ଦେଶ- ବିଦେଶ
-
Beauty Tips- ବେସନରେ କେବଳ ଏହି ଗୋଟିଏ ଜିନିଷ ମିଶାଇ ଲଗାନ୍ତୁ, ମାତ୍ର ଗୋଟିଏ ଦିନରେ ଚେହେରା ଏତେ ଗୋରା ଆଉ ସୁନ୍ଦର ହେଇଯିବ, ସମସ୍ତେ ଦେଖି ହେବେ ଆଶ୍ଚର୍ଯ୍ୟ
ସାଧାରଣ ଭାବରେ ଆପଣ ମାନେ ନିଜ ଚେହେରା କୁ ସୁନ୍ଦର ରଖିବା ପାଇଁ ବହୁତ ଉପାୟ କରନ୍ତି । ବହୁତ ହାଇ ପାୱାର ଔଷଧ ମଧ୍ୟ ଖାଇବାକୁ…
Read More » -
ଭାଗ୍ୟଶାଳୀ ସ୍ତ୍ରୀଙ୍କ 5 ଚମତ୍କାରୀ ଲକ୍ଷଣ, ବିବାହ ପରେ ବଦଳାଇ ଦିଅନ୍ତି ସ୍ବାମୀର ଭାଗ୍ୟ, ହେଇଥାଏ ପ୍ରବଳ ଉନ୍ନତ୍ତି
ଭାରତୀୟ ସଂସ୍କୃତିରେ ମହିଳାଙ୍କୁ ପୂଜ୍ୟ ଓ ସମ୍ମାନୀୟ ବୋଲି ମାନାଯାଏ । ଏହି କାରଣରୁ ଆମର କନ୍ୟା ସନ୍ତାନଙ୍କ ପୂଜାର ପରମ୍ପରା ରହିଛି । ବୈଦିକ ବ୍ୟବସ୍ଥାରେ…
Read More » -
ଯେବେ ଭାଗ୍ୟ ସାଥ ଦେଇ ନଥାଏ ତ କଣ କରିବେ, ଜାଣନ୍ତୁ ଶ୍ରୀକୃଷ୍ଣଙ୍କ ଠାରୁ -Krishna Vani
ଯେତେବେଳେ ମନୁଷ୍ୟର ଭାଗ୍ୟ ଖରାପ ଥାଏ ସେହି ସମୟରେ ତାକୁ ମିଠା ପାଣି ମଧ୍ୟ ତାକୁ ଲୁଣି ଲାଗିଥାଏ । ଏହା ସତ୍ୟ ନୁହେଁ କାରଣ ସବୁର…
Read More » -
କେଶ ସମସ୍ଯା ପାଇଁ ରାମବାଣ ଅଟେ ଏହି ଯାଦୁଇ ତେଲ, ନା ଝଡିବ ନା ଛିଣ୍ଡିବ, ପତଳା ବାଳ ଏତେ ମୋଟ ଓ ଘନ ହେଇଯିବ ଯେ ସମସ୍ତେ ଖାଲି ବୁଲି ବୁଲି ଚାହିଁବେ- Healthy Hair Tips
ପ୍ରତେକ ପୁଅ ବା ଝିଅର ଚୁଟି ଝଡିବା ଆଜିକାଲି ଗୋଟେ ବହୁତ ବଡ କାରଣ ଭାବେ ସମସ୍ଯା ସୃଷ୍ଟି କରୁଛି । ଚୁଟି ଝଡିବାର ଅନେକ କାରଣ…
Read More » -
ଏହି ଦୁନିଆରେ ଅନେକ ପ୍ରକାର ରୋଗ ଅଛି ମାତ୍ର ଆମେ ଜାଣିଛୁ ପ୍ରତେକ ରୋଗ ଶରୀର ବାହାରୁ ଆମକୁ ଆକ୍ରାନ୍ତ କରିଥାଏ । ଯଦି ରୋଗ ଆମ ମୁଣ୍ଡରେ ଅଛି ତାହେଲେ ଆମେ କଣ କରିବା କେବେ ଭାବିଛନ୍ତି । କହିବା ମାନେ ହେଉଛି ଯଦି ଆପଣ କେବେବି ନିଜକୁ କିଛି ସମୟ ପାଇଁ ଜନ ଗହଳି ମାନେ ପରିବାର ହେଉ କିମ୍ବା ସାଙ୍ଗ ସାଥି ମାନଙ୍କ ପାଖରୁ ଦୂରେଇ ରଖିଛନ୍ତି କି ଯଦି ହଁ ତାହେଲେ ସେହି ସମୟର ଚିନ୍ତା କଣ ଥାଏ ଆପଣଙ୍କ ସହ । ଆମେ କହି ରଖୁଚୁକୀ ଆପଣ ନିଜକୁ ଅଲଗା ରଖିବା ସମୟରେ ଅନେକ କଥା ଚିନ୍ତା କରିଥାନ୍ତି । ଏହା ଅତୀତ ହୋଇ ପାରେ କିମ୍ବା ବର୍ତ୍ତମାନ ହୋଇ ପାରେ । ଯାହା ବି ହେଉ ଆପଣ ସେ ବିଷୟରେ ଚିନ୍ତା କଲେ କିଛି ବି ମିଳିବନି । The Most Harmful Part Of The Chicken You Should Avoid At All Cost Herbeauty Why Women Choose Older Men—And It’s Not What You Think Brainberries 14 Special Things He’ll Do Only If He’s Madly In Love With You Herbeauty Meghan Markle’s Most Awkward Moments Caught On Camera Herbeauty ଯଦି ଆପଣ ନିଜ ବିଷୟରେ ମାନେ ଯଦି ଅତୀତ କିମ୍ବା ଭବିଷ୍ୟତ ପାଇଁ ଚିନ୍ତା କରୁଛନ୍ତି ତାହେଲେ ମଧ୍ୟ ଆପଣ ନିଜକୁ ଭଲ ଅନୁଭବ କରେଇ ପାରିବେନି । ଆପଣଙ୍କ ରୋଗ ହେଉଛି ଅଧିକ ଭାବିବା । ଅଧିକ ଭାବିବା ଦ୍ଵାରା ଆପଣ କେବଳ କଷ୍ଟ ଓ ଅସାନ୍ତି ପାଇବେ । ଆମେ ଯାହାକୁ ଆପଣେଇ ଥାଉ ସେ ସବୁବେଳେ ଠିକ ଥିବ ଏହାର ମାନେ ନାହି । ଆମେ କିନ୍ତୁ ଏହା ଜାଣି ରଖିବା ଉଚିତ କି ଆମେ ବର୍ତ୍ତମାନ ରେ ବଞ୍ଚିଛୁ ତେଣୁ ଅନ୍ୟ ସମୟ ପାଇଁ ଚିନ୍ତା କରିବା ଭଲ ନୁହେଁ । ଆପଣ ମେଡିଟେସନ କରିପାରିବେ । अन्य जबरदस्त कंटेंट भुबनेश्वर में सभी डायबिटीज के लिए यही उपाय अपना रहे हैं! Insulux Diabetic Support Do You Remember Her? Wait Until You See Her Today Buzz Day Viewers Had To Look Away When This Happened On Live Tv Buzz Day Malia Obama’s Stunning Beach Style: Best Bikini Moments! Buzz Day ଏହାକୁ ଅଟକେଇବା ପାଇଁ ଆପଣ କିଛି ସମୟ ପାଇଁ ନିଜ ଅଭ୍ଯାସ ଉପରେ ଧ୍ୟାନ ଦିଅନ୍ତୁ । ନିଜେ ନିଜ କୁ ଅଭ୍ଯାସରେ ପକାନ୍ତୁ ଦେଖିବେ ଆପଣ ଏଥିରୁ ମୁକ୍ତି ପାଇ ଯିବେ । ଅର୍ଜୁନ ଗୀତାରେ ଭଗବାନ ବିଷ୍ଣୁ ଙ୍କୁ ପଚାରିଥିଲେ କି ମୁ ଜଣେ ଦେବ ପୁତ୍ର ହୋଇ ଯଦି ଅତ୍ୟଧିକ ଚିନ୍ତାରୁ ମୁକ୍ତି ପାଇ ପାରୁନି ତେବେ ଗୋଟେ ସାଧାରଣ ମଣିଷ କିଭଳି ଏହି ଚିନ୍ତାରୁ ନିଜକୁ ମୂକ୍ତ କରାଇ ପାରିବ, ସେତେବେଳେ ଭଗବାନ କହିଥିଲେ କେବଳ ଅଭ୍ୟାଶ ଦ୍ଵାରା ଆମେ ସବୁ କିଛି କରି ପାରିବା । ଆଉ ଏକ କଥା କାହା ପାଇଁ ନିଜେ ନିଜକୁ କଷ୍ଟ ଦେବା ଅନୁଚିତ କଣ ହୋଇ ପାରିଥାନ୍ତା କଣ ହେବ କଣ ପାଇଁ ହେଲାନି, ଯଦି ହୋଇ ଥାନ୍ତା ତ କଣ ହୋଇ ଥାନ୍ତା । ଏସବୁ ଭାବିବା ଦରକାର ନାହିଁ କାରଣ ଆମେ ଅତୀତକୁ ଯାଇ ସବୁ ଠିକ କରି ପାରିବାନି । ଆଉ ଏକ କାହାଣୀ ଅଛି ଦ୍ରୋପତି କଦାଚିତ ଘୋର ତପସ୍ଵା କରିଥିଲେ ଓ ତାଙ୍କୁ ଭଗବାନ ବର ଦେବା ପାଇଁ ଯେତେବେଳେ ଆସିଥିଲେ ସେତେବେଳେ ସେ କହିଥିଲେ କି ତାଙ୍କୁ ୫ ଟି ଗୁଣ ଥିବା ସ୍ଵାମୀ ଦରକାର ମାତ୍ର ଭଗବାନ କହିଥିଲେ କି ଏଭଳି ମଣିଷ ଆଜି ଯାଏ ତିଆରି ହୋଇନି । ତଥାପି ଦ୍ରୋପତି ଙ୍କ ଜିଦି ପାଇଁ ତାଙ୍କୁ ୫ ଟି ସ୍ଵାମୀ ପ୍ରାପ୍ତି ହୋଇଥିଲେ । ଏଥିରୁ ଆମେ ଗୋଟେ ଜିନିଷ ଶିଖିଲେ ବାସ ଅଭି ପାଇଁ କାମ କରିଚାଲ । ଭାବିବା ପାଇଁ ସମୟ ନଷ୍ଟ କରି ଅଧିକ ଖୁସି ନୁହେଁ ଦୁଃଖ ପାଇବା । ବର୍ତ୍ତମାନ ରେ ବଞ୍ଚିବା, ଯଦି କିଛି ସମସ୍ଯା ଅଛି ତାହେଲେ ତାର ସମାଧାନ ବିଷୟରେ ଭାବିବା । ସମସ୍ଯା କୁ ଭାବିଲେ ସମାଧାନ ମିଳିବନି ।
ଆଚାର୍ଯ୍ୟ ଚାଣକ୍ୟ, ଚାଣକ୍ୟ ନୀତିର ତୃତୀୟ ଅଧ୍ୟାୟରେ ଲେଖିଛନ୍ତି କି, କାହାର କୁଳରେ ଦୋଷ ନାହିଁ? କିଏ ଏପରି ଅଛି ଯିଏ କେବେ ରୋଗରେ ପୀଡିତ ହୋଇ…
Read More » -
ଧଳା ଦାଢ଼ି ଏବଂ ନିଶ ବିନା ଡ଼ାଈ ରେ ଏମିତି କରନ୍ତୁ କଳା, ୧୦୦ ବର୍ଷ ପର୍ଯ୍ୟନ୍ତ କଳା ରହିବ
କିଛି ଲୋକଙ୍କର କମ ବୟସରୁ ଦାଢି ନିଶ ଧଳା ହେବାର ଦେଖାଯାଏ । ଏହାର ବିଭିନ୍ନ କାରଣ ରହିଛି । ଯଦି ଆମ ଶରୀରରୁ ମିଲେନିୟମ କମ…
Read More » -
ଅଧିକ ଶା-ରୀ-ରି-କ ସ-ମ୍ପ-ର୍କ ରଖିଲେ ମହିଳାମାନେ କଣ ହେଇ ଯାଆନ୍ତି ମୋଟା ? ଜାଣନ୍ତୁ କଣ କହୁଛି ରିସର୍ଚ୍ଚ ? Health Tips
ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଯେ ପ୍ରତେକ ବ୍ୟକ୍ତି ସ-ମ୍ବ-ନ୍ଧ ରଖିବାକୁ ପସନ୍ଦ କରିଥାଏ ବା ଇଚ୍ଛା ପ୍ରକାଶ କରିଥାଏ । ଏହି ଇଚ୍ଛା…
Read More » -
କେଶ ଝଡ଼ିବା ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ ଏହାର କାରଣ ଓ ନିରାକରଣ- Dr Manas Ranjan Puhan
ଆଜିକାଲି କେଶ ଝଡିବା ଏକ ପ୍ରମୁଖ ସମସ୍ଯା । ପ୍ରତ୍ଯେକ ଦିନ ପ୍ରତ୍ଯେକ ବ୍ୟକ୍ତିଙ୍କ କିଛି ନା କିଛି କେଶ ଝଡିଥାଏ । ମାତ୍ର କେଶ ଝଡିବା…
Read More » -
Hair care: ଧଳା କେଶକୁ ବି କଳା କରିଦେବ ଏହି ଚମତ୍କାରୀ ତେଲ, ଥରେ ଲଗେଇ ଦେଖନ୍ତୁ ହେୟାର ଡାଏ କରିବା ବି ଭୁଲିଯିବେ
ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ଏକ ତେଲ ବନାଇବା ଶିଖାଇବୁ ଯାହା ଆପଣ ପ୍ରୟୋଗ କଲେ ଆପଣଙ୍କ କେଶ ସଂପୂର୍ଣ୍ଣ ଭାବେ ଧଳା ହୋଇଯିବ ।…
Read More » -
ରାତିକ ମଧ୍ୟରେ ବଦଳିଗଲା ଟ୍ରକ ଡ୍ରାଇଭର ର ଜୀବନ, ଜ୍ୟାକପଟ ରେ ମିଳିଲା 2112 କୋଟି ଟଙ୍କା
ମଣିଷ ସେପର୍ଯ୍ୟନ୍ତ ଗରିବ ଥାଏ ଯେପର୍ଯ୍ୟନ୍ତ ଭଗବାନ ତା ସାଥିରେ ନଥାନ୍ତି । କିନ୍ତୁ ଯେତେବେଳେ ଭଗବାନ ଦେଇଥାଏ ତ ଛପର ଫାଡି କି ଦେଇଥାଏ ।…
Read More »