ରାଜ୍ୟ
-
ଟଙ୍କା ବୁହା ଗାଡ଼ିରୁ ୫୦ କେଜି ସୁନା ଜବତ
କିଲେ କି ଦୁଇ କିଲୋ ନୁହେଁ। ଜବତ ହୋଇଛି ୫୦ କେଜି ସୁନା ସହ ୨ କୁଇଣ୍ଟାଲ ରୂପା । ଭୁବନେଶ୍ବର ବିମାନବନ୍ଦର ପାଖରୁ ଏତେ ପରିମାଣର…
Read More » -
ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡକୁ ପୂରିଲା ୧୬ ବର୍ଷ, କେବେ ଖୋଲିବ ରହସ୍ୟ?
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡକୁ ପୂରିଛି ୧୬ ବର୍ଷ। ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ଦିନ କନ୍ଧମାଳର ଜଲେସପଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ…
Read More » -
କିଏ ପାଇବେ ‘ସୁଭଦ୍ରା’ ଟଙ୍କା ?
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହୋଇଥିବା ‘ସୁଭଦ୍ରା’ ଯୋଜନାର ଗାଇଡଲାଇନକୁ ନେଇ ବଢିଛି ଉତ୍କଣ୍ଠା। ସୁଭଦ୍ରା ଯୋଜନାରେ କାହାକୁ ମିଳିବ ଟଙ୍କା ଆଉ…
Read More » -
ଆଜି ଓଡ଼ିଶା ଆସିବେ ED ନିର୍ଦ୍ଦେଶକ ରାହୁଲ ନବୀନ
ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରାହୁଲ ନବୀନ। ଆଜି ସନ୍ଧ୍ୟା ପ୍ରାୟ ୭ ଟା ୫୫ ମିନିଟ୍ରେ ଭୁବନେଶ୍ୱର ବିମାନ…
Read More » -
ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୩୦ ବଖରା, ୩ ଗାଈ ଜୀବନ୍ତ ଦଗ୍ଧ
ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଆଳିଶ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୩୦ ବଖରାରୁ ଅଧିକ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ନିଆଁରେ ୩ଟି…
Read More » -
ଆଜି ଶ୍ରୀମନ୍ଦିରରେ ପାଳିତ ହେବ ନନ୍ଦୋତ୍ସବ
ଶ୍ରୀମନ୍ଦିରରେ ଆଜି ପାଳିତ ହେବ ନନ୍ଦୋତ୍ସବ ନୀତି। ସନ୍ଧ୍ୟା ଆଳତି ସରିବା ପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ…
Read More » -
ମାଲକାନଗିରିରେ ଗଡୁନି ଘରୋଇ ବସ୍; ଯାତ୍ରୀ ନାକେଦମ୍
ମାଲକାନଗିରି ଜିଲ୍ଲାରେ ଗଡୁନି ଘରୋଇ ବସ୍। ଲକ୍ଷ୍ମୀ ବସ୍ ସେବାକୁ ବିରୋଧ କରି ଆଜିଠୁ ମାଲକାନଗିରି ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରହିଛି। ଜିଲ୍ଲାରେ ବସ୍…
Read More » -
ହାତୀ ପାଇଁ ବନ କର୍ମଚାରୀ ଅଟକ
ଜଙ୍ଗଲ ଛାଡି ଜନବସତିରେ ଉତ୍ପାତ ମଞ୍ଚାଉଛନ୍ତି ହାତୀ ପଲ। କେତେବବେଳେ ରାତି ଅଧରେ ଘର ଭାଙ୍ଗୁଛନ୍ତି ତ ଆଉ କେତେ ବେଳେ ଲୋକଙ୍କ ଜୀବନ ନେଉଛନ୍ତି। ହାତୀ…
Read More » -
ରାଜ୍ୟସଭା ଉପନିର୍ବାଚନ; ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ବିଜେପି ନେତା ଜଗନ୍ନାଥ ପ୍ରଧାନ
ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ନେଇ ସୂଚନା ଦେଇଛନ୍ତି…
Read More » -
ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ; କହିଲେ- ନାମାଙ୍କନ, ପ୍ରତ୍ୟାହାର ଦଳର ନିଷ୍ପତ୍ତି
ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ଗତ ୨୧ ତାରିଖରେ ସ୍ୱାଧୀନ ଭାବେ ନାମାଙ୍କନ ଭରିଥିଲେ ଜଗନ୍ନାଥ ପ୍ରଧାନ।…
Read More »