ଜ୍ୟୋତିଷ

ଏହି ସ୍ଥାନରେ କଳାଜାଇ ଥିଲେ ବୈବାହିକ ଜୀବନ ହୋଇଥାଏ ବହୁତ ରୋମାଣ୍ଟିକ

ଆମ ଶାସ୍ତ୍ର ଅନୁସାରେ କୁହା ଯାଇଛି ଯେ ଆମ ଦେହରେ ଏହି ଭଳି କିଛି ଚିହ୍ନ ଥାଏ ଯାହା ଶୁଭ ହୋଇ ଥାଏ । ଆମେ ଜାଣିଛେ କି ଆମର ଶରୀର ରେ ଥିବା ଚିହ୍ନ ବିଷୟରେ ସମୁଦ୍ର ଶାସ୍ତ୍ର ରେ କୁହାଯାଇଛି । ଆଜି ଆମେ କହିବା କି ଆମେ କେଉଁ କାମ କରିବା କଥା କିମ୍ବା କେଉଁ କାମ କରିବା କଥା ନୁହେଁ । ସାଧାରଣ ଜୀବନ ରେ ଲୋକମାନେ ମହିଳା ମାନଙ୍କ ଶରୀର ଗଠନ କୁ ଅଧିକ ଦେଖି ଥାନ୍ତି ସେମାନେ କୁହନ୍ତି କି ଯେଉଁ ଭଳି ମହିଳା ମାନେ ଯେଉଁ ଭଳି ଅଙ୍ଗ ପାଇଁ ଥାଆନ୍ତି ସେହି ଭଳି ସ୍ଵଭାଵ ହୋଇ ଥାଏ ତାଙ୍କର ।

ଆଜି ଆମେ କହିବୁ କି କଳାଯାଇ କେଉଁ ଜାଗାରେ ଥିଲେ ଏହା ଶୁଭ ହୋଇ ଥାଏ । ସ୍ୱାମୀ ସ୍ତ୍ରୀ ମାନେ ବିବାହ ପରେ ପରସ୍ପରକୁ ବୁଝିବା ଦରକାର । ଏହା ନହେଲେ ଏହା ଖୁବ ଖରାପ ହୋଇ ଥାଏ ସ-ମ୍ପ-ର୍କରେ ଫା-ଟ ହୋଇ ଯାଇ ଥାଏ । ଆପଣ ମାନେ ଜାଣି ଥିବେ କି ବିବାହ ବେଳେ କିଛି କଥା ସ୍ୱାମୀ ସ୍ତ୍ରୀ କୁ ସ୍ତ୍ରୀ ସ୍ୱାମୀ କୁ କଥା ଦେଇ ଥାଏ । ଆପଣ ମାନେ ଭି ଯଦି ବିବାହ ବେଳେ କାହାକୁ କଥା ଦେଇଛନ୍ତି ତେବେ ଆପଣ ଏହାକୁ ପାଳନ କରିବା ଦରକାର । ବେଳେ ବେଳେ ଏହି ଭଳି କିଛି ହୋଇ ଥାଏ ଆମ ସହ ଆମେ ଏହାକୁ କରିବା ପାଇଁ ସାମର୍ଥ୍ୟ ନ ଥାଉ ।

ଆଜି ଆମେ କହିବା କି ଆମେ ଯେଉଁ ଭି କାମ କରୁ କିମ୍ବା ଯାହା ପତିସ୍ଥିତି ଥାଉ କିଛି ମହିଳା କିମ୍ବା ପୁରୁଷ ମନେ ଏହାକୁ ଭଲ ଭାବେ ନିଭେଇ ଥାଆନ୍ତି । ଆମେ କହିବା ପାଇଁ ଯାଉଥିବା ମହିଳା ମାନେ ଦେଖିବାକୁ ସୁନ୍ଦରି ହେବା ସହ ଏମାନେ ଖୁବ ଭଲ ମଧ୍ୟ ଅଟନ୍ତି ଏମାନେ ନିଜ ସ୍ୱାମୀ ପ୍ରତି ଖୁବ ରୋମାଣ୍ଟିକ ଥାନ୍ତି । ପ୍ରଥମ ହେଉଚ୍ଜି ନାକରେ ଥିବା କଳାଯାଇ ର ମହିଳା ମାନେ ଓ ଏହା ସହ ବାମ ହସ୍ତରେ ଥିବା ମହିଳା ମାନେ ଓ ଆଖି ପରେ ଯଦି କଲାଯାଇ ଅଛି ଏହା ମଧ୍ୟ ଖୁବ ଶୁଭ ଅଟେ ଆମ ପାଇଁ ।

ଏହି ଭଳି ମହିଳା ମାନେ ନିଜ ଜୀବନ ସାଥି ଥରେ ବାଛି ନେଲେ ତାକୁ ଆଉ ଛାଡି ନଥାନ୍ତି । ଆପଣ ଜାଣିଥିବେ କି ଏହି ଭଳି ମହିଳା ମାନେ କାହାକୁ ନିଜ ର ଭଲ ପାଇବା ସେୟାର କରି ନାହାଁନ୍ତି । ଆପଣ ମାନେ ଯଦି ଏହି ଭଳି ମହିଳା ମାଙ୍କୁ ଦେଖି ଥିବେ କି ମହିଳା ମାନେ ବିବାହ ପରେ କେବଲ ନିଜ ସ୍ଵାମୀ କୁ ନୁହେଁ ନିଜ ସ୍ଵାମୀ ର ପରିବାର ର ଲୋକମାନଙ୍କ ସହ ଏମାନେ ଭଲ ସ-ମ୍ପ-ର୍କ ରଖୀ ଥାନ୍ତି । ଏମାନେ ଭଲ ପାଇବା ରେ ଅନ୍ଧ ହୋଇ ଯାଇ ନଥାନ୍ତି ଭଲ ପାଇ ଥାନ୍ତି କିନ୍ତୁ ନିଜ ବୁଦ୍ଧି ଦ୍ଵାରା ଏମାନେ ସବୁ ବେଳେ ନିଜ କୁ ଓ ପରିବାର କୁ ରକ୍ଷା କରି ଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button