ଜ୍ୟୋତିଷ

ଦୀର୍ଘ 500 ବର୍ଷ ପରେ ଦୁର୍ଲଭ ସଂଯୋଗ, ଦୀପାବଳୀ ଠାରୁ 5 ରାଶିରେ ଧନ ବର୍ଷା

ଏହି ଚାରି ରାଶି ମାନେ ହୋଇ ଥାନ୍ତି ଭାଗ୍ଯବାନ ଆପନ ମାନେ ତ ଜାଣି ଥିବେ କି କିଛି ରାଶି ମାନେ ଖୁବ ଭାଗ୍ଯବାନ ହୋଇ ଥାନ୍ତି ଏମାନଙ୍କୁ କଡା ରାଶି ବୋଲି କୁହା ଯାଏ ଅଯାହାର ଯାହା ହେଉ ପଛେ ଏମାନଙ୍କ ପାଇଁ ସବୁ ବେଳେ ଭଲ ହୋଇ ଥାଏ । ଏହି ରାଶିର ଲୋକମାନେ ଯଦି କିଛି ନୂଆ କାମ କରିବା ପାଇଁ ଇଚ୍ଛା କରୁ ଛନ୍ତି ତେବେ ଏମାନଙ୍କୁ କେହି ଅଟକାଇ ପାରିବ ନି । ଏମାନେ ଏହାକୁ ଯେଉଁ ଭି ମତେ ହେଉନା କାହିଁ କି ତାକୁ କରିବେ ଆପଣ ମାନେ ଜାଣି ଥିବେ କି ଏହି ଭଳି ରାଶି ଙ୍କର ଏକ ଖାଶ ଜିନିଷ ହେଉଛି କି ଏମାନେ ଯାହାଭି କରିବେ କିମ୍ବା ଯାହା ଭି କରିବା ନିଜ ଚେଷ୍ଟାରେ କରିବେ ଏମାନଙ୍କ ଆଡରେ ଆସୁଥିବା ବ୍ଯକ୍ତିର ହିଁ ଖରାପ ହୋଇ ଥାଏ ।

ତେବେ ଏହି ରାଶି ମାନଙ୍କୁ ଭାଗ୍ୟ ଏବେ ଆହୁରି ଭଲ ହେବା ପାଇଁ ଯାଉଛି ଯାହା ହେଉଛି କି ଏହି ରାଶି ମାନଙ୍କର ନାମ ଆଜି ଆମେ ଆପାନନ୍କୁ କହିବା ପାଇଁ ଯାଉଛୁ ଏହି ରାଶି ମାନେ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପାଇବା ପାଇଁ ଯାଉଛନ୍ତି । ଆଜି ଆମେ କହିବା ପାଇଁ ଯାଉଥିବା ରାଶି ମାନଙ୍କ ମଧ୍ୟରେ ପ୍ରଥମ ରାଶି ହେଉଛି ମେଷ ରାଶି – ଏହି ମେଷ ରାହି ସବୁ ଠାରୁ ଶକ୍ତି ସଲି ରାଶି ହୋଇ ରହି ଠନଟି ଏମାନେ ଏନିଜ କର୍ମ ଉପରେ ଭରଷା କରି ଆଗକୁ ଯାଇ ଥାନ୍ତି । ଏମାନେ ଅନ୍ୟ ମାନଙ୍କ କଥାରେ ମୁଣ୍ଡ ଦେବା ଛଡା ନିଜ କଥାରେ ମୁଣ୍ଡ ଦେଇ ଥାନ୍ତି । ଏମାନେ ଯାହାଭି କରି ଥାନ୍ତି କିମ୍ବା ଯାହା ଭି କରିବା ପାଇଁ ଯାଉଛନ୍ତି ସେମାନେ ସ୍ଵାଭିମାନ ର ସହ କରିବା ପାଇଁ ଭଲ ପାଇ ଥାନ୍ତି ।

ବିଛା ରାଶି – ଏମାନେ ସବୁଙ୍କ ସହ ମିଶି କରି ରହି ଥାନ୍ତି ଯଦି କେହି ଏମାନନକ ପାଇଁ ସମର୍ପଣ ଭାବ ରଖୀ ଥାନ୍ତି ତେବେ ଏମାନେ କିଛି ଭି କରି ପାରନ୍ତି ସେମାନଙ୍କ ପାଇଁ । ଯେଉଁ ମାନେ ଏମାନଙ୍କ ଆଗରେ ରାସ୍ତା କାଟିକି ଠିଆ ହୋଇ ଥାନ୍ତି ସେମାନେ ଏହାକୁ ନିଶ୍ଚିତ ଭାବେ ଶତ୍ରୁତା କରି ଥାନ୍ତି । ଏମାନେ ନିଜ କାମକୁ ନେଇ ଅଧିକ ସିରିୟଶ ଥାନ୍ତି ଏମାନେ ଯାହା ଭି କରିବେ କିମ୍ବା କରିବା ପାଇଁ ଯିବେ ତାହା ପାଇଁ ଏମାନେ ସବୁ ବେଳେ ଆଗରୁ ପ୍ରସ୍ତୁତି କରି ଦେଇ ଥାନ୍ତି । ଏମାନଙ୍କ ସ୍ଵାମୀ ଗ୍ରହ ମଙ୍ଗଳ ହୋଇ ଥାନ୍ତି । ତେଣୁ ଏମାନେ ସବୁ କଥାରେ ଯାହା ଏମାନଙ୍କ ପାଇଁ କିମ୍ବା ସମାଜ ଭଲ ହୋଇ ନଥାଏ ତାହା ପାଇଁ ଏମାନେ ବିରୋଧ କରି ଥାନ୍ତି ।

ମକର ରାଶି – ଏମାନେ ଯାହା ଭି କାମ କରନ୍ତି ସମ୍ପୂର୍ଣ ନିଷ୍ଠା ର ଭାବରେ କରି ଥାନ୍ତି । ଏମାନେ କାହାକୁ ଦେଖାଇ ହୁଅନ୍ତି ନାହିଁ କି କାହା ପାଇଁ ଏମାନେ ମନରେ କଣ ରଖିଛନ୍ତି ଏମାନେ ଯେଉଁ କାମ ପାଇଁ ହଁ କୁହନ୍ତି ସେଥିରେ ଏମାନଙ୍କ ସ୍ଵାର୍ଥ ଥାଏ କିଛି ମାତ୍ରାରେ । ଯେଉଁ ମାନେ ଏହି ରାଶି ହୋଇ ଥାନ୍ତି ସେମାନେ ନିଶ୍ଚିତ ଭାବେ ସଫଳ ଥାନ୍ତି । କୁମ୍ଭ ରାଶି – ଏହି ରାଶିର ଲୋକମାନେ ସବୁ ବେଳେ ନିଜ ପାଇଁ ଓ ପରିବାର ପାଇଁ ଚିନ୍ତା କରି ଥାନ୍ତି ଏମାନେ ଯାହା ଭି କରନ୍ତି ଭାବି ଚିନ୍ତି କରନ୍ତି ଅନ୍ୟ ମାନଙ୍କ ପାଇଁ ସବୁ ବେଳେ ସମ୍ମାନ ରଖୀ ଥାନ୍ତି ମନରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button