ଜ୍ୟୋତିଷ

ଏହି 8ଟି ମଧ୍ୟରୁ ଆପଣଙ୍କର କେଉଁ ରାଶି ? ଏହି ରାଶି ହୋଇଥିଲେ ଆପଣଙ୍କ ପାଇଁ ଅଛି ଖୁସି ଖବର

ଆପଣ ଜାଣିଥିବେ କି କିଛି ରାଶି ମାନେ ଖୁବ ଭାଗ୍ଯବାନ ଅଟନ୍ତି ସେମାନେ କିଛି ଭି କରିବା ଆଗରୁ ସେମାନଙ୍କ ଗ୍ରହ ରାଜ ମାନେ ସ୍ଵାମୀ ଗ୍ରହର ପ୍ରଭାବ ଅଧିକ ଥାଏ ସେମାନଙ୍କ ଉପରେ । ଦେଖିବା ପାଇଁ ଗଲେ । ଆମେ ଜାଣି ପାରୁ କି ମଣିଷ ତା ନିଜ କାମ ନିଜେ କରେ କିନ୍ତୁ ଏହା ପାଇଁ ସେ କାହାକୁ ଦାଇ କରି ନଥାଏ । କିନ୍ତୁ ଆଜି କାଲିର ମଣିଷ ନିଜ କାମ୍ମ ଛାଡି ଅନ୍ୟର କାମ କୁ ଅଧି ଦେଖୁଛି । କହିବାର ଅର୍ଥ ଅଜଯ୍ୟ କାଲୀ ଲୋକ ମାନେ ସବୁ କିଛି ଜାଣି ମଧ୍ୟ ନ ଜାଣିବା ଭଳି ହେଉଛନ୍ତି ।

ସତ କଥା ହେଲା ଆମ ଗ୍ରହ ମାନଙ୍କ ସ୍ଥିତି ପାଇଁ ଆମେ କିଛି ଫଳା ଫଳ ଭୋଗ କରି ଥାଉ ଓ ଏହା ଏକ ସତ୍ୟ ଘଟଣା ଅଟେ । ତେଣୁ ଦେଖିବା ପାଇଁ ଗଲେ ଆମେ ଆଜି କହିବୁ କିଛି ରାଶି ମାନେ ଏବେ ନିଜ ପାଇଁ ଖୁବ ଭଲ ସମୟ ଦେଖିବେ ଯଦି ଆପଣଙ୍କ ରାଶି ସିଂହ, କନ୍ୟା, ତୁଳା, କର୍କଟ, ମିଥୁନ, ମକର, କୁମ୍ଭ ରାଶି ଅଛି ତେବେ ଏହି ରାଶି ମାନେ ଖୁବ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ତେବେ ଆଜି ଆମେ କହିବୁ କଣ କଣ ଲାଭ ପାଇବା ପାଇଁ ଯାଉଛନ୍ତି ଏହି ରାଶି ମାନେ । ଏମାନଙ୍କ ଉପରେ ମା ଲ୍କାହମି ଙ୍କ ଦୟା ହେବା ପାଇଁ ଯାଉ ଥିବାରୁ । ଏମାନଙ୍କ ସମୟ ଭଲ ରହିବ । ମାନଶୀକ ଚୀନ୍ତାରୁ ମୁକ୍ତି ପାଇବେ ।

ଆପଣଙ୍କ ଶରୀର ସୁସ୍ଥ ରହିବ । ଆପଣ ଯାହା ଭି କରିବେ ଖୁବ କମ ସମୟରେ କରିବେ । ଯେଉଁ କାମରେ ଆପଣ ମନ ଦେବେ ତାହା ଆପଣଙ୍କୁ ସଫଳତା ଆଣିଦେବ । ବିଦ୍ୟାର୍ଥୀ ମାନେ ଭଲ ଫଳ ପାଇବେ । ଯେଉଁ ମାନେ କିଛି ସାହାଜ୍ଯ ପାଇ ଛନ୍ତି ସେମାନେ ଏବେ ଆଗକୁ ଆଶୀ ଆପଣଙ୍କୁ ସାହାଜ୍ଯ କରିବେ । ଆପଣ କିଛି ଭ୍ରମର ଶିକାର ହୋଇ ଛନ୍ତି ଯଦି ଏବେ ତାହା ସମାଧାନ ହୋଇଯିବ । ଆପଣଙ୍କ ବିଦେଶ ଯାତ୍ରାର ଯୋଗ ଅଛି । ବ୍ୟାପାର ଓ ବାଣିଜ୍ୟ ରେ ଆପଣ ଖୁବ ଲାଭ ପାଇବେ । ଯେଉଁ ମାନେ ନିଜ ପାଇଁ କିଛି କରିବା ପାଇଁ ସେମାନେ ଏବେ ନିଜ ସ୍ଵପ୍ନ କୁ ପୂରଣ କରି ପାରିବେ ।

ଆପଣଙ୍କ ମାଳୀ ମିକଦମାରେ ଆପଣ ଜିତିବେ । ଆପଣ କିଛି ଭଲ କାମ କରି ସମାଜରେ ନିଜ ନାମ କୁ ପ୍ରସାର କରିବେ । ଲୋକମାନେ ଆପଣଙ୍କ ରାସ୍ତା କୁ ଆପଣେଇ ବା ପାଇଁ ଅଧିକ ଆଗ୍ରହୀ ଏବେ । ଆପଣ ଜଣେ ଆଦର୍ଶ ମଣିଷ ହୋଇ ପାରିବେ । ଯେଉଁ ମାନେ ଲୋନ ପାଇଁ ଆବେଦନ କରିଥିଲେ ସେମାନେ ଏବେ ଏହାକୁ କରି ପାରିବେ । ଆପଣଙ୍କ ସମ୍ପତି ରେ ବୃଦ୍ଧି ହେବ । ଏହା ସହ ଆପଣଙ୍କ ଘର ପରିବାର ରେ ସୁଖ, ଶାନ୍ତି ରହିବ ଯାହା ଦ୍ଵାରା ଆପଣ ଖୁବ ଖୁଶି ରେ ରହିବେ । ଦାନ ଧର୍ମ ଭଳି କାମରେ ରୁଚି ବଢିବ । ମାଙ୍ଗଳିକ କାର୍ଯ୍ୟରେ ଆପଣ ଯୋଗ ଦାନ କରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button