ଆସନ୍ତା ବୁଧବାର ସକାଳୁ ହଟାତ ଚମକି ଉଠିବ ଏହି ରାଶିର ଭାଗ୍ୟ, ମିଳିବ ବଡ ଖୁସି ଖବର

ଏବେ ଦୀପାବଳି ପରେ ସବୁ ଆଡେ ଏକ ଅଲଗା ପ୍ରକାର ପରିସ୍ଥିତି ଥାଏ । ଆଜି ଆମେ କହିବା କି ଆମେ କେଉଁ ଭଳି କାମ କରିବା ଏବେ ସେହି ଅନୁସାରେ ଫଳ ପାଇବା । ଏବେ ଆସି ଥିବା ଅମାବାସ୍ୟା ର ଖୁବ ମହତ୍ଵ ମାନ ଅଛି ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯାହା ଭି କରୁଛେ କିମ୍ବା ଆମେ ଯାହାଭି ମାଣିଛେ ଏହାର ପଛରେ କିଛି ମହତ୍ଵ ମାନ ଅଛି । ଆମେ ଆଜି ଆପଣ ମାନଙ୍କୁ କହିବା କି ଆମେ 12 ଟି ରାଶି ମାନଙ୍କ ଭାଗ୍ୟ ଅଲଗା ଲଗା ପ୍ରକାର ହୋଇ ଥାଏ କିନ୍ତୁ ଯଦି ଆପଣ ମାନେ ଏହାକୁ ଦେଖିବେ ବେଳେ ବେଳେ କିଛି ସମୟରେ ଏହାର ପରିଣାମ ସମାନ ଭାବେ ଭୋଗ କରିବା ପାଇଁ ପଡି ଥାଏ ।
ଏହି ମାସର 20 ତାରିଖ ପରେ ଖୋଲିବା ଏମାନଙ୍କ ଭାଗ୍ୟ । ଆଜି ଆମେ ଆପଣଙ୍କୁ କହିବା କି କେଉଁ ରାଶି ଙ୍କ ଉପରେ ଏବେ ମା ଲକ୍ଷ୍ମୀ ଙ୍କ କୃପା ହେବ ଓ କେଉଁ ମାନେ ଏବେ ଭଲ ପରିଣାମ ପାଇବେ । ଆଜି ଯେଉଁ ମାନେ ଭିକାରି ଅଛନ୍ତି ସେମାନେ ଏବେ ଖୁବ ଧନ ବାନ ହେବେ । ଏହା ସହ ଏମାନେ ଏବେ ନିଜ ଭାଗ୍ୟ ନିଜେ ହିନ ଲେକଖିବେ ।
ଯେଉଁ ମାନେ କିଛି ନୂଆ ଜାଗାକୁ କିମ୍ବା ଆକିଛି ନୂଆ କାମ କରିବା ଅଭଳି କାମ କରୁଥିବେ ସେମାନଙ୍କ ସମୟ ଖୁବ ଅଛି । ବିଦ୍ୟାର୍ଥୀ ମାନେ ନିଜ ପାଠ ପଢା ଓ ପରିଶ୍ରମ କୁ ନେଇ ଭଲ ପରିଣାମ ପାଇବେ । ଆପଣ ନିଜ ସମୟ କୁ ଆହୁରି ଭଲ କରିବା ପାଇଁ ଭଗବାନ ଶିବ ଙ୍କ ପାଖରେ କ୍ଷୀର ଅର୍ପଣ କରନ୍ତୁ ଦେଖିବେ ଭଲ ପରିଣାମ ପାଇବେ ।
ଏହା ସହ ଏଥିରେ ଆପଣ କିଛି ଅପଳ ପରିମାଣ ର ମହୁ ଓ ଘିଅ ମିଶାଇ ଅର୍ପଣ କଲେ ଏହା ଆହୁରି ଭଲ ପରିଣାମ ଦେବ । ଏହା ଅସହ ଆପଣ ଯଦି ନିଜର କିଛି ମାନଶୀକ ରଖୀ ଛନ୍ତି ଓ ଏହା କିଛି ଭି ଅସୁବିଧା ରୁ ପୂରଣ ହୋଇ ପାରୁ ନଥିଲା ବୋଲି ଆପଣଙ୍କୁ ଲାଗୁଛି ତେବେ ଆପଣ ଏହାକୁ ଦେଖି କାମ କରି ପାରିବେ । ଆପଣ ମାନେ ଜାଣି ଛନ୍ତି କି ଯଦି ଲୋକ ମାନେ ନିଜ କାମରେ ଧ୍ୟାନ ନ ଦେବେ ତେବେ ଏହା କେତେ ଖରାପ ହୋଇ ଥାଏ ଆପଣ ଯଦି ସମୟ ଭଲ ଅଛି ବୋଲି ଭାବି ନିଜ କାମ ଛାଡି ଦେବେ ଏହା ଭଲ ନୁହେଁ ।
ଆପଣ ମାନେ କାହାକୁ ଆର୍ଥିକ ସାହାଜ୍ଯ କରିବେ । ଘର ତିଆରି କରିବା କିମ୍ବା କିଛି ମାଙ୍ଗଳିକ କାମ କରିବା ଭଳି ଯୋଗ ମଧ୍ୟ ଅଛି । ଆପଣ ଆଉ କାହାକୁ ନିଜ କଥା ସହଜରେ କହି ଦେଇ ଥାନ୍ତି କିନ୍ତୁ ଆପଣ ଏହା ଆପଣଙ୍କ ପାଇଁ ସମୟ ଆସିଲେ ଖୁବ ବିପଦ ଆଣି ଦେବ । ଆମେ ଆଜି ଆପଣଙ୍କୁ କହିବା କି ଆପଣ ମାନେ ଯାହାଭି କରିବେ ନିଜ ପରିବାର ପାଇଁ କିମ୍ବା ସମାଜ ପାଇଁ ଏହା ଦ୍ଵାରା ଆପଣଙ୍କୁ ସମ୍ମାନ ଖୁଶି ଓ ଖୁବ ଭଲ ପରିଣାମ ମିଳିବ । ତେବେ ଏହି ଭାଗ୍ଯବାନ ରାଶି ମାନେ ହେଲେ ତୁଳା ରାଶି, ସିଂହ ରାଶି, କନ୍ୟା ରାଶି, ମେଶ ରାଶି, କୁମ୍ଭ ରାଶି ।