ସ୍ୱାସ୍ଥ୍ୟ
-
ଶରୀରରେ ରକ୍ତର ଅଭାବ ରହୁଛି କି ! ତାହେଲେ ଏହି ଜିନିଷ ଖାଆନ୍ତୁ ଗୋଟେ ସପ୍ତାହରେ ରକ୍ତ ବଢିଯିବ…Health tips
ଶରୀରର ଆବଶ୍ୟକତା ଅନୁଯାଇ ସଠିକ ମାତ୍ରାରେ ରକ୍ତ ରହିବା ନିତାନ୍ତ ଆବଶ୍ୟକ ହୋଇଥାଏ । ହେଲେ ଯଦି କୌଣସି ବ୍ୟକ୍ତିର ଶରୀରରେ ରକ୍ତର ଅଭାବ ରହିଥାଏ ।…
Read More » -
ଧଳା କେଶକୁ ମୂଳରୁ ଗୋଟି ଗୋଟି କରି କଳା କରିଥାଏ, କେଶକୁ କଳା, ଘନ ଓ ସୁନ୍ଦର ବନାଏ, Home remedy
ବନ୍ଧୁଗଣ ବର୍ତ୍ତମାନ କିଛି ଭୁଲ ଜୀବନଶୈଳୀ ଯୋଗୁ ଲୋକ ମାନଙ୍କର ଅଳ୍ପ ବର୍ଷ ବୟସରୁ ଚୁଟି ପାଚିବା ଭଳି ସମସ୍ଯା ଦେଖାଯାଉଛି । କଳା ଚୁଟି ସବୁ…
Read More » -
ଗୋରା ଓ ସୁନ୍ଦର ପିଲା କେମିତି ହୋଇଥାଏ ? Dr Supriya Puranik
ବନ୍ଧୁଗଣ ସବୁ ବାପା, ମାଆ ତାଙ୍କର ଏକ ସୁନ୍ଦର ଓ ଗୋରା ସନ୍ତାନ ଜନ୍ମ ହେଉ ବୋଲି ଇଛାକରିଥାନ୍ତି । ତେଣୁ ମହିଳା ଯେତେବେଳେ ପ୍ରେଗନେଣ୍ଟ ଥାଏ…
Read More » -
ବନ୍ଧୁଗଣ ସକାଳୁ ସକାଳୁ ଉଠିବା ପ୍ରତ୍ଯେକଟି ବ୍ୟକ୍ତି ପାଇଁ ବହୁତ ଭଲ ହୋଇଥାଏ । ପ୍ରତ୍ଯେକ ଛାତ୍ରଛାତ୍ରୀ ବା କୌଣସି ଲୋକ ହେଉ । ତାଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ନିହାତି ଭାବେ ଥିବ । ଯାହାକୁ ପୂରଣ କରିବା ପାଇଁ ସେମାନଙ୍କୁ ପରିଶ୍ରମ କରିବାକୁ ପଡିଥାଏ । ନିଜର ଲକ୍ଷକୁ ହାସିଲ କରିବା ପାଇଁ ମଧ୍ୟ ଅଧିକ ସମୟର ମଧ୍ୟ ଆବଶ୍ୟକତା ରହିଥାଏ । ଦୁନିଆରେ ଯେତେ ବି ସଫଳ ବ୍ୟକ୍ତି ରହିଛନ୍ତି । ସେହି ସବୁ ସଫଳ ବ୍ୟକ୍ତିଙ୍କର ଗୋଟିଏ କଥା ପ୍ରାୟତଃ ସମାନ ରହିଥାଏ । ତାହା ହେଉଛି ପ୍ରାୟତଃ ସେମାନେ ସକାଳୁ ଶୀଘ୍ର ଉଠିଯାଇଥାନ୍ତି । ତେଣୁ ଯେଉଁ ମାନେ ବି ନିଜ ଜୀବନରେ ସଫଳ ବ୍ୟକ୍ତିଟିଏ ହେବାକୁ ଚାହୁଁଥାନ୍ତି । ସେମାନଙ୍କୁ ସର୍ବ ପ୍ରଥମେ ସକାଳୁ ଶୀଘ୍ର ଉଠିବା ନିହାତି ଭାବେ ଦରକାର । ସେଥିପାଇଁ ବହୁତ ଲୋକ ସକାଳୁ ଉଠିବା ପାଇଁ ରାତିରୁ ଭାବି କରି ଶୋଇଥାନ୍ତି । SBI Card SBI Card The One Unforgettable Bus Scene That Changed His Career Forever Brainberries How Pricey Were Donald Trump’s Divorces? Brainberries इन बॉलीवुड अभिनेत्रियों की उम्र जानकर आपको यकीन नहीं होगा Herbeauty ଏମିତିକି ସକାଳୁ ଶୀଘ୍ର ଉଠିଯିବା ପାଇଁ ଆଲାରାମ ମଧ୍ୟ ଦେଇକି ଶୋଇଥାଉ । ହେଲେ କିଛି ନା କିଛି କାରଣ ବଶତଃ ଆମେ ସକାଳୁ ଶୀଘ୍ର ନଉଠି ପାରି ଉଠିବାରେ ବହୁତ ବିଳମ୍ବ ହୋଇଯାଇଥାଏ । ତାହା ଆମ ମାନଙ୍କର ରାତିରେ ବିଳମ୍ବରେ ଶୋଇବା ଯୋଗୁ ହେଉ ବା ଆଳସ୍ୟପଣ କାରଣରୁ ସକାଳୁ ଶୀଘ୍ର ଉଠିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ତେଣୁ ସକାଳୁ ଶୀଘ୍ର ଉଠିବା ପାଇଁ ଆଜି ଏପରି 3 ଟି ଉପାୟ କହିବାକୁ ଯାଉଛୁ । ଯେଉଁ ଉପାୟକୁ ଅନୁସରଣ କରି ଆପଣ ମାନେ ମଧ୍ୟ ସକାଳୁ ଶୀଘ୍ର ଉଠିପାରିବେ । स्मिता पाटिल के जीवन से जुड़े अनछुए पहलू Brainberries फिटकरी के फायदे सुनकर हैरान रह जाएंगे, बुरी नजर से भी बचाती है ये Brainberries इन बॉलीवुड अभिनेत्रियों की उम्र जानकर आपको यकीन नहीं होगा Herbeauty Age-Gap Couples: Why Their Love Often Lasts Brainberries 1- ପ୍ରତ୍ଯେକ ବ୍ୟକ୍ତିକୁ ସକାଳର 4 ରୁ 5 ଟାର ସମୟ ମଧ୍ୟରେ ଉଠିପଡିବା ଉଚିତ । ତେବେ ରାତିରେ ଶୋଇବା ପୂର୍ବରୁ ସକାଳୁ ଶୀଘ୍ର ଉଠି ଆପଣଙ୍କୁ କଣ କରିବାକୁ ପଡିବ ? ତାହାକୁ ଏକ କାଗଜରେ ଲେଖି ନିଜ ଆଲାରାମ ପାଖରେ ରଖିଦିଅନ୍ତୁ । ଆଲାରାମଟିକୁ ଶୋଇବା ସ୍ଥାନ ଠାରୁ ଦୂରରେ ରଖନ୍ତୁ । ଯେତେବେଳେ ଆଲାରାମ ବାଜିବ, ସେତେବେଳେ ହାତ ପାଖରେ ଆଲାରାମ ଥିଲେ ବହୁତ ପିଲା ବନ୍ଦ କରି ପୁଣି ଥରେ ଶୋଇ ପଡନ୍ତି । ତେଣୁ ଆଲାରାମଟିକୁ ଦୂରରେ ରଖି ଶୋଇବା ଦ୍ଵାରା ନିଦରୁ ଉଠି ଆଲାରାମକୁ ବନ୍ଦ କରିବାକୁ ଯିବା ବେଳେ ବ୍ୟକ୍ତି 50 % ପ୍ରତିଶତ ଆକ୍ଟିଭ ହୋଇଯାଇଥାଏ । 2- ଦିତୀୟରେ ରାତିରେ ଭଲ ଭାବେ ପାଣି ପିଇକି ଶୋଇବାକୁ ପଡିବ । ଯାହା ଦ୍ଵାରା ଆଲାରାମ ବାଜିବା ମାତ୍ରେ ତାକୁ ବନ୍ଦ କରିବା ସହ ଟଏଲେଟ କରିବା ପାଇଁ ବାଥରୁମ୍କୁ ଯିବାକୁ ପଡେ । ଯାହା ଫଳରେ ନିଦ ଭାଙ୍ଗିଯାଇଥାଏ । ତାପରେ ଯଦି ଆପଣ ମୁହଁକୁ ଭଲ ଭାବେ ପାଣି ସହାୟତାରେ ଧୋଇ ଦିଅନ୍ତି । ତେବେ ଆପଣଙ୍କ ନିଦ ପୁରା ଛାଡିଯାଇଥାଏ । ତେବେ ଏହି 2 ଉପାୟକୁ କରି ଆପଣ ମଧ୍ୟ ସକାଳୁ ଶୀଘ୍ର ଉଠିପାରିବେ ।
ବନ୍ଧୁଗଣ ଅନେକ ପ୍ରକାର କାରଣ ଯୋଗୁ ସ୍କିନରେ ସ୍କିନ ପ୍ରୋବ୍ଲେମ ଦେଖାଯାଇଥାଏ । ଯାହା ଦ୍ଵାରା ଜାଦୁ, କାଛୁ କୁଣ୍ଡିଆ ଭଳି ପ୍ରୋବ୍ଲେମ ସ୍କିନରେ ଦେଖାଯାଇଥାଏ ।…
Read More » -
ଶୋଇବାର ସଠିକ ଦିଗ କ’ଣ ହୋଇଥାଏ ? କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଦ୍ଵାରା ହୋଇଥାଏ ଅନର୍ଥ ! Vastu tips
ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁଯାଇ ପ୍ରତ୍ଯେକଟି କାର୍ଯ୍ୟ କରିବାର ଯେମିତି ନିୟମ ରହିଥାଏ । ସେହିପରି ଶୋଇବା ସମୟରେ ମଧ୍ୟ ଆମକୁ କିଛି ନିୟମ ମାଣିବାକୁ ପଡିଥାଏ ।…
Read More » -
ପ୍ରତ୍ୟକ ଦିନ ନାଭିରେ ମଦର ଦୁଇ ବୁନ୍ଦା ଲଗାନ୍ତୁ, ଦେଖିବେ ଏହି ସବୁ ରୋଗରୁ ମିଳିବ ମୁକ୍ତି – ନିଶ୍ଚୟ ଜାଣନ୍ତୁ
ଫ୍ରେଣ୍ଡ୍ସ ଆଜି ଆମେ ଆପଣଙ୍କୁ ଏକ ଏଭଳି ଉପାୟ କହିବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇଯିବେ କି ଏହା କେମିତି ସମ୍ଭବ…
Read More » -
ଏହି ପାରିବା ଖାଇଲେ ମଧୁମେହ ଭଳି ଅନେକ ବିପଦ ଜନକ ରୋଗରୁ ପାଇବେ ମୁକ୍ତି – ଖାଲି ଖାଇବାର ତରିକା ଜାଣି ନିଅନ୍ତୁ
ହେଲ୍ଲୋ ଫ୍ରେଣ୍ଡ୍ସ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁନ୍ଦର ସ୍ୱାସ୍ଥ୍ୟ ଟିପ୍ସ ଯାହା ଆପଣଙ୍କର…
Read More » -
ନାଭି ରେ ଏହାର ୨ ବୁନ୍ଦା ପକାଇଲେ ଆସିବ ଆପଣଙ୍କ ଚେହେରାରେ ନିଖାର ଏବଂ ଗ୍ଲୋ
ଭଲ ଚେହେରା ପାଇଁ ଘରୋଇ ଉପଚାର : ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ସୁନ୍ଦର ଦେଖାଯିବା ପାଇଁ ଚାହେଁ । ଏମିତିରେ ଝିଅ ହେଉ ବା ପୁଅ ସମସ୍ତେ…
Read More » -
ଆଖି ଖରାପ ଥିଲେ ବା ଚଷମା ବିନା ଦେଖାଯାଉ ନଥିଲେ, କରନ୍ତୁ ଏହି ସହଜ ଘରୋଇ ଉପାୟ – ମାତ୍ର ୧୦ ଦିନରେ ଆଖି ହୋଇଯିବ ଭଲ
ଆଜିର ସମୟରେ ପ୍ରାୟତଃ ସମସ୍ତେ ଚଷମା ଲଗାଉଥିବାର ଦେଖାଯାଏ । ଏହାର ସବୁଠୁ ବଡ କାରଣ ହେଲା କି ଆଜିକାଲିର ଖାଦ୍ୟ ପୁରା ବଦଳି ଯାଇଛି, ତା…
Read More » -
୧୫ ବୋତଲ ବିୟର ପିଆଇ ଡାକ୍ତର ଭଲ କଲେ ଜଣେ ଲିଭର ଖରାପ ଥିବା ରୋଗୀଙ୍କୁ – ପଢନ୍ତୁ ପୁରା ଘଟଣା
ନମସ୍କାର ବନ୍ଧୁଗଣ । ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ଏଭଳି ଘଟଣା ବିଷୟରେ କହିବୁ ଯାହାକୁ ଶୁଣି ଆପଣ…
Read More »