ଦେଶ- ବିଦେଶ
-
ନିଜ କପାଳରେ ଥିବା ରେଖାରୁ ଜାଣନ୍ତୁ ନିଜ ଭାଗ୍ୟ, ଶୀଘ୍ର ଦେଖନ୍ତୁ
କୁହାଯାଏ ଯେ ଦୁନିଆରେ ପ୍ରକୃତି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅନ୍ୟ ବ୍ୟକ୍ତିଙ୍କଠାରୁ ଭିନ୍ନ ଭାବରେ ତିଆରି କରିଛି । ରୂପ ,ରଙ୍ଗ ଏବଂ ସ୍ୱଭାବ ଦୃଷ୍ଟିରୁ ବ୍ୟକ୍ତିମାନେ ପରସ୍ପରଠାରୁ…
Read More » -
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେ ମାସରେ କେତେକ ଗ୍ରହ ନିଜର ଗତି ପରିବର୍ତ୍ତନ କରିବେ । ଏହି ଗ୍ରହ ଗୁଡିକରେ ସୂର୍ଯ୍ୟ, ମଙ୍ଗଳ, ବୁଧ ସାମିଲ ଅଛନ୍ତି । ଏହି ମାସରେ ବୁଧ ଦୁଇ ଥର ନିଜର ରାଶି ପରିବର୍ତ୍ତନ କରିବେ । ଏହା ସହିତ ମେ ୨୦୨୦ ରେ ଗୁରୁ, ଶୁକ୍ର ଓ ଶନି ଗ୍ରହ ବକ୍ରୀ ହେବେ । ଏହି ସମସ୍ତ ଗ୍ରହମାନଙ୍କ ଗତିର ପ୍ରଭାବ ଆପଣ ସମସ୍ତଙ୍କ ଉପରେ ଶୁଭ ପ୍ରଭାବ ପକାଇବ । ମେ ର ପ୍ରଥମ ସପ୍ତାହର ୪ ତାରିଖକୁ ଊର୍ଜା, କ୍ରୋଧ ଓ ସୈନ୍ୟ ଶକ୍ତିର କାରକ ମଙ୍ଗଳ ଗ୍ରହ କୁମ୍ଭ ରାଶିରେ ପ୍ରବେଶ କରିବେ । ଏହି ରାଶିରେ ମଙ୍ଗଳ ଗ୍ରହ ୧୮ ଜୁନ ୨୦୨୦ ପର୍ଯ୍ୟନ୍ତ ରହିବେ । ଏହି ଅବଧିରେ କୁମ୍ଭ ରାଶିର ଜାତକଙ୍କ ସାହସ ଓ ପରାକ୍ରମ ବଢିବ । କିନ୍ତୁ ଏହି ସମୟରେ କୁମ୍ଭ ରାଶିର ଲୋକମାନଙ୍କ କ୍ରୋଧ ବି ବଢିବ । ସେଥିପାଇଁ ଆପଣଙ୍କୁ ନିଜ ଉପରେ ସଂଯମତା ରଖିବାକୁ ହେବ । ଅନ୍ୟଥା ବିବାଦ ହୋଇପାରେ । See Mark Zuckerberg’s Legendary Prenup Agreement Zestradar Prince Harry Admitted What Was Suspected All Along About Archie Buzz Day Malia Obama Hits The Beach In Style — See Her Best Moments! Buzz Day Why Are People Suddenly Questioning The Obamas’ Marriage? Zestradar ୯ ମେ ରେ ବୁଧ ବୃଷ ରାଶିରେ ହେବେ ଗୋଚର ସମ୍ବାଦ, ସଂଚାର ଓ ବୁଦ୍ଧିର ପ୍ରତୀକ ବୁଧ ଗ୍ରହ ୯ ମେ ରେ ବୃଷ ରାଶିରେ ପ୍ରବେଶ କରିବେ । ଏହି ସମୟରେ ବୃଷ ରାଶିର ଜାତକମାନଙ୍କ ଉପରେ କିଛି ପ୍ରଭାବ ରହିବ । ଏହା ସମୟରେ ଆପଣଙ୍କ କ୍ଷମତା ବି ବୃଦ୍ଧି ହେବ । ଆପଣ ସାହସର ସହିତ ନିଜର କଥାକୁ ରଖିବେ । ଆପଣଙ୍କ ଦୃଷ୍ଟିକୋଣ ସ୍ପଷ୍ଟ ହେବ । ୧୪ ମେ ରେ ସୂର୍ଯ୍ୟ ବୃଷ ରାଶିରେ କରିବେ ପ୍ରବେଶ अन्य जबरदस्त कंटेंट Prince Harry Admitted What Was Suspected All Along About Archie Buzz Day See Mark Zuckerberg’s Legendary Prenup Agreement Zestradar Malia Obama Hits The Beach In Style — See Her Best Moments! Buzz Day Why Are People Suddenly Questioning The Obamas’ Marriage? Zestradar ୧୪ ମେ ରେ ସୂର୍ଯ୍ୟ ମେଷ ରାଶିରୁ ବାହାରି ବୃଷ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟ ଏହି ରାଶିରେ ୧୫ ଜୁନ ୨୦୨୦ ପର୍ଯ୍ୟନ୍ତ ରହିବେ । ସୂର୍ଯ୍ୟର ଏହି ରାଶିରେ ଆସିବା ଦ୍ଵାରା ଏହି ରାଶିମାନଙ୍କୁ ମିଶ୍ରିତ ଫଳାଫଳ ମିଳିବ । ଏହା ସହିତ ଆପଣ ସମସ୍ତ ସମସ୍ୟାର ସମାଧାନ ବାହାର କରିବେ ଓ ସମସ୍ତ କ୍ଷେତ୍ରରେ ବିଜୟ ପ୍ରାପ୍ତ ବି କରିବେ । ଅନ୍ୟ ପଟେ ଆପଣଙ୍କ ଭିତରେ ଅହଂକାର ବି ଆସିପାରେ । ଯାହାର ପ୍ରଭାବ ଦ୍ଵାରା ଆପଣଙ୍କ ସମ୍ପର୍କ ବି ଖରାପ ହୋଇପାରେ । ସୂର୍ଯ୍ୟର ଏହି ଗୋଚର ଆପଣଙ୍କ ଦାମ୍ପତ୍ୟ ଜୀବନ ପାଇଁ ଅନୁକୂଳ ନ ହୋଇପାରେ । ୨୫ ମେ ବୁଧ ମିଥୁନ ରାଶିରେ କରିବେ ପ୍ରବେଶ ମିଥୁନ ବୁଧର ରାଶି ଅଟେ । ଏହି ବର୍ଷ ୨୫ ମେ ରେ ବୁଧ ନିଜ ରାଶିରେ ପ୍ରବେଶ କରିବେ । ଏହି ସମୟରେ ଆପଣ ନିଜର ଭଲ ସ୍ଵଭାବ କାରଣରୁ ଲୋକମାନଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ହେବେ । ସମାଜ ମଧ୍ୟରେ ଆପଣଙ୍କ ଛବି ଭଲ ରହିବ ଓ ଲୋକମାନେ ଆପଣଙ୍କୁ ସମ୍ମାନ ଦୃଷ୍ଟିରେ ଦେଖିବେ । ଏହି ଗୋଚର କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟରେ ବି ବିଭିନ୍ନ ପ୍ରକାରର ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ବୈବାହିକ ଜୀବନରେ ଆପଣଙ୍କୁ ଉତ୍ତମ ପରିଣାମ ମିଳିବ । ୧୧ ମେ ରେ ଶନି ବକ୍ରୀ ୧୧ ମେ କୁ ଶନି ବକ୍ରୀ କରିବେ । ତାଙ୍କର ଏହି ବକ୍ରୀ ଗତି ୧୪୨ ଦିନ ପର୍ଯ୍ୟନ୍ତ ରହିବ । ଏହା ପରେ ୨୯ ସେପ୍ଟେମ୍ବରରେ ପୁଣି ଥରେ ଶନି ମାର୍ଗୀ ହୋଇଯିବେ । ଜ୍ୟୋତିଷ ଶାସ୍ତ୍ରରେ ଶନିର ଗୋଚର, ବକ୍ରୀ ଓ ମାର୍ଗୀ ହେବା ବହୁତ ମହତ୍ଵ ରଖିଥାଏ । ଏହାର ପ୍ରଭାବ ସବୁ ରାଶିଙ୍କ ଉପରେ ପଡିଥାଏ । ୧୩ ମେ ଶୁକ୍ର ବକ୍ରୀ ଏହି ମାସରେ ୧୩ ମେ ରେ ଶୁକ୍ର ଗ୍ରହ ବକ୍ରୀ କରିବେ । ଏହା ପରେ ୨୫ ଜୁନ ୨୦୨୦ରେ ଶୁକ୍ର ମାର୍ଗୀ ହେବେ । ୧୪ ମେ ଗୁରୁ ବକ୍ରୀ ଏହି ମାସରେ ୧୪ ତାରିଖକୁ ଗୁରୁ ବକ୍ରୀ ଭାବରେ ଚଳିବେ ଓ ପୁଣି ୧୩ ସେପ୍ଟେମ୍ବର ୨୦୨୦ରେ ସେ ମାର୍ଗୀ ହେବେ ।
ଯଦି ଆପଣ ହିନ୍ଦୁ ଧର୍ମ ଉପରେ ବିଶ୍ଵାସ ରଖନ୍ତି ତେବେ ଆପଣଙ୍କୁ ଏହା ନିଶ୍ଚିତ ଜଣା ଥିବ କି ଏହି ଧର୍ମର ଲୋକମାନେ ସକାଳୁ ଉଠି ପୂଜା…
Read More » -
ଏହି ଦିନରେ ଜନ୍ମିତ ପିଲାମାନଙ୍କ ଠାରୁ ଭାଗ୍ୟବାନ କେହି ନୁହନ୍ତି, ଜାଣନ୍ତୁ ନିଜ ବିଷୟରେ
ଯଦି ଆପଣ ନିଜର ଭବିଷ୍ୟତ ବିଷୟରେ କିମ୍ବା ଅନ୍ୟ କିଛି ସୂଚନା ହାସଲ କରିବାକୁ ଚାହୁଁଛନ୍ତି ତେବେ ଆପଣ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇ ପାରିବେ ।…
Read More » -
ସକାଳୁ ଉଠି ସର୍ବ ପ୍ରଥମେ କରନ୍ତୁ ଏହି କାମ ଚମକି ଉଠିବ ଆପଣଙ୍କ ଭାଗ୍ୟ
କଣ ପାଇଁ କରିବେ ଭୂମିକୁ ପ୍ରଣାମ, ଏହି ସମଗ୍ର ବିଶ୍ଵର ଜୀବଜଗତ ଧରିତ୍ରି ଦ୍ଵାରା ସମ୍ଭବ ହୋଇ ପାରିଛି । ଧରିତ୍ରୀ ତା’ର ପୃଷ୍ଟ ଉପରେ ସାରା…
Read More » -
ଘରର ଏହି ଜାଗାରେ ଭୁଲରେବି ଲଗାନ୍ତୁ ନାହିଁ ଘଣ୍ଟା, ନଚେତ ଜୀବନ ସାରା ରହିପାରେ ଆର୍ଥିକ ଅସୁବିଧା
ବାସ୍ତୁଶାସ୍ତ୍ର ଅନୁସାରେ ସବୁ ମନୁଷ୍ୟଙ୍କ ଜୀବନର ସମସ୍ତ ଜିନିଷ ବହୁତ ମହତ୍ଵ ପୂର୍ଣ ହୋଇଥାଏ । ଯେମିତି କି ନୂଆ ଘର କିମ୍ବା ନୂଆ ଅଫିସ ଇତ୍ୟାଦି…
Read More » -
ଆପଣଙ୍କର ରାଶି କହିବ କି ଆପଣଙ୍କ ମଧ୍ୟରେ କଣ ଅଛି ଖରାପ ଗୁଣ, ଜାଣନ୍ତୁ !
ନିଜ ରାଶି ବିଷୟରେ ସମସ୍ତେ ଜାଣିଛନ୍ତି । ସମସ୍ତଙ୍କ ରାଶିରେ କିଛି ଭଲ ଏବଂ କିଛି ଖରାପ ଲେଖା ହୋଇଥାଏ । କେତେକ ଲୋକ ରାଶିରେ ଲେଖା…
Read More » -
ସ୍ବପ୍ନ ରେ ଭାଗବାନ ଙ୍କୁ ଦର୍ଶନ କଲେ, ଭୁଲ୍ ରେ ବି କରନ୍ତୁ ନି ଏ କାମ, ନହେଲେ ପରେ ପସ୍ତେଇବାକୁ ପଡ଼ିବ
ସମସ୍ତ ଙ୍କ ପାଇ ସ୍ୱପ୍ନ ଦେଖିବା ସାଧାରଣ କଥା। କିନ୍ତୁ ସ୍ୱପ୍ନ ରେ କଣ ଦେଖିଲୁ ତାହା ବେସୀ ପ୍ରଭାବ ପଡିଥାଏ । ଅଧିକାଂଶ ଏମିତି ହୁଏ…
Read More » -
ଯଦି ଆପଣ ବି ଚାହୁଛନ୍ତି ସଫଳତା ପାଇବା ପାଇଁ ତ ଜଲଦି ଘରକୁ ଆଣନ୍ତୁ ଏହି “କାଠର ବଂଶୀ”
ଏମିତି ଏ ଦୁନିଆ ରେ କେହି ନାହାନ୍ତି ଯେ ନଚାହୁଥିବେ ନିଜ ଘରେ ସୁଖ ଶାନ୍ତି ରହୁ, ସବୁ ସଦସ୍ୟ ସୁସ୍ଥ ଓ ଖୁସି ରୁହନ୍ତୁ। କିନ୍ତୁ…
Read More » -
ମହିଳାଙ୍କ ପାଦରେ ଲୁଚି ରହିଛି ସ୍ଵାମୀଙ୍କ ଭବିଷ୍ୟତର ରହସ୍ୟ
କହିବାକୁ ଗଲେ ବ୍ୟକ୍ତିର ଶରୀରର ବହୁତ ଅଦ୍ଭୁତ ଅଟେ । କାରଣ ବ୍ୟକ୍ତି ଯେତେ ନିଜ ବିଷୟରେ ଲୁଚାଇଲେ ମଧ୍ୟ କିନ୍ତୁ ତାହାର ଶରୀର ତା’ର ସ୍ଵଭାବ…
Read More » -
ରାହୁ ଓ କେତୁଙ୍କର ପଡିଲା କୃପାଦୃଷ୍ଟି, ଏହି ୫ଟି ରାଶିର ବଦଳିଯିବ ଭାଗ୍ୟ, ମିଳିବ ବଡ ସଫଳତା
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ମଧ୍ୟରୁ ରାହୁ ଓ କେତୁ ସବୁଠାରୁ ପାପି ଗ୍ରହ ଅଟନ୍ତି । ଯଦି ଏହି ଦୁଇଟି ଗ୍ରହଙ୍କର ଖରାପ ପ୍ରଭାବ…
Read More »