ଜ୍ୟୋତିଷ

ଏହି 6 ପାପ କରୁଥିବା ଲୋକଙ୍କୁ ମାହାଦେବ କେବେବି କରି ନଥାନ୍ତି କ୍ଷମା, ଦେଖନ୍ତୁ ଆପଣ କରୁ ନାହାନ୍ତି ତ ଏହି ପାପ

ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ କି କେଉଁ ପାପ କରିବା ଦ୍ଵାରା ଭଗବାନ ମହାଦେବ କେବେ ଭି ଏହି ପାପୀ କୁ କେବେ ହେଲେ କ୍ଷମା କରି ନଥାନ୍ତି । ଆମ ଶାସ୍ତ୍ରରେ ଲେଖା ହୋଇ ଥିବା ତିନି ଦେବତା ଙ୍କ ମଧ୍ୟରୁ ମହାଦେବ ଏକ ଦେବ ଅଟନ୍ତି ଯଦି ଆମେ ଦେଖିବା ପାଇଁ ଯିବା ତ କେବେ ହେଲେ ଭଗବାନ କାହା ଉପରେ ଏତେ ସହଜରେ ରାଗି ନଥାନ୍ତି । ସେ ହେଉ ଛନ୍ତି ଯୋଗୀ ତେଣୁ ସେ ସବୁ ବେଳେ ସାନ୍ତ ସ୍ଵଭାବ ର ହୋଇ ଥାନ୍ତି ଓ କେବେ ହେଲେ କାହା ଉପରେ ଅତି ସହଜରେ ରାଗି ନଥାନ୍ତି ତେଣୁ ତାଙ୍କୁ ଦେବ ଙ୍କ ଦେବ ମହାଦେବ ବୋଲି ମଧ୍ୟ କୁହା ଯାଏ ।

ଆଜି ଆମେ କହିବା ପାଇଁ ଯାଉଛୁ କି ଭଗବାନ ଭୋଳା ନାଥ କେଉଁ ମାନଙ୍କୁ ନିଜ ଆଶୀର୍ବାଦ ରୁ ବଞ୍ଚିତ ରଖୀ ଥାନ୍ତି । ଆଜି ଆମେ କହିବା ପାଇଁ ଯାଉଛୁ କି ମଣିଷ ମାତ୍ରେ ତ ଭୁଲ ହିଁ ଅଋ ଥାଏ କିନ୍ତୁ ଆପଣ କେଉଁ ଭୁଲ ମାନ କରିବା ଦ୍ଵାରା ଏହା ଆପଣଙ୍କୁ ଖୁବ ଭାରି ପଡି ପାରେ । ଯଦି ମହା ଦେବଙ୍କ କ୍ରୋଧରୁ ଆପଣ ନିଜକୁ ବଞ୍ଚାଇବା ପାଇଁ ଚାହାଁନ୍ତି ତେବେ ଏହି ପାପ କରନ୍ତୁ ନି ନ ହେଲେ ଆପଣଙ୍କ ଖୁଶିର ଜୀବନରେ ଅନ୍ଧାର ଆସି ଜୀବ । ଶିବ ପୁରାଣରେ ଲେଖା ଯାଇଛି କି ଆମେ ଯେଉଁ ଭି କାମ କରୁ ଏହା ପଛରେ ଆମେ କାହାକୁ ଧୋକା ଦେବା ଆକିମ୍ବା କଷ୍ଟ ଦେବା ଅଭଳି କାମ କରି ନଥାଉ କିନ୍ତୁ କିଛି ଏହି ଭଳି କାମ ମଧ୍ୟ ଅଛି ଯାହାକୁ କରିବବା ନିଷେଧ ବୋଲି କୁହା ଯାଇଛି ଏହା ଅନୁସାରେ ।

କେବେ ଭି ଆପଣ ଏହା କରିବା ଦ୍ଵାରା ଖୁଶି ରେ ପହଞ୍ଚି ପାରିବେ ନି । ଆପପନ ଯଦି କାହାର ଖରାପ ନକରି ମଧ୍ୟ କେବଳ ସେମାନଙ୍କ ପାଇଁ ଖରାପ ଚିନ୍ତା କରି ଥାନ୍ତି ଏହା ପାଇଁ ମଧ୍ୟ ଆପଣ ବହୁତ କଷ୍ଟ ପାଇ ଥାନ୍ତି ନିଜ ଜୀବନରେ । କାରଣ ମନ କଥା ଆପଣ କାହାକୁ ନକହିଲେ ମଧ୍ୟ ଭଗବାନ ଙ୍କୁ ଏହା ଜଣା ଥାଏ । ଏହା ଭିତରେ ପ୍ରଥମେ ଆସୁଛି ଅନ୍ୟର ସ୍ଵାମୀ କୁ କିମ୍ବା ସ୍ତ୍ରୀ କୁ ଖରାପ ନଜର ରେ ଦେଖିବା କିମ୍ବା ତାକୁ ପାଇବା ପାଇଁ ଚେଷ୍ଟା କରିବା ଖରାପ ହୋଇଇ ଥାଏ ଓ ଏହା ପାପ ମଧ୍ୟ ଅଟେ । ପୁରାଣରେ ଏହାକୁ ସବୁ ଠାରୁ ଖରାପ କାମ ବୋଲି କୁହା ଯାଇଛି ।

ଅନ୍ୟର ଧନ କୁ ପାଇବା ପାଇଁ ଇଚ୍ଛା କରିବା କିମ୍ବା ହଡପ କରିବା ପାପ ଅଟେ । ଏହା ସହ ଯେଉଁ ମାନେ ଦୁର୍ବଳ ଲୋକଙ୍କୁ ହଇରାଣ କରନ୍ତି ଓ କଷ୍ଟ ଦିଅନ୍ତି ସେମାନଙ୍କୁ ଭଗବାନ ଶିବ କେବେ ଭି କ୍ଷମା କରନ୍ତି ନି । ଯେଉଁ ମାନେ ଭଲ ରାସ୍ତାରେ ଖରାପ ରାସ୍ତାରେ ପାଦ ଦେବା ଭଲ କଥା ନୁହେଁ । କେବେ କେଉଁ ଭି ନାରୀ କୁ ଖରାପ ନଜର ରେ ଦେଖିବା ପାପ ଅଟେ । ଏହି ଭଳି କରୁଥିବା ଲୋକମାନେ ସବୁ ବେଳେ ସାଂସାରିକ ସୁଖ ରୁ ବଞ୍ଚି ରହି ଥାଏ । ଏହା ସହ ଯଦି କେଉଁ ଲୋକ ନିଜ ବାପା କିମ୍ବା ମା ଙ୍କୁ କଷ୍ଟ ଦେଇ ଥାଏ ସେହି ଭଳି ଲୋକ ମାନେ ମଦ୍ୟ ଭଗବାନ ଙ୍କ କୋପର ଶିକାର ହୋଇ ଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button