ଜ୍ୟୋତିଷ

ତୁଳସୀର ଗୋଟିଏ ପତ୍ର ନିଜ ପର୍ଶରେ ରଖନ୍ତୁ ତାପରେ ଦେଖନ୍ତୁ କାମାଲ…

ତୁଳଶି ଗଛର ପତ୍ର ଆମ ପାଇଁ ସବୁ ବେଳେ ଦରକାରୀ ହୋଇ ଥାଏ । ଆପଣ ମାନଙ୍କ ମଧ୍ୟରୁ ଯଦି କେହି ଏହା ଜାଣି ନଥିବେ ତେବେ ଆଜି ଜାଣି ଯିବେ କି ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କର କଣ କଣ ଫାଇଦା ହେବ ।

ଗାଧୋଇ ସାରିବା ପରେ ଯଦି ନାରୀ ମାନେ ସଫା ବସ୍ତ୍ର ପିନ୍ଧିକି ମା ତୁଳଶି ଙ୍କ ପୂଜା କରିବେ । ତେବେ ନିଶ୍ଚିତ ଭାବେ ଘରେ ସବୁ ମଙ୍ଗଲ ହେବ । ଯେଉଁ ମାନେ ପୂଜା କରିବା ସମୟରେ ତୁଳଶି ଗଛ ର ଜଟା କୁ ନେଇକି ଭଗବାନ ବିଷ୍ଣୁ ଙ୍କୁ ଚଢେଇ ବା ଦ୍ଵାରା ଆପଣ ଙ୍କ ସମୟ ଭଲ ଜୀବ । ଯେଉଁ ମାନେ ନିଜର ଖରାପ ଗ୍ରହକୁ ଭଲ କରିବା ପାଇଁ ଚାହାଁନ୍ତି ସେମାନେ ନିଶ୍ଚିତ ଭାବେ ଭଗବାନ ବିଷ୍ଣୁ ଙ୍କ ପାଖରେ ପୂଜା କରନ୍ତି ।

ପୂଜା କରିବା ସମୟରେ କିଛି ତୁଳଶି ପତ୍ର ନେଇ ତାଙ୍କ ଭୋଗରେ ପକାନ୍ତୁ ଦେଖିବେ ଭଲ ପରିଣାମ ମିଳିବ । ଏହା ସହ ଆପଣ ଯଦି ତୁଳଶି ମୂଳରେ ସବୁ ଦିନ ଘିଅ ର ଦୀପ ଜାଳିବେ ତେବେ ଦେଖିବେ ଖୁବ ଭଲ ପରିଣାମ ମିଳିବ । ତେବେ ଆପଣ ଏହାକୁ କେବଳ ପୂଜା କାଲେ ହେବନି ସଠିକ ଭାବେ ଏହାର ଯତ୍ନ ମଧ୍ୟ ନେବା ଉଚ୍ଛିତ । ଏହା ସହ ଆହୁରି କିଛି କଥା ଅଛି ଜେଭଳି କି ଗଛ ମୂଳରେ ନାଲି ଓଢଣି ଆଣିକି ବାନ୍ଧିବା ।

ଏହା ସହ ଏହାକୁ ସବୁ ଦିନ ସିନ୍ଦୁର ଓ ଚନ୍ଦନ ଦେଇ ପୂଜା ଅକରିବା ଭଳି କିଛି କାମ । ଆପଣ ମାନେ ବୋଧେ ହୁଏ ଜାଣି ନଥିବେ କିନ୍ତୁ ତୁଳଶି କୁ ବିଷ୍ଣୁ ପ୍ରିୟା ବୋଲି ମଧ୍ୟ କୁହା ଯାଉଛି । କାରଣ ଭଗବାନ ବିଷ୍ଣୁ ଙ୍କୁ ଏହା ଖୁବ ପସନ୍ଦ । ତୁଳଶି ଗଛ ଯେଉଁ ଜାଗାରେ ରେ ହେଲେ ମଧ୍ୟ ଏହା ପୂଜନୀୟ । ଏହାର ପତ୍ର କୁ ନେଇକି ଆପଣ ନିଜ ପରଶ ରେ ରଖିବା ଦ୍ଵାରା ଧାନର ବୃଦ୍ଧି ହୋଇ ଥାଏ ।

କେବଳ ସେତିକି ନୁହେଁ ଏହାକୁ ଗୁରୁବାର, ମଙ୍ଗଳବାର, ରବିବାର ଦିନ ତୋଳିବା ଉଚ୍ଚିତ ନୁହେଁ । ଆମେ ଯଦି ସୋମବାର, ବୁଧବାର, ଶୁକ୍ରବାର, ଶନିବାର ଦିନ ଏହାକୁ ତୋଳି ପାରିବେ । ଆପଣ ଏହାକୁ ସବୁଦିନ ମାନିବା ପାଇଁ କୁହା ଯାଉନି । ଆପଣ ଏହି ଯେଉଁ ବିଧି କରିବେ ଶେଠୀ ପାଇଁ ଆପଣ ଏହି ପତ୍ର କୁ ଏହି ଦିନ ନ ତୋଳିବା ଭଲ ବୋଲି କୁହା ଯାଇଛି । ଏହା ପରେ ଏହାକୁ ଆପଣ ଟଙ୍କା ରଖୁଥିବା ଜାଗାରେ ରଖୀ ଦେବେ ।

କିନ୍ତୁ ଆପଣ ଧ୍ୟାନ ରଖିବେ ଜେଭଳି ଭାବେ ଆପଣ ଏହା କୁ ରଖୁଥିବା ପର୍ଶ ଟି କଳା ନ ହୋଇଥିବ । ଆଉ ଏକ କଥାର ଧ୍ୟାନ ରଖିବେ ଏକ ମାଳୀ ନେଇକି ଯିବେ ୧୦୮ ଥର ଜପ କରି ଏହାକୁ ତୋଳି ନିଅନ୍ତୁ ଏହାକୁ ତୋଳିବା ପରେ ହାତରେ ଥିବା ଅବସ୍ଥାରେ ୨୧ ଥର ନହେଲେ ୧୦୮ ଥର ରାମ ନାମ ଜପ କରି ଏହାକୁ ଆଣିବା ସମୟରେ ଝିଟିପିଟି, କଇଁଛ, ମାଛ ଦେଖନ୍ତି ଏହା ଶୁଭ ଅଟେ । କିମ୍ବା ଆଣିବା ସମୟରେ ଯଦି ଆପଣଙ୍କ ର ଛିଙ୍କ ହୁଏ ତେବେ ଆପଣଙ୍କ ପର୍ଶ କେବେ ଭି ଖାଲି ରହିବନୀ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button