ଜ୍ୟୋତିଷ

ହନୁମାନ ଜି ଙ୍କ କୃପା ରୁ ଏହି ରାଶି ମାନେ ହେବେ ଭାଗ୍ଯବାନ, ଧନ ବର୍ଷା କରିବେ କେଶରୀ ନନ୍ଦନ

ଭଗବାନ ହନୁମାନ ଜି ଏମିତିରେ ଭି ସବୁ ଙ୍କ ଉପରେ ନିଜର କୃପା ରାଖୀ ଥାନ୍ତି କିନ୍ତୁ ଦେଖିବା ଅପାଇନ ଗଲେ ଭଗବାନ ଏବେ କିଛି ରାଶି ମାନଙ୍କ ଉପରେ ନିଜର କୃପା ଦ୍ରୁଷ୍ଟି ଦେବା ପାଇଁ ଯାଉଛନ୍ତି । ଯାହା ଦ୍ଵାରା ଏମାନଙ୍କ ଜୀବନରେ  ଥିବା ସବୁ ସମସ୍ଯା ଦୂର ହୋଇଯିବ । ଏମାନେ ଯାହାଭି କରିବେ କିମ୍ବା ଯାହା ଭି କରିବା ପାଇଁ ଯାଉଛନ୍ତି ସବୁ ଭଗବାନ ହନୁମାନ ଜି ଙ୍କ ଦୟା ପାଇବେ । ଯେଉଁ କାମ ଅନେକ ଦିଆନରୁ ହୋଇ ଯିବା କଥା କିନ୍ତୁ ଅଟକି ଯାଇ ଥିବା ତାହା ଏବେ ଚାଲିବା ପାଇଁ ଲାଗିବ ।

ଯେଉଁ ମାନେ ଚାକିରୀ  କରୁଛନ୍ତି ସେମାନେ ଅମଧ୍ୟ କିଛି ନୂଆ ଶୁଭ ଖବର ପାଇବା ପାଇଁ ଜାଉ ଛନ୍ତି । ଆପଣ ମାନଙ୍କ ମଧ୍ୟରୁ ଯେଉଁ ମାନେ ବ୍ୟାପାର କରୁ ଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । କିଛି ନୂଆ ମିତ୍ରା ହେବା ପାଇଁ ଯାଉଛନ୍ତି ଆପଣଙ୍କ ର  ଯେଉଁ ମାନେ । ଯେଉଁ ମାନେ କିଛି ଅସୁବିଧାରେ ଫାଶୀ ଯାଇ ଥିବେ ଭୁଲ ବଶତଃ ସେମାନେ ଏବେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । କିଛି ନୂଆ କାମ କରିବା ପାଇଁ ଆପଣ ଯାଉଛନ୍ତି ତେବେ ଭଗବାନ ହନୁମାନ ଜି ଙ୍କ ପାଇଁ କିଛି ନାଲି ସିନ୍ଦୁର ଦେଇ ଆପଣ ନିଜ କମ କୁ ଆରମ୍ଭ କରି ଦିଅନ୍ତୁ ଦେଖିବେ ଆପଣ ଭଲ ପରିଣାମ ପାଇବେ ।

ଯେଉଁ ମାନେ ବାହାରକୁ ଜୀବା ପାଇଁ ଇଛୁକ ଥିଲେ ସେମାନେ ଏବେ ଯାଇ ପାରିବେ । କିଛି ଜମିବାଡି କାମ ଯାହା ଅଧୁରା ରହି ଯାଇ ଥିବା ତାହା ଏବେ ସମାଧାନ ହୋଇଯିବ । ଯେଉଁ ମାନେ ବାହାର ଲୋକ ଙ୍କ ସହ ନିଜକୁ ମିଶାଇବା ପାଇଁ ଡରୁ ଥିଲେ ସେମାନେ ଏବେ ନିଶ୍ଚିତ ଭାବେ କିଛି ନୂଆ ପରିବର୍ତ୍ତନ ଆଣିବେ ନିଜ କାମରେ । ଆଜି ଆମେ କହିବା ପାଇଁ ଯାଉଥିବା ରାଶିର ଲୋକମାନେ ଯେଉଁ ମାନେ ବିବାହ କରି ନାହାଁନ୍ତି ସେମାନେ ଏବେ ବିବାହ କରିବେ ଏହା ସହ ଯେଉଁ ମାନଙ୍କ ବିବାହ ପାଇଁ ଖୋଜା ଚାଲିଛି ସେମାନେ ଏବେ ଖୁବ ସୁନ୍ଦର ଜୀବନ ସାଥି ପାଇବେ ।

ଯେଉଁ ମାନେ ନିଜ ସନ୍ତାନ ମାନଙ୍କୁ ନେଇ ଚିନ୍ତାରେ ରହୁ ଥିବେ ସେମାନେ ଏବେ ନିଶ୍ଚିତ ଭାବେ ନିଜ ଏକ ଭଲ ଖବର ପାଇବେ । କିଛି ବ୍ୟକ୍ତି ମାନେ ଅଭାବ ପାଇଁ ଧାର ଉଧାର କରି ଥିଲେ ସେମାନେ ଏବେ ନିଶ୍ଚିତ ଭାବେ ଧାର ଉଧାର ରୁ ମୁକ୍ତି ପାଇବେ । ଯେଉଁ ମାନେ ବ୍ୟାପାର କରୁଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ଲାଭ କମେଇବା ପାଇଁ ଯାଉଛନ୍ତି । ଯେଉଁ ମାନେ ବିଦେଶ ଯାତ୍ରା କରି ପାଠ ପଢିବା ପାଇଁ ଯାଉଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ଭଲ ସୁଯୋଗ ପାଇବେ । ତେବେ ଏହି ରାଶି ଗୁଡିକ ହେଲେ ମେଷ, ମିଥୁନ, ସିଂହ, ଧନୁ, ତୁଳା, କୁମ୍ଭ ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button