ଜ୍ୟୋତିଷ

ବିବାହ ପୂର୍ବରୁ ସଂଭୋଗ, କଣ କୁହେ ଆମ ଧର୍ମ ଶାସ୍ତ୍ର ? ଦେଖନ୍ତୁ…. Garuda Purana

ଆପଣ ମାନେ ବିବାହ କୁ ନେଇକି ଅନେକ ପ୍ରକାର ମତ ଦେଖିଥିବେ କିନ୍ତୁ ଆପଣ ଏହା ଜାଣି ନଥିବେ କି ଏହା କିଭଳି ଓ କେଉଁ ଭଳି ହୋଇଥାଏ । ଆଜି କାଲୀ ସବୁ ମହିଳା ପୁରୁଷ ମାନେ ବିବାହ ଆଗରୁ ଶାରୀରିକ ସମ୍ପର୍କ ରଖହିବା ପାଇଁ ଭଲ ପାଉଛନ୍ତି କିନ୍ତୁ ଏହା ଆମ ଧର୍ମ ଗ୍ରନ୍ଥ ଅନୁସାରେ ଦେଖିବା ପାଇଁ ଗଲେ ପାପ ବୋଲି କୁହାଯାଏ । ଆଗରୁ ଅନେକ ସ୍ତ୍ରୀ ମାନେ ବିବାହ ଆଗରୁ ଶାରୀରିକ ସମ୍ପର୍କ ରଖୀ ଛନ୍ତି ଯାହା ଦ୍ଵାରା ସେମାନେ ଖରାପ ହୋଇ ନାହାଁନ୍ତି କହହିବାର ମାନେ ହେଉଛି କି କିଛି ଲୋକମାନେ ଏହାର ଖରାପ ମାନେ ବାହାର କରୁଛନ୍ତି ।

ଯେଉଁ ମାନେ ଆଗରୁ ନିଜ ପସନ୍ଦର ପୁରୁଷଙ୍କ ସହ ବିବାହ କରୁଥିଲେ ସେମାନେ ଗନ୍ଧର୍ବ ବିବାହ କରୁଥିଲେ ବୋଲି କୁହାଯାଏ । କିଛି ମହିଳା ମାନେ ଏହା କରୁଥିଲେ । କିନ୍ତୁ ଆଜି କାଲୀ ଯେଉଁ ଭଳି ଏକ ରୁ ଅଧିକ ଲୋକଙ୍କ ସହ ସମ୍ପର୍କ ରଖିବା ପାଇଁ ସେମାନେ ଚେଷ୍ଟା କରୁଛନ୍ତି ତାହା ପାଇଁ ସେମାନେ ଏହା ଜାଣି ନାହାଣନ୍ତି କି ଏହା କେତେ ଖରାପ ହୋଇ ଥାଏ । ଯେଉଁ ଭଳି ଆପଣ ମାନେ ନିଜ ମନରେ ଅନେକ କଥାକୁ ରଖି ଥାନ୍ତି ଆମ ମସ୍ତିସ୍କ ସବୁ କିଛି କୁ ନିଜ ମୁଣ୍ଡରେ ରଖି ଥାଏ

କିନ୍ତୁ ସେମାନେ କିଛି ଖରାପ ଅନୁଭୂତି କୁ ମନରେ ରଖିବା ସହ କିଛି ଭଲ ଅନୁଭୂତି କୁ ମାଧ୍ୟ ମନରେ ରଖି ଥାନ୍ତି ସେହି ଭଳି ଆମ ଶରୀର ଯାହାକୁ ଥରେ ଛୁଇଁ ଥାଏ କିମ୍ବା କାହା ସହ ଯଦି ସଂପୂର୍ଣ୍ଣ ରୂପେ ମିସିକି ଥାଏ ତେବେ ଏହା ଶରୀର ସ୍ମୃତି ରେ ରଖି ଥାଏ । ଆପଣ ମାନେ ଜଣାଇକି ଆଶ୍ଚର୍ଯ୍ୟ ହେବେ କି ଯେଉଁ ମାନେ ଏହି ଭଳି କାମ କରିଥାନ୍ତି ସେମାନଙ୍କ ଶରୀରୀ ରେ ଅନେକ ପ୍ରକାର ଊର୍ଜା ପ୍ରଭାବିତ ହୋଇ ଥାଏ । ଆଗକାଳରେ ଏହି ସବୁକୁ ଅଟକାଇବା ପାଇଁ ବିବାହ ପ୍ରଥା ଆରମ୍ଭ ହୋଇଥିଲା ।

ଆଗକାଳରେ ପିଶାଚ ଓ ରାଖଶ ବିବାହ ମଧ୍ୟ ଥିଲା । ଯାହା ଦ୍ଵାରା ସେମାନେ ଅଲଗା ପରକାର ବିବାହ କରୁଥିଲେ ରାକ୍ଷାଶ ବିବାହ ଅନୁସାରେ ପରିବାର ଲୋକଙ୍କ ମତ ଅନୁମତି ନ ନେଇ ଜବାର ଦସ୍ତି ଯଦି କାହାକୁ ପତ୍ନୀ କରାଇବା ପାଇଁ ବାଧ୍ୟ କରାଯାଏ ଏହାକୁ ରାକ୍ଷାଶ ବିବାହ କୁହାଯାଏ । ଯଦି ଅଚେତନ ଅବସ୍ଥାରେ କେହି ଏକ ମହିଳାକୁ ନିଜ ସ୍ତ୍ରୀ କରିବା ପାଇଁ ଉଦ୍ୟମ କରିଥାଏ ତାକୁ ପିଶାଚ ବିବାହ କୁହାଯାଏ ।

କୂହାଯାଏ କି ଯେଉଁ ମାନେ ନିଜ ଗୋତ୍ରର ନାରୀ ମାନଙ୍କ ସହ ଖରାପ ବ୍ୟବହାର କରିଥାନ୍ତି ସେମାନେ ଗଧ ଜନ୍ମ ନେଇଥାନ୍ତି । ଏହା ସହ ଏହା ମଧ୍ୟ କୁହାଯାଏ କି ଯେଉଁ ମାନେ ପର ସ୍ତ୍ରୀ କୁ ନିଜ ଖୁଶି ପାଇଁ ବ୍ୟବହାର କରି ନୟାକାହାକୁ ବିବାହ କରିଥାନ୍ତି ସେମାନେ ହେଟା ବାଘ ହୋଇ ଜନ୍ମ ହୋଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button