ଜ୍ୟୋତିଷ

ଆଜି ଠାରୁ ପୁରା 10 ବର୍ଷ ପର୍ଯ୍ୟନ୍ତ ଏହି 1 ରାଶି ଉପରେ ଧନ ଲୁଟାଇବେ ଶନିଦେବ, ହେବେ କୋଟିପତି

ଭଗବାନ ସୂର୍ଯ୍ୟ ଙ୍କ ପୁତ୍ର କୁ ଶନି ଦେବ କୁହାଯାଏ ସେ ହେଉଛନ୍ତି ନ୍ୟାୟ ର ଦେବତା ସେ ଯାହାଭି କରୁଛନ୍ତି କିମ୍ବା ଯାହାକୁ ଯେଉଁ ରୂପେ ଫଳ ଦେଉ ଛନ୍ତି ଏହା ତାଙ୍କ ନିଜ ଚଳନ ଉପରେ ନିର୍ଭର କରି ଥାଏ । ଆଜି ଆମେ ଆଖିବା ପାଇଁ ଜୀବ କି ଭଗବାନ ସହନୀୟ ଦେବ ନିଜ ଚଳନ ସବୁ ବେଳେ ବଦଲାଉ ଥାନ୍ତି ନିଜ କାମ ହିସାବରେ । ଆପଣ ମାନେ ଯଦି ଜାଣି ଥିବେ ତ ଆମେ କହିବା ପାଇଁ ଚାହିଁ ବୁ କି ଏହା ପାଇଁ କିଛି ରାଶି ମାନେ ଖରାପ ପରିଣାମ ପାଇ ଥାନ୍ତି ଓ କିଛି ରାଶି ମାନେ ଭଲ ପରିଣାମ ପାଇ ଥାନ୍ତି ।

ଯାହା ପାଇଁ କିଛି ଲୋକମାନେ ଭଗବାନ ଶନି ଦେବଙ୍କୁ ଡଋ ଥାନ୍ତି । ଆପଣଙ୍କ ଉପରେ ଯଦି ଭଗବାନ ଙ୍କ ବକ୍ରିୟ ଦ୍ରୁଷ୍ଟି ପଡିବା ପାଇଁ ଯାଉଛି ତେବେ ଏହା ଖରାପ ଅଟେ । ଆପଣ ମାନେ ଜାଣି ଥିବେ କି ଏହା ଖରାପ ପ୍ରଭାବ ପଡେ ଯାହା ଉପରେ ଏହାର ବକ୍ରିୟ ପ୍ରଭାବ ପଡି ଥାଏ । କିନ୍ତୁ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏବେ ଏକ ରାଶି ପାଇଁ ଏହା ଭଲ ଭଲ ପରିଣାମ ହୋଇ ଆସିଛି ଯାହା ଦ୍ଵାରା ଏମାନେ ଏବେ ଖୁବ ଭଲ ସମୟ ପାଇବେ ଭଗବାନ ଶନି ଦେବଙ୍କ କୃପାରୁ । ଆପଣଙ୍କ କର୍ମ କ୍ଷେତ୍ରରେ ଆପଣ ବୁଝି ସୁଝି କାମ କରିବେ ଏହା ସହ ଆପଣ ନିଜ ଜୀବନ ସାଥିର ଚିନ୍ତା ଧାରାକୁ ନେଇ ନିଜକୁ ଧନ୍ଯ ମାନେ କରିବେ କେବଳ ସେତିକି ନୁହେଁ ଆପଣ ନୂଆ ବାହାନ କିଣିବାର ଯୋଗ ମଧ୍ୟ ଅଛି ।

ଆପଣ ପରିବାର ରେ ଥିବା ସମ୍ମାନ କୁ ଦେଖିକି ଯାହା ଭି କାମ କରିବେ ଏହା ଏପାଇଁ ଆପଣ ନିଜ କୁ ପ୍ରଶଂସିତ ହେବାର ଦେଖିବେ । ବ୍ୟାପାର ଓ ଚାକିରି ରେ ଆପଣ ଫାଇଆଦା ମିଳିବ । ସାଙ୍ଗ ମାନଙ୍କ ସହ ଆପଣଙ୍କ ସମ୍ପର୍କ ଖୁବ ଭଲ ହେବା ପାଇଁ ଯାଉଛି । ଆପଣ ପଇସା ଯେଉଁ ହଜାଗାରେ ଭି ଲଗାଇବେ ସେହି ଜାଗାରେ ଆପଣ ଫାଇଆଦା ପାଇବେ । ଆପଣ ନିଜ ସହ ଯଦି ଆଉ କାହାର ଭଲ କରିବେ ତେବେ ଆପଣ ଆହୁରି ଭଲ ପରିଣାମ ପାଇବେ କାରଣ ହେଉଛି କି ଭଗବାନ ଶନି ଦେବ ତାଙ୍କ ଉପରେ ପ୍ରସନ୍ନ ହୋଇ ଥାନ୍ତି ।

ଏହା ସହ ଆର୍ଥିକ ସମସ୍ଯା ଆପଣ ଙ୍କ ଭଲ ହୋଇଯିବ । ଆପଣଙ୍କ ସନ୍ତାନ ମାନଙ୍କ ସହ ସମ୍ପର୍କ ଖୁବ ଭଲ ରହିବ । ଆପଣ କିଛି ଭଲ କମ କରିବେ । ଏହି ରାଶି ହେଉଛି କୁମ୍ଭ ରାଶି – ଏହି ରାଶିର ଲୋକମାନେ ଖୁବ ବୁଦ୍ଧି ମାନ ଅଟନ୍ତି କେବଳ ସେତିକି ନୁହେଁ ଏମାନେ ସବୁ ବେଳେ ସାଙ୍ଗ ସାଥି କରିବା ପାଇଁ ଭଲ ପାଇଁ ଥାନ୍ତି କିନ୍ତୁ ଏମାନେ ଜିଦିଆ ସ୍ଵଭାବର ହୋଇ ଥାନ୍ତି ବେଳେ ବେଳେ ଏମାନଙ୍କ ସ୍ଵପ୍ନ ଏମାନଙ୍କ ଲକ୍ଷ ହୋଇ ଯାଇ ଥାଏ । ଆପଣଙ୍କ ର ହିନ ସ୍ଵାମୀ ହେଉଛନ୍ତି ଭଗବାନ ଶନି ଦେବ ଓ ସେ ଏବେ ଆପଣଙ୍କ ଉପରେ ନିଜର କୃପା ପକାଇବା ପାଇଁ ଯାଉଛନ୍ତି ତେବେ ଆପଣଙ୍କ ର ଭଲ ସମୟ ଆସିବା ପାଇଁ ଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button