ଜ୍ୟୋତିଷ

ମଙ୍ଗଳ ବାର ଦିନ ସ୍ତ୍ରୀଲୋକ ମାନେ କରନ୍ତୁ ଏହି ଛୋଟ କାମକ, ସ୍ଵାମୀଙ୍କ ଭାଗ୍ୟ ବଦଳିବ

ଆମେ ଜାଣିଛେ କି ମଙ୍ଗଲ ବାର କୁ ହନୁମାନ ଜି ଙ୍କ ବାର ଏହି ଦିନ ପୂଜା କ୍ରୁ ଥିବା ଲୋକଙ୍କ ଉପରେ ଭଗବାନ ପ୍ରସନ୍ନ ରୁହନ୍ତି । ଆପଣ ଭି ଯଦି ମନଗଳ ବାର ଦିନ ଉପାଶ କରିବେ ତେବେ ଭଗବାନ ଙ୍କ କୃପା ଆପଣଙ୍କ ଉପରେ ରହି ଥିବ । କୁହାଯାଏ କି ହନୁମାନ ଜି ଆଜି ଯାଏ ଭି ଆମର ହୋଇ ରହିଛନ୍ତି କାରଣ ହେଉଛି କି ଭଗବାନ ହନୁମାନ ଜି ଙ୍କୁ ରାମ ଚନ୍ଦ୍ର ଏକ ଦାଇତ୍ଵ ଦେଇ ଯାଇ ଥିଲେ ଓ କହି ଥିଲେ କି ତୁମେ ଆଜି ଯାଏ ଯାହା ଭି କରିଛ ଏହା ଜୁଗ ଯୁଗ କୁ ଆମର ରହିବ ।

ଏହା ସହ ଏହା ମଧ୍ୟ କହିଥିଲେ କି ତୁମେ କଳି ଯୁଗର ସେସହ ହେବା ଯାଏ ଏହି ଠାରେ ରହିବ ତୁମେ ଚିରଞ୍ଜିବୀ ହୋଇ ରହିବ । କିଛି ଲୋକମାନେ ଏହାକୁ ମାନିବା ପାଇଁ ପ୍ରସ୍ତୁତ ହୋଇ ନଥାନ୍ତି ଓ କିଛି ଲୋକମାନେ ଏହାକୁ ମାନି ଥାନ୍ତି । କିନ୍ତୁ କହିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏହା ସତ ବୋଲି କିଛି ଘଟନା ଆରୁ ଏହା ପ୍ରମାଣିତ ହୋଇ ରହିଛି । ଆଜି ଆମେ କହୁ ଥିବା କଥା ଅନୁସାରେ କିଛି ଲୋକମାନେ ହନୁମାନ ଜି ଙ୍କୁ ହିମାଳୟ ରେ ଦେଖି ଛନ୍ତି ତ କିଛି ଲୋକମାନେ ଏହାଙ୍କୁ ଶ୍ରୀ ଲଙ୍କାର କେଉଁ ଆଦିବାଶି ମାନଙ୍କ ପ୍ପାଖରେ ଦେଖି ଛନ୍ତି ସେହି ଜଙ୍ଗଲ ବାଟରେ ଏହା ମଧ୍ୟ ଦେଖା ଯାଇଛି କି ହନୁମାନ ଜି ଏନକେ ପଦ ର ଚିହ୍ନ ମଧ୍ୟ ଅଛି ।

ଅନେକ ଲୋକମାନେ ଏହାକୁ ସତ ମାନି ନଥାନ୍ତି ଓ ଏହା ପାଇଁ ଅନେକ କଷ୍ଟ ପାଇ ଥାନ୍ତି । ହନୁମାନ ଜି ସେମାନାଙ୍କ ଖରାପ କରି ନଥାନ୍ତି ଦୁଷ୍ଟ ଶକ୍ତି ମାନେ ଆଖ ପାଖରେ ଯେଉଁ ମାନେ ଥାନ୍ତି ସେମାନେ ଏହା କରି ଥାନ୍ତି କାରଣ ହେଉଛି ହନୁମାନ ଜି ଙ୍କୁ ଡରିକି କେହି ଏହି ଜାଗାକୁ ଆସି ନଥାନ୍ତି କିନ୍ତୁ ହନୁମାନ ଜି ଙ୍କୁ ନ ମାନିବା ଦ୍ଵାରା ଏହି ସବୁ ଖରାପ ଶକ୍ତି ଆମ ଉପରେ ହାବି ହୋଇ ଯାଇ ଥାନ୍ତି । ସେ ହେଉଛନ୍ତି ଏକ ବ୍ରମ୍ହାଚାରୀ । ସେ ବିବାହ କରି ନାହାଁନ୍ତି । ଆପଣ ଯଦି ମଙ୍ଗଳ ବାର ଦିନ ଆପଣ ମାନେ ଯଦି ଭଗବାନ ଙ୍କୁ ଚଢା ଯାଇ ଥିବା ଭୋଗ କୁ ପାଇବା ଅପରେ ଏହାକୁ ଗରିବ ମାନଙ୍କୁ ବାନ୍ତି ଦେବେ ତେବେ ଏହା ଭଲ ହୋଇ ଥାଏ ।

ଏହା ସହ ଆପଣ ଙ୍କ ସମସ୍ୟା ଯଦି ସରିବାର ନାମ ନେଉନି ତେବେ ଆପଣ ଏକ କାମ କରି ଅପରିବେ କି ଆପଣ ହନୁମାନ ଜି ନାକ ମଠାରୁ ସିନ୍ଦୁର କୁ ନିଜ ଡାହାଣ ହାତର ମାଝି ଆଙ୍ଗୁଳି ରେ ଆଣି ତାକୁ ସୀତା ମାତା ଙ୍କ ପାଦ ତଳେ ଦେବେ ତେବେ ଦେଖିବେ ସବୁ କଷ୍ଟ ଦୂର ହୋଇଯିବ । ସ୍ତ୍ରୀ ଲୋକମାନଙ୍କ ଉପରେ କିଛି ଅସୁବିଧା ଅଛି ତେବେ ଆପଣ ମଙ୍ଗଲ ବା ଦିନ ସଂଧାୟରେ 5 ଟି ଦୀପ ଲଗାଇ ଆପଣ ଯେଉଁ ଜାଗାରେ ଇଚ୍ଛା ସେହି ଜାଗାରେ ରଖନ୍ତୁ କାରଣ ଦୀପର ମୁହଁ ଉତ୍ତର ଦିଗକୁ କରି ରଖନ୍ତୁ ଏହା ପରେ ଏହାର ବଳି ଥିବା ଦୀପ କୁ ଆପଣ ତାଙ୍କ ଦେହରେ ଲଗାନ୍ତୁ ସବୁ ଧାନର ସମସ୍ୟା ମାନ ଦୂର ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button