ଜ୍ୟୋତିଷ

90 ବର୍ଷ ପରେ ଦେଖାଯିବ ଫାଲ୍ଗୁନ ପୂର୍ଣ୍ଣିମାର ଚାନ୍ଦ, ଏହି 4 ଟି ରାଶିରେ ଲାଗିବ ଲଟେରୀ

ବନ୍ଧୁଗଣ ହୋଲି ବହୁତ ପବିତ୍ର ପର୍ବ ଅଟେ ଆଉ ଏହି ଦିନ ସମସ୍ତେ ନିଜ ଘର ପରିବାର ସହ ସୁଖୀ ରୁହନ୍ତି । ହୋଲି ରଙ୍ଗର ପର୍ବ ହୋଇଥାଏ କିନ୍ତୁ ଏହାର ପୂର୍ବ ଦିନ ହୋଲିକା ଦହନ ହୋଇଥାଏ ଯାହା ବହୁତ ଆବଶ୍ୟକ ହୋଇଥାଏ । ଏହା ଅସତ୍ୟ ଉପରେ ସତ୍ୟର ବିଜୟର ଦିନ ବୋଲି କୁହାଯାଇଥାଏ । ତେବେ ଏହି ଦିନ ଲୋକ ନିଜ ନିଜ ସ୍ଥାନରେ କାଠ ଆଉ ଘାସ ଜଳାଇ ବିଶେଷ ପୂଜା କରନ୍ତି ଯାହା ଦ୍ଵାରା ତାଙ୍କ ମନ ଆଉ ଘରେ ରହିଥିବା ସବୁ ନକାରାତ୍ମକତା ଦୂର ହୋଇଥାଏ ଆଉ ସେ ନିଜ ଜୀବନରେ ବହୁତ ବହୁତ ସୁଖ ପାଇଥାନ୍ତି ।

ଶାସ୍ତ୍ର ଅନୁସାରେ ଏହି ଫାଲଗୁନ ପୂର୍ଣ୍ଣିମାରେ ଦେଖା ଯାଉଥିବା ଚାନ୍ଦ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ଏହା ସବୁଥର ଚାନ୍ଦ ଠାରୁ ଏହି ପୂର୍ଣ୍ଣିମାର ଚାନ୍ଦ ଖୁବ ବଡ ହୋଇଥାଏ । ଏହି ବର୍ଷ ୨୦୨୨ ରେ ହୋଲି ମାର୍ଚ୍ଚ ୧୭ ରେ ପଡ଼ିବାକୁ ଯାଉଛି । ତେବେ ଏହି ଫାଲଗୁନ ପୂର୍ଣ୍ଣିମାରେ କିଛି ଏପରି ସଂଯୋଗ ହେଉଛି ଯାହା ଫଳରେ ଏହି ୪ ଗୋଟି ରାଶି ମାନଙ୍କ ଭାଗ୍ୟ ଖୋଲିବାକୁ ଯାଉଅଛି । ତେବେ ଚାଲନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ ।

ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଖୁସିର ସମୟ ଆରମ୍ଭ ହେବାକୁ ଯାଉଛି । ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳ ହେବେ । ଆପଣଙ୍କ ଉପରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ବିଶେଷ କୃପା ରହିବାକୁ ଯାଉଛି । ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବାକୁ ଯାଉଛି । ପରିବାରରେ ଦେଖା ଦେଇଥିବା ସମସ୍ତ ସମସ୍ୟା ଦୂର ହେବ । ଆପଣ ଇଁଭେଷ୍ଟ କରିଥିବା ପଇସା ରେ ବହୁତ ଲାଭ ପାଇବେ ।

ଚାକିରୀରେ ପଦୋନ୍ନତି ମଧ୍ୟ ହୋଇପାରେ । ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀ ମାନଙ୍କ ସହଯୋଗ ମିଳିବ । ଆପଣଙ୍କ ଭାଗ୍ୟର କବାଟ ଖୋଲିବାକୁ ଯାଉଅଛି । ଏହି ରାଶି ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ବିଶେଷ କୃପା ରହିବାକୁ ଯାଉଛି । ଯାହା ଫଳରେ ଆପଣଙ୍କ ଜୀବନରେ ଧନର ଅଭାବ ରହିବ ନାହିଁ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଲାଭ କରିବେ । ବୈବାହିକ ଜୀବନରେ ଖୁସି ମିଳିବ ।

ଏହି ରାଶି ମାନଙ୍କ ଉପରେ ଭଗବାନ କୁବେର, ମାତା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀକୃଷ୍ଣ ଙ୍କ ଅପାର କୃପା ରହିବାକୁ ଯାଉଛି ଯାହା ଦ୍ଵାରା ଆପଣ ନିଜକୁ ବହୁତ ଶକ୍ତିଶାଳୀ ଅନୁଭବ କରିବେ । ଯେଉଁ ରାଶିଙ୍କ ବିଷୟରେ ଆମେ ଆପଣଙ୍କୁ କହୁଛୁ ସମାନେ ହେଉଛନ୍ତି ମେଷ, କନ୍ୟା, ବିଛା ଓ ତୁଳା ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button