ଜ୍ୟୋତିଷ

ଚମତ୍କାରି ଫୁଲ: ଧନର ବର୍ଷା କରିଥାଏ, କରନ୍ତୁ ଏହି ଉପାୟ | Odia Vastu

ଆମେ ସବୁ ଜାଣିଛେ କି ଆମ ଦେଶରେ ଅନେକ ପ୍ରକାର ପର୍ବ ମାନ ଅଛି ତାହା ଭିତରେ ଆମେ ଆମେ ପୂଜା କରିବା ସମୟରେ କିଛି ଫୁଲ, ଫଳ, ଚନ୍ଦନ, ସିନ୍ଦୁର ଦେଇ ଥାଉ । ସବୁ ନଥିଲେ ଭି ଆମେ କମ ରୁ କମ ଫୁଲ ଅର୍ପଣ ନିଶ୍ଚିତ ଭାବେ କରୁ । ଆଜି ଆମେ କହିବା ପାଇଁ ଯାଉଛୁ କି ଏହି ଫୁଲର ମହତ୍ଵ କଣ ଅଟେ । ଏହି ଫୁଲର ମହତ୍ଵ ଖୁବ ଅଧିକ ଥାଏ । ଯେଉଁ ଭଳିକି ଦେଖିବା ପାଇ ଗଲେ ବିନା ଫୁଲରେ ଆମେ ପୂଜା କରିବା ଖୁବ କଷ୍ଟ ହୋଇ ଥାଏ ।

ଆଜି ଆମେ କହିବା ପାଇଁ ଯାଉଛୁ କି ଏହି ଫୁଲର ଉପକାରିତା । ଆମ ଆକହ ପାକହରେ ଅନେକ ଫୁଲ ଅଛି । ଏହା ମଧ୍ୟରୁ ଏକ ଫୁଲ ହେଉଛି ମନ୍ଦାର ଫୁଲ । ଏହି ଫୁଲ ମା ଦୂର୍ଗା ଙ୍କୁ ବହୁତ ପସନ୍ଦ ଥାଏ । ଏହି ଫୁଲ ନବ ଦୂର୍ଗା ଙ୍କୁ ବହୁତ ପସନ୍ଦ ଥାଏ । ଏହା କହିବାର ମାନେ ହେଉଛି କି । ଆପଣ ଯାହା କିଛି ଭି ଅର୍ପଣ କଲେ ମଧ୍ୟ ଆପଣ ଦେଖିବେ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ ହେବ । ଆପଣ ଯଦି ଏହି ଫୁଲ କୁ ମହାବୀର ହନୁମାନ ଜି ଙ୍କ ଉପରେ ଚଢାଇବେ ଏହା ମଧ୍ୟ ଭଲ ଅଟେ । ଏହାର ପାଇଁ ଆପଣଙ୍କୁ ଲାଲୀ ମନ୍ଦାର ଆବଶ୍ୟକତା ଥାଏ । ମା ଦୂର୍ଗା ଙ୍କୁ ଆପଣ ଯେତେ ଫଳ ମୂଳ ଦେଲେ ମଧ୍ୟ ସେ ମାତ୍ର ଫୁଲରେ ହିଁ ଶାନ୍ତି ହୋଇ ଯାନ୍ତି ।

ଆଜି ଆମେ କହିବା ପାଇଁ ଯାଉଛେ କି ଏହା ଆଉ କେଉଁ କାମରେ ଆସେ । ଆପଣ ଏହାକୁ ମା ଲକ୍ଷ୍ମୀ ଙ୍କୁ ମଧ୍ୟ ଅର୍ପଣ କରି ପାରିବେ ଶୁକ୍ରବାର ଦିନ । ଏହା ଦ୍ଵାରା ସୁଖ ସମୃଦ୍ଧି ଗ୍ରହ ପୀଡା ମଧ୍ୟ ଦୂର ହୋଇ ଥାଏ । କେବଳ ସେତିକି ନୁହେଁ ଏହି ଫୁଲ ଆପଣଙ୍କ ନଜର ଦୋଷ କୁ ମଧ୍ୟ କାଟି ଥାଏ ଯଦି କିଛି ଖରାପ ପ୍ରଭାବ ଅଛି ଏହି ଫୁଲର ହାର ଯାହା ହନୁମାନ ଜି ଙ୍କୁ ଛଡା ହୋଇ ଥିବା ତାକୁ ନେଇ ଆପଣ ନିଜ ଘର ବାହାରେ ଟଙ୍ଗାନ୍ତୁ ଦେଖିବେ ଆପଣଙ୍କ ସବୁ ଦୋଷ ଖଣ୍ଡନ ହୋଇଯିବ । ଆପଣ ଯଦି ଭଗବାନ ସୂର୍ଯ୍ୟ ଦେବ ଓ ନବ ଦୂର୍ଗା ଙ୍କୁ ଏହା ଅର୍ପଣ କରିବେ ଏହା ଶୁଭ ଦାଇ ଅଟେ ।

ମା ଦୂର୍ଗା ଙ୍କୁ ସବୁ ଦିନ ଏକ ମନ୍ଦାର ଅର୍ପଣ କରିବା ଦ୍ଵାରା ଆମର ଶତ୍ରୁ ନାଶ ହୋଇ ଥାଏ । ସୂର୍ଯ୍ୟ ଭଗବାନ ଙ୍କୁ ଏହି ଲାଲ ରଙ୍ଗର ଫୁଲ ଅର୍ପଣ କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସାବୁ ପ୍ରକାର ଧନ ସମସ୍ଯା ଦୂର ହୋଇ ଯାଏ । ଆପଣ ଯଦି ନିଜ ଦୂଆରେ ରଖିଥିବା ନୋଟା ରେ ଏହି ଫୁଲ ରଖିବା ଆଡବାରା । ପରିବାର ରେ ଶାନ୍ତି ଆସିଥାଏ । ସବୁ ମିସିକି ଚାଲିବା ପାଇଁ ଭଲ ପାନ୍ତି ସ୍ନେହ, ପ୍ରେମ ବଢି ଥାଏ । ଯଦି ପରିବାର ରେ ସ୍ଵାମୀ ଓ ସ୍ତ୍ରୀ ଙ୍କ ଭିତରେ ଝଗଡା ହେଉଛି ତେବେ ଆପଣ ଏହି ଫୁଲକୁ ମଙ୍ଗଳ ବାର ଦିନ ନେଇ ହନୁମାନ ଜି ଙ୍କୁ ଚଢାନ୍ତୁ ଦେଖିବେ ଆପଣ ନିଶ୍ଚିତ ଭାବେ ଶୁଭ ଫଳ ପାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button