ମନୋରଞ୍ଜନ
-
ଠିକ ନିଜ ମା’ଙ୍କ ପରି ଦେଖାଯାନ୍ତି Aishwarya Rai, ଦେଖନ୍ତୁ ତାଙ୍କ ମାଆ Brindya Rai ଙ୍କର କିଛି ସୁନ୍ଦର ଫୋଟୋ
ଭାରତରେ ଅଭିନେତ୍ରୀ ଐଶ୍ଵରୀୟା ରାଏ ବଚ୍ଚନ ସୁନ୍ଦରତା ପାଇଁ ମସୁର ଅଟନ୍ତି । ତାଙ୍କର ସୁନ୍ଦରତା ପାଇଁ ତାଙ୍କର ସମସ୍ତେ ଦିୱାନା ହୋଇଥାନ୍ତି । କୁହାଯାଏ ଯେ…
Read More » -
Sania Mirzaଙ୍କ ଲାଇଫଷ୍ଟାଇଲ, ଇନକମ, ଘର, ପରିବାର ଓ ଦେଖନ୍ତୁ କେତେ ସମ୍ପତ୍ତିର ମାଲିକାଣୀ ସେ ?
ଦୁନିଆରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜର ଜୋସ ଓ ପରିଶ୍ରମ ରେ ନିଜକୁ ଦୁନିଆ ଆଗରେ ପ୍ରମାଣିତ କରିଛନ୍ତି । ଏହି ଭଳି…
Read More » -
କେବଳ ଆକ୍ଟର ନୁହନ୍ତି, ସୁଟର, ରେସର ଓ ପାଇଲଟ ବି ଅଟନ୍ତି South ର ଏହି ସୁପରଷ୍ଟାର, ଯାହାଙ୍କ ସମ୍ପତି କେତେ ଜାଣିଲେ ଆପଣଙ୍କ ହୋସ ଉଡିଯିବ !
ବଲିଉଡ ତାରକାଙ୍କ ପରି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ତାରକାମାନେ ମଧ୍ୟ ସାରା ଦେଶରେ ନିଜର ପରିଚୟ ପାଇଛନ୍ତି। ଦକ୍ଷିଣରେ ଏପରି ଅନେକ ତାରକା ଅଛନ୍ତି, ଯେଉଁମାନେ ଅଭିନେତାମାନଙ୍କ…
Read More » -
Personality Test: ବାଛନ୍ତୁ ନିଜ ପସନ୍ଦର ଯ କୌଣସି ଗୋଟିଏ ରଙ୍ଗର ମନ୍ଦାର ଫୁଲ ଓ ଜାଣନ୍ତୁ ନିଜର ଭବିଷ୍ୟତ
ଜ୍ଯୋତିଷ ଅନୁସାରେ କୌଣସି ବ୍ୟକ୍ତିଙ୍କ ପସନ୍ଦ ଏବଂ ନାପସନ୍ଦରୁ ମଧ୍ୟ ତାଙ୍କ ବ୍ୟକ୍ତିତ୍ବ, ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣିହୁଏ । ସେଥିପାଇଁ ଆଜି…
Read More » -
ବାଛନ୍ତୁ ନିଜ ପସନ୍ଦର ଗୋଟିଏ ପ୍ରଜାପତି ଓ ଜାଣନ୍ତୁ ନିଜର ଭବିଷ୍ୟତ (Personality Test)
ପ୍ରାୟତଃ ଲୋକମାନେ ଜ୍ୟୋତିଷ ଶାସ୍ତ୍ର ଉପରେ ବହୁତ ବିଶ୍ଵାସ ରଖିଥାନ୍ତି । ଏମିତିରେ ସେମାନେ ନିଜ ଜୀବନରେ ଚାଲୁଥିବା ସମସ୍ୟାକୁ ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରର…
Read More » -
Personality Test: ବାଛନ୍ତୁ ନିଜ ପସନ୍ଦର ଯେ କୌଣସି ଗୋଟିଏ କଳସ ଓ ଯାନନତୁ ନିଜ ଭବିଷ୍ୟତ
ଆମ ଦେଶ ଭାରତର ଲୋକେ ଜ୍ଯୋତିଷ ଶାସ୍ତ୍ର ଉପରେ ଖୁବ ବିଶ୍ବାସ କରିଥାନ୍ତି । ସେଥିପାଇଁ ନିଜ ଭବିଷ୍ୟତ ବିଷୟରେ ଜାଣିବା ପାଇଁ କିମ୍ବା କୌଣସି ସମସ୍ଯା…
Read More » -
ଶାନଦାର ଅଫର, ମାତ୍ର 700 ଟଙ୍କା ବଜେଟରେ ପାଆନ୍ତୁ ଏହି ଶାନଦାର ସ୍ମାର୍ଟଫୋନ
ଆପଣ ସମସ୍ତେ ଫ୍ଲିପକାର୍ଟ (Flipkart) ବିଷୟରେ ଜାଣିଛନ୍ତି । ଯେଉଁଥିରେ ଲୋକମାନେ ଅନ୍ଲାଇନ ସବୁ ପ୍ରକାରର ଜିନିଷ କିଣି ପାରିବେ । କହିଦେଉଛୁ କି ବର୍ତ୍ତମାନ ଫ୍ଲିପକାର୍ଟରେ…
Read More » -
ନାରୀ ମାନଙ୍କ ଶରୀରରେ ଥିବା କିଛି ଚିହ୍ନ ତଥା କଳାଜାଇ ଏବଂ କିଛି ଅଙ୍ଗର ଗଠନରୁ ତାଙ୍କ ବିଷୟରେ ଅନେକ କିଛି ଜାଣି ହୁଏ । ପୌରଣିକ ଶାସ୍ତ୍ର ତଥା ସାମୁଦ୍ରିକ ଶାସ୍ତ୍ରରେ ନାରୀଙ୍କ ଶରୀର ଗଠନକୁ ନେଇ ଅନେକ ପ୍ରକାର ବିଷୟ ଉଲ୍ଲେଖ ରହିଛି । ଶାସ୍ତ୍ରାନୁସାରେ ନାରୀଙ୍କ କଳାଜାଇ ଏବଂ ଅଙ୍ଗ ଗଠନରୁ କେଉଁ ଝିଅ ଭାଗ୍ୟଶାଳୀ ହୋଇଥାନ୍ତି ତାହା ଜାଣି ହୋଇଥାଏ । ଏହାକୁ ନେଇ ଆଜି ଆମେ ଆପଣଙ୍କୁ ଭାଗ୍ୟଶାଳୀ ଝିଅଙ୍କ କେତେକ ଲକ୍ଷଣ ବିଷୟରେ କହିବାକୁ ଯାଉଛି । ଯେଉଁ ମହିଳାଙ୍କ କାନ ସାମାନ୍ଯ ଲାଲ ହୋଇଥାଏ ଏବଂ ତଳ ଆଡକୁ ମୁନିଆ ଓ ଉପର ଆଡକୁ ଓସାରିଆ ଓ ମୋଟା ହୋଇଥାଏ ଏପରି କନ୍ୟା ସୁଲକ୍ଷଣୀ ହୋଇଥାନ୍ତି । ଯେଉଁ କନ୍ୟାଙ୍କର ଗୋଡ ଆଙ୍ଗୁଠି ଟିକେ ଉପରକୁ ଉଠିକରି ଲଗାଲଗି ଓ ମୋଟା ହୋଇଥାଏ, ସେହି ଝିଅମାନେ ସମୃଦ୍ଧିଶାଳୀ ହୋଇଥାନ୍ତି । ଭାଗ୍ୟଶାଳୀ କନ୍ୟାଙ୍କର ହାତ ଲମ୍ବା ହୋଇଥାଏ । ଯେଉଁ କନ୍ୟାଙ୍କର ନାଭି ଗଭୀର ହୋଇଥାଏ ସେମାନେ ମଧ୍ୟ ଖୁବ ଭାଗ୍ଯଶାଳୀ ହୋଇଥାନ୍ତି । ଭାଗ୍ୟଶାଳୀ କନ୍ୟା ମାନଙ୍କର ଆଖିର ଧଳାଭାଗଟି ଜନ୍ମରୁ ହିଁ କ୍ଷୀର ପରି ଧଳା ହୋଇଥାଏ ଓ ଏହାସହ ଟିକେ ଲାଲିମା ସର୍ବଦା ରହିଥାଏ । ଯେଉଁ ମହିଳାଙ୍କ ପାଦର ତଳ ଭାଗଟି ଚିକ୍କଣ ହୋଇଥାଏ, ସେମାନେ ନିଜ ପରିବାର ପାଇଁ ଶୁଭ ହୋଇଥାନ୍ତି । ଏହାର ବିପରୀତ ଯେଉଁ କନ୍ୟାମାନଙ୍କ ପାଦ ଗୋଇଠି ସର୍ବଦା ଫାଟୁଥାଏ, ସେମାନେ ଦୁଃଖରେ ଜୀବନ ଯାପନ କରନ୍ତି । ଯେଉଁ ମହିଳାଙ୍କ କପାଳ ଟିକେ ବାହାର ଆଡକୁ ରହିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ସେହିପରି ଯେଉଁ ମହିଳା ମାନଙ୍କର ଭ୍ରୂଲତା ମଧ୍ୟରେ କଳାଜାଇ ରହିଥାଏ, ସେମାନଙ୍କୁ ମଧ୍ୟ ଶୁଭ ବୋଲି ବିଚାର କରାଯାଏ । ଚିକ୍କଣ ଓ ଲାଲ ଜିଭ ଥିବା ମହିଳାମାନେ ସର୍ବଦା ସୌଭାଗ୍ୟଶାଳୀ ହୋଇଥାନ୍ତି । ମହିଳାଙ୍କ ନାଭିର ତଳଭାଗକୁ କଳାଜାଇ କିମ୍ବା କୌଣସି ଚିହ୍ନ ଥିଲେ ଏହା ଭାଗ୍ୟଶାଳୀ ମହିଳା ହେବାର ସଂକେତ ଦେଇଥାଏ । ଛୋଟ ବେକ ଥିବା କନ୍ୟା ମାନେ ମଧ୍ୟ ପ୍ରାୟତଃ ସୌଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ କନ୍ୟା ମାନଙ୍କର ଓଠ ସର୍ବଦା ଲାଲ ରହିଥାଏ, ସେମାନେ ଯେଉଁ ସ୍ଥାନରେ ମଧ୍ୟ ରୁହନ୍ତି ସେଠାରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ପାଦରେ ଫୁଲ, ଚକ୍ର ଓ ଶଙ୍ଖ ଆଦି ଶୁଭ ଚିହ୍ନ ଥିବା କନ୍ୟା କୌଣସି ଉଚ୍ଚ ଅଧିକାରୀଙ୍କ ପତ୍ନୀ ହେବାର ସଂକେତ ଦେଇଥାଏ । ମହିଳାଙ୍କ ସିଧା ଏବଂ ଆଗକୁ ଟିକେ ବଡ ହୋଇ ରହିଥିବା ନାକଟି ଐଶ୍ଵର୍ଯ୍ୟର ସଂକେତ ଦେଇଥାଏ । ଯେଉଁ ମହିଳାଙ୍କ ଗୋଇଠିରେ ସର୍ପ ଆକାରର ଚିହ୍ନ ରହିଥାଏ, ସେମାନେ ଭାଗ୍ୟଶାଳୀ ଓ ଧନୀ ହୋଇଥାନ୍ତି ଏବଂ ସେମାନଙ୍କ ଉପରେ ଈଶ୍ବରଙ୍କ କୃପା ସର୍ବଦା ରହିଥାଏ । ତେବେ ଏହିସବୁ ଥିଲା ଭାଗ୍ୟଶାଳୀ କନ୍ୟା ମାନଙ୍କର ଲକ୍ଷଣ ।
ମଣିଷ ଜୀବନ ବହୁତ ଦୁର୍ଲଭ ଜୀବନ ଅଟେ । ଆପଣମାନେ ଜାଣି ରଖନ୍ତୁ କି ଆପଣମାନେ ଯଦି ଏହାକୁ ଯେତିକି ଭଲରେ ବିତାଇବେ ତେବେ ଆପଣଙ୍କ ଜୀବନସାରା…
Read More » -
ଏବେ ପୁଣି ଏହି ଘଟଣା କୁ ନେଇ ଅଡୁଆରେ Sunny Leone, ଦେଖନ୍ତୁ Video
ସନୀ ଲିୟୋନୀ ନିଜର ହଟ ଲୁକ ଓ ଲାଇଫ ଷ୍ଟାଇଲକୁ ନେଇ ପ୍ରାୟତଃ ଚର୍ଚାରେ ରହିଥାନ୍ତି । ବର୍ତ୍ତମାନ ବଲୀଉଡ ଅଭିନେତ୍ରୀ ଓ ଡାନ୍ସର ସନୀ ଲିୟୋନୀ…
Read More » -
ବାଛନ୍ତୁ ନିଜ ପସନ୍ଦର ଯେ କୌଣସି ଗୋଟିଏ ଫୁଲ ଓ ଜାଣନ୍ତୁ ନିଜ ବିଷୟରେ ଏକ ଖାସ କଥା- Personality Test
ପ୍ରକୃତିର ସବୁଠୁ ସୁନ୍ଦର ରଚନା ବିଷୟରେ ଯଦି କହିବା ତେବେ ସେଥିରେ ପ୍ରଥମ ସ୍ଥାନରେ ଫୁଲ ଆସିଥାଏ । ରଙ୍ଗ ବେରଙ୍ଗ ଫୁଲ ମନକୁ ବହୁତ ଶାନ୍ତି…
Read More »