ଖେଳ ଖବର
-
କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନାଁରେ ଆଉ ଏକ ରେକର୍ଡ, ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ରଚିଲେ ଇତିହାସ
ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି ବିଶ୍ୱର ଷ୍ଟାର୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ। ଏହି ରେକର୍ଡ କ୍ରୀଡା କ୍ଷେତ୍ରରେ ନୁହେଁ, ବରଂ ସୋଶାଲ ମିଡିଆ ପ୍ଲାଟଫର୍ମରେ ରଚିଛନ୍ତି।…
Read More » -
ମହିଳା ଟି -20 ବିଶ୍ୱକପ: ଏହି ଦିନ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହେବ ଲଢେଇ
ନୂଆଦିଲ୍ଲୀ: 3 ଅକ୍ଟୋବରରୁ ମହିଳା ଟି -20 ବିଶ୍ୱକପ 2024 ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ବାଂଲାଦେଶ ଏବଂ ସ୍କଟଲ୍ୟାଣ୍ଡ ମଧ୍ୟରେ ଶାରଜାଠାରେ ଖେଳାଯିବ। ଏହି ପୁରା…
Read More » -
ନାଡାକୁ କୋର୍ଟକୁ ଭିଡିଲେ ବଜରଙ୍ଗ ପୂନିଆ
ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲର ଓ ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୂନିଆ ତାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧ ନେଇ ନାଡାକୁ କୋର୍ଟକୁ ଭିଡିଛନ୍ତି । ତାଙ୍କୁ…
Read More » -
ଶୁବମନ ଗିଲ୍ ସାଜିଲେ ଗାୟକ, ଈଶାନ କିଶନ ହେଲେ ଡ୍ୟାନ୍ସର: ଜନ୍ମଦିନରେ ଏମିତି ମଜାମସ୍ତି କଲେ ଦୁଇ ଖେଳାଳି
ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟର ଶୁବମନ ଗିଲଙ୍କ ୨୫ ବର୍ଷରେ ପାଦ ଥାପିଛନ୍ତି । ସେପ୍ଟେମ୍ବର ୮ ତାରିଖରେ ଶୁବମନ ଗିଲ ଜନ୍ମଦିନକୁ ଭିନ୍ନ ଅନ୍ଦାଜରେ…
Read More » -
ଭାରତୀୟ ହକି ଟିମର କ୍ରମାଗତ ଦ୍ୱିତୀୟ ବିଜୟ: ଜାପାନକୁ ୫-୧ରେ ହରାଇଲା
ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ହକି ଟିମର ବିଜୟ ଧାରା ଜାରି ରହିଛି। ପ୍ରଥମ ମ୍ୟାଚ୍ରେ ଚାଇନାକୁ ମାତ ଦେଇଥିବା ହକି ଟିମ ଆଜି ଜାପାନକୁ ଏକତରଫା…
Read More » -
ଡାଏମଣ୍ଡ୍ ଲିଗ୍ ଫାଇନାଲ୍ରେ ନୀରଜ ଚୋପ୍ରା, ଆସନ୍ତା ୧୩ରେ ବେଲଜିୟମର ବ୍ରସେଲ୍ସରେ ଫାଇନାଲ୍ ମୁକାବିଲା
ନୂଆଦିଲ୍ଲୀ,୦୭/୦୯: ଡବଲ୍ ଅଲିମ୍ପିକ୍ ପଦକ ବିଜେତା ଭାରତର ଜାଭେଲିନ୍ ତାରକା ନୀରଜ ଚୋପ୍ରା ଆଗାମୀ ଡାଏମଣ୍ଡ୍ ଲିଗ୍ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଜାଭେଲିନ ପଏଣ୍ଟ…
Read More » -
ଚିଟିଂ କରିଥିଲେ, ତେଣୁ ଅଲିମ୍ପିକ୍ସରେ ଭଗବାନ ଦଣ୍ଡ ଦେଲେ: ବ୍ରିଜ ଭୂଷଣ
‘ଚିଟିଂ କରିଥିଲେ। ତେଣୁ ଅଲିମ୍ପିକ୍ସରେ ଦଣ୍ଡ ମିଳିଲା। ଭଗବାନ ତାଙ୍କୁ ଦଣ୍ଡ ଦେଲେ।’ ଆଜି ଏଭଳି କିଛି କହି ଷ୍ଟାର ରେସ୍ଲର୍ ଭିନେଶ ଫୋଗାଟ ବିରୋଧରେ ଅଭିଯୋଗ…
Read More » -
ପ୍ୟାରିସ ପାରାଅଲିମ୍ପିକ୍ସ : ଭାରତର ସଚିନ ଖିଲାରୀ ରଚିଲେ ଇତିହାସ, ୪୦ ବର୍ଷ ପରେ ଆଣିଲେ ସଟପୁଟ୍ରେ ପ୍ରଥମ ପଦକ
ପ୍ୟାରିସ ପାରାଅଲିମ୍ପିକ୍ସର ୭ମ ଦିନରେ ଭାରତ ପାଇଁ ପୁଣି ରୌପ୍ୟ ଜିତିଛନ୍ତି ସଚିନ ଖିଲାରୀ । ପୁରୁଷ ସଟପୁଟ୍ ଏଫ୪୬ରେ ସଚିନ ରୌପ୍ୟ ଜିତିଛନ୍ତି । ରୌପ୍ୟ…
Read More » -
ପ୍ୟାରିସ୍ ପାରାଅଲିମ୍ପିକ୍ସ: ରେକର୍ଡ କଲେ ସୁମିତ, ଜିତିଲେ ଲଗାତାର ଦୁଇଟି ସ୍ୱର୍ଣ୍ଣ
ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ସୁମିତ ଅନ୍ତିତ। ଲଗାତର ଭାବେ ଜିତିଲେ ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ। ଲଗାତାର ଭାବେ ଦୁଇ ଦୁଇଟି ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାରେ…
Read More » -
ପ୍ୟାରିସ୍ ପାରାଅଲିମ୍ପିକ୍ସରେ ମେଡାଲ୍ ବର୍ଷା, ଗୋଟିଏ ଦିନରେ ୮ଟି ପଦକ
ପ୍ୟାରିସ୍ ପାରାଅଲିମ୍ପିକ୍ସରେ ମେଡାଲ୍ ବର୍ଷା। ଭାରତ ପାଇଁ ଐତିହାସିକ ଦିନ। ଗୋଟିଏ ଦିନରେ ମିଳିଲା ୨ଟି ସ୍ୱର୍ଣ୍ଣ ସହ ୮ଟି ମେଡାଲ୍। ଅଲିମ୍ପିକ୍ସ ଏବଂ ପାରାଅଲିମ୍ପିକ୍ସ ଇତିହାସରେ…
Read More »