ଜ୍ୟୋତିଷ

କ୍ରୋଧିତ ଅଛନ୍ତି ମା ଦୂର୍ଗା! ଏହି ନବରାତ୍ରିରେ ଏହି ରାଶି ର ଆସିବାକୁ ଯାଉଛି ଖରାପ ସମୟ

ଆମେ ଯଦି ହିନ୍ଦୁ ଧର୍ମ ଅନୁସାରେ ଦେଖିବା ପାଇଁ ଯିବା ଏହି ଠାରେ ସବୁ ବେଳେ ସୁଭ କାମ କରିବା ଆଗରୁ ପୂଜା ଅର୍ଚନା କରା ଯାଇ ଥାଏ । ଆଜି ଯଦି ଆମେ କହିବା ପାଇଁ ଯିବା ତ ପୂଜା ମଧ୍ୟରେ ସବୁ ଠାରୁ ଅଧିକ ସମୟ ଧରି ଚାଲି ଥିବା ପୂଜା ମଧ୍ୟରୁ ଏକ ନବରାତ୍ର ଅଟେ । ସବୁ ଲୋକମାନେ ନିଜ ଜୀବନର ସମସ୍ଯା କୁ ଦୂର କରିବା ପାଇ ମା ଦୂର୍ଗା ଙ୍କୁ ଭକ୍ତି ମନରୁ ପୂଜା କରିବେ । ଯେମିତି କି ଆମେ ଜାଣିଛେ କି ନବ ରାତ୍ର ରେ ମା ଦୂର୍ଗା ଙ୍କ ଦୟା ସବୁ ପ୍ରାଣୀ ଉପରେ ରହି ଥାଏ ।

କିନ୍ତୁ ଏହି ନବରାତ୍ର ରେ କିଛି ରାଶି ମାନଙ୍କ ଉପରେ ରାହୁ ଓ କେତୁର ଖରାପ ପ୍ରଭାବ ପଡି ଥାଏ । ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହାକୁ କରିବା ଦ୍ଵାରା ଆପଣଙ୍କ ସମସ୍ଯା ଦୂର ହୋଇ ଜୀବ । ଏହି ବର୍ଷ ନବରାତ୍ର ରେ ସିଂହ ରାଶି ର ଲୋକମାନେ ଯାନବାହାନ ଚଳେଇବା ସମୟରେ ଦେଖିକି ଚଲାନ୍ତୁ । ଆପଣ କଥା କହିବା ବେଳେ ଚିନ୍ତା କରି କୁହନ୍ତୁ ଏହା ସହ ଆପଣ ଅନ୍ୟ ମାନଙ୍କ ପାଇଁ ସମ୍ମାନ କରିବା ଶିଖନ୍ତୁ । ଯଦି ଏହା ପାଇଁ ଉପାୟ ଆମେ ଆପଣଙ୍କୁ କହିବା ପାଇଁ ଯିବା ତ ଆପଣ ଶିବଜି ଙ୍କ ଉପରେ କଳା ରାଶି ଓ ଜଳ ଚଢାନତୁ ଦେଖିବେ ଶୁଭ ପରିଣାମ ପାଇବେ । ଆପଣ ଏହି ସମୟରେ ସୂର୍ଯ୍ୟ ଦେବଙ୍କୁ ଜଳ ଦେବା ବେଳେ କିଛି କଳା ରାଶି ଦେଇ ପୂଜା କରନ୍ତୁ ।

ଏହା ପରେ ମିଥୁନ ରାଶି – ଆପଣଙ୍କ ପରିବାରରେ ସବୁ ସମୟ ଭଲ ରହିବ । କିନ୍ତୁ ଯଦି ଆପଣ ବେପାରୀ ଅଟନ୍ତି ତେବେ ଆପଣ ନିଜ ଦାଇତ୍ଵ କୁ ଦେଖି ଚାହିଁ କରନ୍ତୁ । ଆପଣ ନିଜ କାମ ଖରାପ କରି ନେବେ ନେହେଲେ । ଆପଣ ଏହି ସମୟରେ ଭଗବାନ ଶନି ଦେବଙ୍କୁ ଆରାଧନା କରନ୍ତୁ ଦେଖିବେ ଆପଣଙ୍କ ସମୟ ଭଲ ହୋଇଯିବ ।

ଆଗାମୀ ରାଶି ହେଉଛି ମୀନ ରାଶି – ଆପଣଙ୍କ ପାଇଁ ଆସୁଥିବା ସମୟ ଭଲ ରହିବ । ଆପଣ ନିଜ ଘରେ ମା ଦୂର୍ଗା ଙ୍କୁ ଘିଅ ଦୀପ ଦେଇ ପୂଜା କରନ୍ତୁ । ଯଦି ଆପଣ ଚାହାଁନ୍ତି କି ଆପଣ ମା ଦୂର୍ଗା ଙ୍କୁ ପ୍ରସନ୍ନ କରି ଜୀବନର କଷ୍ଟ ଦୂର କରିବେ ତେବେ ଘରେ ଆପଣ ଏହି ସମୟରେ କେଉଁ ଭି କଥାକୁ ନେଇ ଅସାନ୍ତି କରନ୍ତୁ ନି ଦେଖିବେ ଆପଣଙ୍କ ସମୟ ଆପେ ଆପେ ଭଲ ହୋଇ ଜୀବ ।

ଏହା ପରେ କୁମ୍ଭ ରାଶି – ଏମାନଙ୍କ ଆସୁଥିବା ସମୟ ଭଲ ରହିବ । ବ୍ୟାପାର ରେ ଆପଣ ଖୁବ ଲାଭ ପାଇବେ । ଯେଉଁ ମାନେ ଚାକିରି କରୁଛନ୍ତି ସେମାନେ ସାବଧାନୀ ରଖିକି କାମ କରିବେ । ଆପଣ କିଛି ନିର୍ଣ୍ଣୟ କରିବା ଆଗରୁ ଚିନ୍ତା କରି କରନ୍ତୁ ଆପଣ ଯଦି ଏହି ଦଶା ରୁ ବଞ୍ଚିବା ପାଇଁ ଚାହୁଁ ଛନ୍ତି ଘରେ ଶନି ଚାଳିଶା କରନ୍ତୁ ଓ ନବ ରାତ୍ର ରେ ଆପଣ ଧଳା ବସ୍ତ୍ର ଧାରଣ କରନ୍ତୁ ଓ ହନୁମାନ ଜି କିମ୍ବା ଶନି ଦେବ ଙ୍କ ମନ୍ଦିର ଯାଇ ସେଠାରେ ତେଲ ର ଦିପ ଅର୍ପଣ କରନ୍ତୁ ଦେଖିବେ ଆପଣ ଭଲ ପରିଣାମ ପାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button