଶିର ତେବେ ଆପଣଙ୍କ ପିଲା ପାଇଁ ଭଲ ସମୟ ଅଛି ଏହି ସମୟ ଅମଧ୍ୟରେ ସେମାନେ ନିଶ୍ଚିତ ଭାବେ କିଛି କାମ ରେ ବ୍ୟସ୍ତ କରିବେ ନିଜକୁ ।

ଯେଉଁ ମାନେ ବାହାରେ କ୍କିହହୀ ଧନ ନିବେଶ କରିଥିଲେ ସେମାନେ ଏବେ ଯେତିକି ଧନ ନିବେଶ କରି ଥିବେ ତା ତଟୁ ଅଧିକା 7 ଗୁନା ଲାଭ ପାଇବା ପାଇଁ ଯାଉଛନ୍ତି । ଅତିଥି ର କେହି ବନ୍ଧୁ ଆସିକି ଆପଣଙ୍କୁ ହଠାତ କିଛି ଦେଇ ପାରନ୍ତି ।ଆପଣ କରିଥିବା ଅକକିହହୀ ଭୁଲ ପାଇଁ ଏହି ସମୟ ମଧ୍ୟରେ ସାମାନ୍ଯ ମନ ହାନି ହେବାର ଲକ୍ଷଣ ଦେଖା ଯାଉଛି ।

ଆପଣ ପଇସା କୁ ବୁଝି ଚାହିଁ ଖର୍ଚ୍ଚ କରିବା ଦରକାର । କାରଣ ପଇସା ଆସିଥାଏ ସିଧା କିନ୍ତୁ ଯାଏ ବଙ୍କା ହୋଇକି । ବେପାରୀ ମାନଙ୍କ ପାଇଁ ସମୟ ଭଲ ଅଛି । ଛାତ୍ର ଛାତ୍ରୀ ମାନେ ଏବେ ଭଲ ପରିଣାମ ପାଇବେ । ପରୀକ୍ଷା ପାଇଁ ପ୍ରସ୍ତୁତି ଭଲ କରିଥିବା ପିଲା ମାନେ ଆସା କରୁଥିବା ମାର୍କ ଠାରୁ ଅଧିକା ନମ୍ବର ଆଣିବେ ।

ଏହି ସମୟ ମଧ୍ୟରେ ପରିବାର କେହି ଅସୁସ୍ଥ ହୋଇ ପାରନ୍ତି ଆପଣଙ୍କ ମା କିମ୍ବା ପତ୍ନୀ କେହି ଭି । ଆପଣ ଏହି ସମୟରେ ନିଜ ଜୀବନ ସାଥି ସହ କିଛି ଏକାନ୍ତ ସମୟ ବିତାଇବା ପାଇଁ ଯାଉଛନ୍ତି ଏହା ଆପଣଙ୍କୁ ସାରା ଜୀବନ ମାନେ ରହିବ । ଭଲ ଭଲ ଅଧିକାରୀ ମାନଙ୍କ ସହ ଆପଣ ଚିହ୍ନା ହେବେ ଯେଉଁ ମାନେ ଆଗକୁ ଯାଇକି ଆପଣଙ୍କ କାମରେ ଆସି ପାରନ୍ତି ।

କିଛି ନୂଆ ସମ୍ପତ୍ତି କମେଇବାର ଯୋଗ ଅମଧ୍ୟ ଦେଖା ଅଯାଉଛି ତେବେ ଏହା ଆପଣଙ୍କ ଉପରେ ନିର୍ଭର କରିବ କି ଏହା ଆପଣ ନେବା ପାଇଁ ଚାହିଁବେ କି ନାଇ । ପ୍ରେମ ସମ୍ପର୍କ ରେ କିଛି କ୍ଷତି ହହେବନି କିନ୍ତୁ ମନ ମନାନ୍ତର ହେବାର ସମ୍ଭାବନା ଖୁବ ଅଧିକା ଅଛି । ଆପଣମାନେ ନିଜ ବାପା ମା ଅଙ୍କ ସହ ଏହି ସ୍ମାୟରେ କିଛି ଭଲ ସମୟ ବିତାଇବେ ।

ଗୁରୁଜନ ମାନଙ୍କ ଆଶୀର୍ବାଦ ଆପଣଙ୍କ ସହ ରହିବା ହେତୁ ଆପଣ ଚାହୁଁ ଥିବା ବସ୍ତୁ କିମ୍ବା ମଣିଷ ଆପଣଙ୍କୁ ନିଶ୍ଚିତ ଭାବେ ମିଳିଯିବ । ବହୁତ ଦିନ ପରେ ଆପଣ କିଛି ସମୟ ପାଇଁ ଚିନ୍ତା ମୁକ୍ତ ହୋଇ ପାରିବେ ଏହି ମାସରେ ଆପଣ ଲାଭ ଅଧିକା ପାଇବେ ଓ କ୍ଷତି କିଛି ମାତ୍ରାରେ ହେବା କଥା ହେବ । ଆପଣ ଭଗବାନ ଙ୍କ ଉପରେ ଭରଷା ଅରଖିକି ନିଜ କାମ କରି ଚାଲନ୍ତୁ ଦେଖିବେ ସବୁ ମଙ୍ଗଳମୟ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button