ଜ୍ୟୋତିଷ

ଘରେ ବା ଦୋକାନରେ କେଉଁ ଧାତୁର କଇଁଛ ରଖିବା ଦ୍ଵାରା ହୁଏ ଧନର ବର୍ଷା, ଜାଣନ୍ତୁ- Vastu Tips

ବାସ୍ତୁ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ କଇଁଛ କୁ ଘରେ ରଖିବା ଓ ବ୍ୟବଶାୟ ଜାଗାରେ ମଧ୍ୟ ରଖିଲେ ଏହା ଖୁବ ଭଲ ପରିଣାମ ଦେଇଥାଏ । ଆପଣ ମାନେ ଜାଣିଥିବେ କି ଭଗବାନ ବିଷ୍ଣୁ କଇଁଛ ରୂପ ନେଇ ସମୁଦ୍ର ମନ୍ଥନ ରେ ସାହାଜ୍ଯ କରାଇ ଥିଲେ । ଆପଣ ଜାଣି ଥିବେ କି ସମୁଦ୍ର ମନ୍ଥନ ସମୟରେ ଭଗବାନ ବିଷ୍ଣୁ ଙ୍କ ଅବଦାନ ଅଧିକ ଥିଲା ତେଣୁ କରି ମା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ସେମାନଙ୍କ ଉପରେ ଥାଏ ଯେଉଁ ମାନଙ୍କର ଧନ ସମସ୍ଯା ଥାଏ ସେମାନେ ଏହାକୁ ରଖିବା ଏହି ସମସ୍ଯା ଦୂର ହୋଇ ଯାଏ ।

କିନ୍ତୁ ଏହାକୁ କେଉଁ ଧାତୁର ରଖିବେ ଓ କିଭଳି ର୍କଖିବେ ଆସନ୍ତୁ ଜାଣିବା । ଯଦି ଏଖି ଜୀବନ୍ତ କଇଁଛ ରଖିବେ ସେମାନେ ଏହାକୁ ଖାଇବା କୁ ଦେଇ ବଡ କରିବା ଦ୍ଵାରା ସେମାନଙ୍କ ସମସ୍ଯା ମଧ୍ୟ ଦୂର ହୋଇ ଯାଇଥାଏ ।

ଆପଣ ଜାଣିଥିବେ କି ଏହାକୁ ପୂଜା ମଧ୍ୟ କରାଯାଏ ମନ୍ଦିର ମାନଙ୍କ ରେ । କଇଁଛ ମାନଙ୍କ ପ୍ରତିମା ରଖିବା କିମ୍ବା କଇଁଛ ଜୀବନ୍ତ ରଖିବା ଏକା କଥା ହୋଇ ଥାଏ । ଯେଉଁ ମାନେ ଅସୁବିଧା ପାଇଁ କଇଁଛ କୁ ରାଖୀ ପାରୁନାହାନ୍ତି ସେମାନେ ନିଶ୍ଚିତ ଭାବେ ଏହାର ପ୍ରତିମା କୁ ରଖୀ ପାରିବେ । ଆପଣ ଏହାକୁ ଉତ୍ତର ଦିଗ ରେ ରଖିବେ ନହେଲେ ଏହାକୁ ଆପଣ ପୂର୍ବ ଦିଗରେ ରଖିବେ ।

ଏହାକୁ ଯଦି ଆପଣ ଉତ୍ତର ଓ ପୂର୍ବ ଦିଗ କରିକି ରଖୁଛନ୍ତି ତାହେଲେ ମଧ୍ୟ ଆପଣ ଏହାକୁ ରଖୀ ପାରିବେ । ଆପଣ ଏହାକୁ ଘର ର ଯେଉଁ ଆଡେ ଦ୍ଵାର ଅଛି ସେହି ଦିଗକୁ ରଖନ୍ତୁ ନି । ଆପଣ ଏହି କଇଁଛ କୁ ଯେଉଁ ଜାଗାରେ ରଖିବେ ତାକୁ ସବୁ ଦିନ ସଫା କରିବେ । କିଛି ପାଣି ଦେଇ ସେହି ଜାଗାରେ ପୁଣି କଇଁଛ ରଖିବେ । ଏତିକି ପାଣି ତ ନିଶ୍ଚିତ ଭାବେ ଯାହା ଦ୍ଵାରା କଇଁଛ ଟି ଅଧା ବୁଡିକି ରହିବ । ଆପଣ କଇଁଛ କୁ ଯଦି ନିଜ ଶୋଇବା ଘରେ ରଖୁଛନ୍ତି ତେବେ ଆପଣ ଏହାକୁ ନିଶ୍ଚିତ ଭାବେ ଶୁଖିଲା ରଖନ୍ତୁ ଏହାକୁ ସବୁ ଦିନ ସଫା କରିବା ପାଇ ଭୁଲି ବେନି ।

ଆପଣ ଯଦି ଏହାକୁ ଦୋକାନରୁ କିଣିକି ଆଣିକି ସେମିତି ରାଖୀ ଦେଉଛନ୍ତି ସେହି ଭଳି କରନ୍ତୁ ନି ଆପଣ ଏହାକୁ ଗଙ୍ଗା ଜଳ ରେ ଧୋଇକି ଭଲ ଭାବେ ଏହାକୁ ପୂଜା କରିକି ଏହାର ସ୍ଥାପନା କରନ୍ତୁ । ବାସ୍ତୁ ଶାସ୍ତ୍ର ଅନୁସାରେ ଜେଊନ ଧାତୁର କଇଁଛ ର୍କଖିଲେ ଏହା ଶୁଭ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ କଇଁଛ କୁ ଆମେ ଯଦି ଘରେ ରଖିବା ଏହା ଘରେ ଥିବା ଖରାପ ଶକ୍ତି କୁ ନଷ୍ଟ କରି ଦେଇଥାଏ ଓ ଆମ ପରିବେଶ କୁ ସକାରତ୍ମକ ଊର୍ଜା ରେ ପରିଣତ କରି ଦେଇଥାଏ । ଏହା ମନ କୁ ଶାନ୍ତି ଦେବା ସହ ଧନ ବୃଦ୍ଧି ହୋଇ ଥାଏ । ଏହା ସହ ଯେଉଁ ମାନଙ୍କ ସାନ୍ତାନ ନ ହାଉ ଥାଏ ସେମାଙ୍କ ସନ୍ତାନ ହେବା ସହ ସେମାନଙ୍କ ଘରେ ସଭିଙ୍କ ଆୟୁଷ ଲାମ୍ବା ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button