ଜ୍ୟୋତିଷ

ଏହି ରାଶି ସ୍ତ୍ରୀ ଲୋକ ମାନଙ୍କର ପ୍ରଥମେ 3ଟି ଝିଅ ହେଇଥାଏ

ଆମେ ଜାଣିଛେ କି ଆମ ଜୀବନର ଏକ ରାସ୍ତା ଭଳି ଥାଏ ପ୍ରଥମେ ଆମେ ଜନ୍ମ ହୋଇ ଥାଉ ଏହା ପରେ ଆମେ ବଡ ହୋଇ ଥାଉ ବାଲ୍ୟ ଅବସ୍ଥା ରେ ପହଞ୍ଚି ଥାଉ ଏହା ପରେ ଆମେ । ଆଉ ଏକ କାମ କରି ଥାଉ କି ଆମେ ଯେତେବେଳେ ବଡ ହୋଇ ଥାଉ ଆମ ଘରକୁ ବିବାହ କରି ବହୁ ଆଣି ଥାଉ ଏହା ଭାବିକି ଆମ ଘରକୁ ସେ ଯୋଡି କରି ରଖୀ ଥାଏ । ଯଦି ଭାଗ୍ୟ ଭଲ ଥାଏ ସେହି ଭଳି କନ୍ୟା ମଧ୍ୟ ମିଳି ଥାଏ ଆମ ମାନଙ୍କୁ କିନ୍ତୁ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଏବେ କାର ବହୁ ମାନାଙ୍କ କଥା ସେହି ଭାବେ କହି ପାରିବା ନି ।

ଆଗକାଳରେ ଥିବା ଲୋକମାନେ ଯେଉଁ ବହୁ ଖୋଜୁ ଥିଲେ ସୁଶୀଲ ହୋଇଥିବା ଘର କାମ ଜାଣି ଥିବା ସର୍ବ ଗୁଣ ସମ୍ପର୍ଣ୍ଣ ହୋଇଥିବ । ଆପଣ ମାନେ ଜାଣି ଥିବେ କି ଯଦି ଭଗବାନ ଙ୍କ ଦୟା ରହିବ ତେବେ ଆପଣ ଭଲ ରେ କାମ କରି ପାରିବେ । ଏବେ ଆମେ କହିବା ପାଇଁ ଯାଉଛୁ କି କିହଚି ମହିଳା ମାନେ ଏହା ସବୁ ମାନିକି ଚାଲି ଥାନ୍ତି । କିନ୍ତୁ କିଛି ମହିଳା ମାନେ ଏହାକୁ ମାନି ଚାଲି ନଥାନ୍ତି । ଆଜି ଆମେ କହିବା ପାଇଁ ଯାଉଛୁ କି ଆମ ପରିବାର ରେ କିଛି ଖରାପ ଗୁଣ ମଧ୍ୟ ଥାଏ ତାହା ହେଉଛି । ତାଙ୍କୁ ଏକ ପୁତ୍ର ଦରକାର ହୋଇ ଥାଏ ।

ଆଜି ଆମେ କହିବା ପାଇଁ ଯାଉଛୁ କି ଏହି ଭଳି ଭାବନା ଆପଣ ରଖିଲେ ମଧ୍ୟ ଏହା ସବୁ ଙ୍କୁ ମିଳି ନ ଥାଏ କିଛି ମହହିଲା ମାନେ ଆଗ କନ୍ୟା ଜନ୍ମ କରି ଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି କିଛି ରାଶିର ମହିଳା ମାନେ ଭଲ ହୋଇ ଥାନ୍ତି ଓ ଏମାନେ ଆଗଗା କନ୍ୟା ମାନେ ଲକ୍ଷ୍ମୀ ଙ୍କ ଜନ୍ମ କରାଇ ଥାନ୍ତି । ତେବେ ଆସନ୍ତୁ ଜାଣିବା କି ଏହି ରାଶି ଗୁଡିକ କଣ କଣ ଅଟେ । ପ୍ରଥମ ରାଶି ହେଉଛି କନ୍ୟା ରାଶି – ଏମାନେ ଖୁବ ଭଲ ହୋଇ ଥାନ୍ତି ମା ଲକ୍ଷ୍ମୀ ଙ୍କ ପାଦ ପଡି ଥାଏ ଏମାନଙ୍କ ସହ । ଏମାନେ ବାହା ହୋଇବା ପରେ ଘରେ ଉର୍ଣ୍ଣାତ୍ତି ହୋଇ ଥାଏ ।

ଏମାନଙ୍କ ପୁତ୍ର ସନ୍ତାନ ଝିଅ ହୋଇ ସାରିଲା ପରେ ହୋଇ ଥାଏ । କୁମ୍ଭ ରାଶି – ଏମାନେ ମଧ୍ୟ ସ୍ଵଭାବ ରେ ଭଲ ହୋଇ ଥାନ୍ତି ଏହା ସହ ସ୍ଵାମୀ କୁ ସାହାଜ୍ଜ୍ୟା କରିବା ସହ ସାସୁ ଶଶୁର ଙ୍କୁ ସାହାଜ୍ଯ ଅମଧ୍ୟ କରି ଥାନ୍ତି । ଏମାନେ ମଧ୍ୟ 3 ଟି କନ୍ୟା ସନ୍ତାନ ଜନ୍ମ କରିବା ପରେ ପୁତ୍ର କୁ ଜନ୍ମ ଦେଇ ଥାନ୍ତି କିନ୍ତୁ ଏମାନେ ଭଲ ଅଟନ୍ତି । ମକର ରାଶି – ଏମାନଙ୍କ ବ୍ୟବହାର ଖୁବ ଭଲ ଘରେ ଏମାନେ ଆସିଲେ ସବୁ ବେଳେ ହସ ଖୁଶି ଭାରି ହୋଇ ରହି ଥାଏ । ଏମାନଙ୍କ ସାସୁ ଶଶୁର ମାନେ ଏମାନଙ୍କୁ ଖୁବ ଭଲ ପାନ୍ତି ଏମାନଙ୍କ ର ମଧ୍ୟ ଆଗ ପୁଅ ହୋଇ ନଥାଏ । ମିଥୁନ ରାଶି – ଏମାନେ ସବୁବବେଳେ ସହ ମୁହଁ ରେ ଥାନ୍ତି । ଏମାନେ ସବୁଙ୍କୁ ସାହାଜ୍ଯ କରି ଥାନ୍ତି । କିନ୍ତୁ ଏମାନଙ୍କ ଆଗ ପୁତ୍ର ହୋଇ ନଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button