ଜ୍ୟୋତିଷ

ସକାଳୁ ଉଠି ମହିଳାଙ୍କ ଏହି ଗୁପ୍ତ ଅଙ୍ଗ ଦବାଇଲେ ହୋଇଥାଏ ଧନର ବର୍ଷା, ବିବାହିତ ତୁରନ୍ତ ଦେଖନ୍ତୁ- Chankaya Niti

ଆମ ଶସ୍ତ୍ର ଅନୁସାରେ ଅନେକ ନୀତି ନିୟମ ଅଛି । ମାତ୍ର କହିବା ପାଇଁ ଏମାନଙ୍କ ମଧ୍ୟରୁ ଏକ ନିୟମ ହେଉଛି ଚାଣକ୍ୟ ନୀତି । ଏହି ନୀତି ଅନୁସାରେ ଆପଣ ଜାଣି ପାରିବେ କି ଆମେ ଆମ ପ୍ରତେକ ଦିନର ଜୀବନରେ କଣ କଣ ଭୂ କରି ଦେଇଛୁ ଯାହା ଆମେ କରିବା କଥା ନୁହେଁ ।

କୁହା ଯାଏ କି ଅଜାଣତରେ ହୋଇଥିବା ଭୁଲ ମଧ୍ୟ ଭୁଲ ହୋଇଥାଏ । ଏହି ନୀତି ଅନୁସାରେ ସ୍ତ୍ରୀ କୁ ୩ ଟି ଜିନିଷ ବିଷୟରେ କେବେ ହେଲେ ଚିନ୍ତା କରିବା କଥା ନୁହେଁ ଏହି ୩ ଟି ଜିନିଷ କଣ କଣ ଅଟେ ଆସନ୍ତୁ ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ । ସ୍ତ୍ରୀ କୁ ଘରେ ରଖିବା ଉଚ୍ଚିତ ନୁହେଁ ମାତ୍ର ସ୍ତ୍ରୀ କୁ ବାହାର ଦୁନିଆ ଦେଖାଇବା କିମ୍ବା ଶିକ୍ଷିତ କରିବା ମଧ୍ୟ ଭୁଲ ନୁହେଁ । ସ୍ତ୍ରୀ କୁ ସବୁ ବେଳେ ଶିକ୍ଷିତ କରିବା ଆବଶ୍ୟକ କାରଣ ହେଉଛି ଗୋଟେ ସ୍ତ୍ରୀ କେବେହେଲେ ଅଶିକ୍ଷିତ କଥା ନୁହେଁ ।

କାରଣ ଏକ ଶିକ୍ଷିତ ସ୍ତ୍ରୀ ବିନା ଏକ ଭଲ ସାମାଜର କଲ୍ପନା କରିବା ଅସମ୍ଭବ ଅଟେ । ଏହା ପରେ ହେଉଛି ନାରୀ ଯଦି ଲୋଭୀ ହୋଇ ଯାଏ ତେବେ ଘର ଆଉ ଘର ହୋଇକି ରହେନୀ । ସେହି ଘରେ ଖୁବ ଅସାନ୍ତି ଆରମ୍ଭ ହୋଇଥାଏ । ସେହି ଘରେ ସୁଖ ଶାନ୍ତି ନଷ୍ଟ ହୋଇଯିବା ସହ ଅନେକ ଲୋକମାନେ ଏହା ପାଇଁ କଷ୍ଟ ପାଇ ଥାନ୍ତି । କାରଣ କୁହାଯାଏ କି ନାରୀ ଯେତେବେଳେ ନିଜ ପାଇ ଲୋଭ କରେ ସେତେବେଳେ ସବୁ କିଛି ନଷ୍ଟ ହୋଇଯାଏ ।

ଯେପରିକି କୈକଇ ନିଜ ପୁତ୍ର ପାଇଁ ଲୋଭ କରି ସାରା ଅଜୋଧ୍ୟା କୁ ଦୁଃଖରେ ଭସାଇ ଦେଇଥିଲେ । ସେହି ଭଳି ନାରୀକୁ କେବେ ହେଲେ ହିଂଶା କରିବା କଥା ନୁହେଁ କାରଣ ନାରୀ ଯଦି ହିଂଶା ମନ ଭାବ ର ହୋଇବ ତେବେ ସେ ନିଶ୍ଚିତ ଭାବେ ନିଜର ସବୁ କିଛି ହରାଇ ବା ସହ ନିଜ ପ୍ରତିଷ୍ଠା, ଧନ, ସମ୍ମାନ ମଧ୍ୟ ହରାଇବ । ଏବେ ଆସନ୍ତୁ ଜାଣିବା ଚାଣକ୍ୟ ଙ୍କ ମତ ଅନୁସାରେ କେଉଁ ଅଙ୍ଗକୁ ଛୁଇଁବା ଭଲ ହୋଇଥାଏ ନାରୀ ମାନଙ୍କ ର ।

ଭାରତରେ ନାରୀ ମାନଙ୍କୁ ପୂଜା କରାଜଯାଏ କୁହାଯାଏ କି ନାରୀମାନେ ସବୁ ପ୍ରାକାର ଦୁଃଖ ସହିକି ସବୁ ପ୍ରକାର କଷ୍ଟ ସହିକି ନିଜ ପରିବାର ଓ ପିଲା ପାଇଁ ସବୁବେଳେ ମଙ୍ଗଲ କାମନା କରିଥାନ୍ତି । ଯଦି ଆମେ ଦେଖିବା ପାଇଁ ଯିବା ତେବେ ଯେଉଁ ମହିଳା ଅମାନେ ସବୁ କାମ କରନ୍ତି ଓ ସବୁ ପ୍ରକାର କଷ୍ଟକୁ ନିଜର କରିଥାନ୍ତି ସେହି ମହିଳା ମାନେ ସବୁବେଳେ ନିଜର ଶକ୍ତିକୁ

କାହାକୁ ଦେଖାଇ ନଥାନ୍ତି ଏହି ଭଳି ମହିଳାଙ୍କ ପାଦରେ ଅନେକ ଶକ୍ତି ଥାଏ ଯଦି ଆମେ ସକାଳୁ ଉଠି ଭଲ କାମ କରୁଥିବା କିମ୍ବା ନିଜ ମା ର ପାଦାକୂ ଛୁଇଁବା ତେବେ ଏହା ଆମକୁ ଖୁବ ଭଲ ପରିଣାମ ଦେବ । ଯଦି ଆପଣ ମାନେ ଜାଣିଥିବେ ଓ ଏହାକୁ କରୁଥିବେ ତେବେ ,ମା ଲକ୍ଷ୍ମୀ ଆପଣଙ୍କ ଉପରେ ସବୁବେଳେ ପ୍ରସନ୍ନ ରହିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button