ଜ୍ୟୋତିଷ

କଳିଯୁଗରେ ପ୍ରଥମ ଥର ଶ୍ରୀ କୃଷ୍ଣଙ୍କର ହେଲା ଜନ୍ମ, ଏହି ପିଲାକୁ ଦେଖି ହୋଇଯିବ ବିଶ୍ୱାସ

ଆମେ ଜାଣିଛ କି ଭଗବାନ ସବୁ ସମୟରେ ସବୁ ବେଳେ ଆମ ପାଖରେ ଥାନ୍ତି କିନ୍ତୁ ଏହି ସମୟରେ ଯଦି ଆମେ କହିବ ଆକି ଭଗବାନ ଙ୍କ ଜନ୍ମ ହୋଇ ସାରିଲାଣି ତାହା ଭୁଲ ହେବନି । ଆଜ୍ଞା ହଁ ଆଜି ଆମେ କହିବା ପାଇଁ ଯାଉଛୁ ଏହି ଭଳି କିଛି ଘଟଣା ଯାହାକୁ ଆପଣ ଶୁଣିବା ପରେ ଭଗବାନ କୃଷ୍ଣ ଙ୍କ ଉପରେ ଆପଣଙ୍କ ଭରଷା ଖୁବ ଅଧିକ ହୋଇଯିବ । ତେବେ ଆପଣ ଯଦି ଦେଖିବେ କି ଭଗବାନ ପିଲା ବେଳୁ ନିଜ କାରନାମା ଦେଖାଇ ଥିଲେ ସେହି ଭଳି ଏକ ପିଲା ଏବେ ଜନ୍ମ ନେଇ ସାରିଛି ।

ମଥୁରା ରେ ଏକ ଗାଁ ରେ ଦିନେ ଗୋଟେ ପିଲା କୁ କେହି ଛାଡି ଦେଇ ଚାଲି ଯାଇଥିଲେ ଆଜି ଯାଏ ଜଣା ନାଇ ତାକୁ କିଏ ଛାଡି ଦେଇ ଚାଲି ଯାଇଥିଲେ । ତାକୁ ଏକ ବ୍ୟକ୍ତି ଦେଖବା ପରେ ସେ ତା ଆଡକୁ ଖୁବ ଆକର୍ଷିତ ହୋଇ ଥିଲା ସେହି ବ୍ୟକ୍ତି ତାକୁ ନେଇ ଏକ ଅନାଥ ଆଶ୍ରମ ରେ ଛାଡି ଦେଇଥିଲା ।

ତା ପରେ ଜଣେ ସ୍ଵାମୀ ସ୍ତ୍ରୀ ସେହି ଜାଗାକୁ ଯାଇ ନିଜ ସାନ୍ତାନ ନଥିବାରୁ ଏକ ପିଲାକୁ ଉଠାଇ ଆଣିଥିଲେ । ସେହି ପିଲା କୁ ହି ସେ ଆଣିଥିଲେ । ସେହି ପିଲା ଟି ଗାଁ କୁ ଆସିବା ପରେ ସବୁ ପ୍ରକାର କଷ୍ଟ ସେହି ଗାଁ ର ଦୂର ହେବାରେ ଲାଗିଥିଲା । ସେହି ପିଲା କୁ ଯେ କେହି ଦେଖୁ ଥିଲା ସେ ତା ଆଡକୁ ଟାଣି ହୋଇ ଯାଉଥିଲା ।

ଦିନେ ସେ ଖାତାରେ ସୋଇଥିବା ବେଳେ ତା ମା ରୋଷେଇ ଘରେ କିଛି ଖାଦ୍ଯ ପ୍ରସ୍ତୁତି କରୁଥିଲା ଓ ସେହି ଦିନ ଖାଦ୍ଯ ବନେଇବା ପରେ ସେ ଯେତେବେଳେ ଏକ ଘଟଣା ଶୁଣିଲା ସେ ଆଶ୍ଚର୍ଯ୍ୟ ହୋଇ ଗଲା । ସେ ଶୁଣିଲା କି ତା ପୁଅ ଖଟରେ ସୋଇଥିବା ବେଳେ ଜଙ୍ଗଲରୁ କିଛି ପଶୁ ମାନେ ଆସି ତା ପାଖରେ ବସିଥିଲେ ।

କିଛି ନାଗ ସାପ ମଧ୍ୟା ତା ପାଖରେ ଖେଳୁ ଥିଲେ ଏହା ଦେଖି ସାରା ଗାଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା କି ଶେଇ ପିଲା ନଡରି ସେମାନଙ୍କ ସହ ଖେଳିଲା ଓ କିଛି ସମୟ ପରେ ସେହି ଜାଗରୁ ସେମାନେ ଚାଲି ଗଲେ । ଆଉ ଏକ ଘଟଣା ଯାହା ପାଇ ଗାଁ ରେ ଥିବା ସବୁ ଲୋକ ମାନେ ତାକୁ ଭଗବାନ କୃଷ୍ଣ ଙ୍କ ଅବତାର ବୋଲି କହୁଛନ୍ତି । ସେ ଜନ୍ମାଷ୍ଟମୀ ରେ ମାତ୍ର ଆଠ ମାସର ହୋଇ ଥିଲା ଓ ସେହି ଦିନ ସେ ରୋଷେଇ ଘରେ ପଶି ମାଠିଆ ରୁ ଲହୁଣୀ ଖାଊ ଥିଲା ଏହା ଦେଖିବା ପରେ ତା ମା ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ଓ ତା ବାପା କୁ ଡାକି କହି ଥିଲା ସତରେ ବୋଧେ ହୁଏ ଏହା ଭଗବାନ କୃଷ୍ଣ ଅଟନ୍ତି ।

ଏହା ଶୁଣିବା ପରେ ତା ବାପା କହିଲେ ହେ ଭଗବାନ ଯଦି ଆପଣ ସତରେ ଆସିଛନ୍ତି ତ କିଛି ସଂକେତ ଦିଅନ୍ତୁ ତେବେ ଆଜି ଜାଏ ତାକୁ ସଂକେତ ମିଳିନୀ କିନ୍ତୁ ଆଜି ସେହି ପିଲା ଷୋଳ ବର୍ଷର ହୋଇ ଗଲାଣି ଓ ସେ ନିଜ ପରିବାର ସହ ଗାଁ ଲୋକଙ୍କ ଦୁଖର ମଧ୍ୟ ସାଥି ହୋଇ ଯାଇଛି ଯେଉଁ ଲୋକ ଯେଉଁ ଭଳି ସମସ୍ଯା ନେଇକି ତା ପାଖକୁ ଗଲେ ସେ ସମାଧାନ କରୁଛି । କେବଳ ସେତିକି ନୁହେଁ ଜନ୍ମା ଅଷ୍ଟମୀ ରେ ସେ ବହୁତ କରନାମା ମଧ୍ୟ କରୁଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button