ଜ୍ୟୋତିଷ
-
ଦେଶ ପାଇଁ ଯବାନ ସହିଦ ହୋଇଥାନ୍ତି । ସେଥିପାଇଁ ତାଙ୍କର ପରିବାର ପାଇଁ ଆମ ସମସ୍ତଙ୍କୁ କିଛି ନା କିଛି କରିବା ଉଚିତ । କହିବାକୁ ଗଲେ ନିଜ ସାମର୍ଥ୍ୟ ହିସାବରେ ସେମାନଙ୍କୁ ସାହାର୍ଯ୍ୟ କରିବା ଉଚିତ । କିନ୍ତୁ ମଧ୍ୟପ୍ରଦେଶରେ ଏକ ଚାଳଘରେ ରହୁଥିବା ସହିଦର ପରିବାରକୁ ସରକାର ତରଫରୁ କୌଣସି ବି ସାହାର୍ଯ୍ୟ ମିଳିଲା ନାହିଁ, ଶେଷରେ ଗ୍ରାମବାସୀମାନେ ଏକାଠି ହୋଇ ଏମିତି ସାହାର୍ଯ୍ୟ କରିଲେ କି ଯାହା ସମସ୍ତଙ୍କର ମନେ ରହିଗଲା । ଚାଳଘରେ ରହୁଥିବା ସହିଦର ପରିବାରକୁ ସରକାର ତରଫରୁ ମିଳିଲା ନାହିଁ ସାହାର୍ଯ୍ୟ ମଧ୍ୟପ୍ରଦେଶର ଦେପାଲବପୁର ର ପୀର ପୀପଲିୟା ଗ୍ରାମର ଲୋକମାନେ କିଛି ଏମିତି କରିଲେ କି ଯାହାକୁ ଦେଖି ଆପଣଙ୍କ ଚେହେରାରେ ଖୁସି ଚାଲି ଆସିବ । ପୀର ପୀପଲିୟା ଗ୍ରାମରେ ରହୁଥିବା ହବଲଦାର ମୋହନ ସିଂହ ସୁନେର ତ୍ରିପୁରାରେ ବୀଏସଏଫ ଯବାନ ଥିଲେ । ସେ ଆତଙ୍କବାଦୀ ସହ ଲଢିବା ସମୟରେ ହିଁ ସହିଦ ହୋଇ ଯାଇଥିଲେ । शुगर कंट्रोल नहीं होती? एक्सपर्ट के अनुसार सुबह की यह गलती बढ़ा सकती है शुगर Insulux Diabetic Support इन 12 बॉलीवुड चाइल्ड स्टार्स को पहचान पाएंगे? आज कहां हैं ये सितारे Herbeauty Lenovo ThinkPad Aura Edition AI PC Lenovo Bhubaneswar: The Price (& Size) Of These Hearing Aids Might Surprise You Hear.com ୨୭ ବର୍ଷ ହେବ ତାଙ୍କର ପରିବାର ଏକ ଭଙ୍ଗା ଚାଳ ଘରେ ରହିବା ପାଇଁ ବାଧ୍ୟ ଥିଲେ ଓ ଯେଉଁ ପେନସନ ଟଙ୍କା ଆସୁଥିଲା ସେଥିରେ ପୁରା ପରିବାର ବହୁତ କଷ୍ଟରେ ନିଜର ଜୀବନ ଯାପନ କରୁଥିଲା । ଏହା ମଧ୍ୟରେ ବହୁତ ଥର ସ୍ଥାନୀୟ ଲୋକମାନେ ସରକାରଙ୍କୁ ତାଙ୍କର ପରିବାର ପାଇଁ ଏକ ଛାତ ଘର ପାଇଁ ଅପିଲ କରିଲେ । କିନ୍ତୁ ସେଠୁ କିଛି ବି ସାହାର୍ଯ୍ୟ ମିଳିଲା ନାହିଁ । ଶୀତ ଦିନ ଓ ବର୍ଷା ଦିନରେ ବି ମହିଳା ଓ ପିଲାମାନଙ୍କୁ ବହୁତ ସମସ୍ୟା ହେଉଥିଲା । ଏହା ପରେ ଲୋକମାନେ ମିଶି ଚାନ୍ଦା କଲେ ଓ ୧୧ ଲକ୍ଷ ଟଙ୍କା ଜମା କରି ସହିଦର ବିଧବା ରାଜୁ ବୋଇକୁ ରକ୍ଷାବନ୍ଧନରେ ଏକ ଉପହାର ଦେଲେ । ଉପହାର ଦେବାର ଉପାୟ ବି ଅଦ୍ଭୁତ ଥିଲା । अन्य जबरदस्त कंटेंट Living In Bhubaneswar? Don’t Buy Hearing Aids Before Reading This Hear.com डायबिटीज़ वालों के लिए खास प्राकृतिक उपाय Insulux Diabetic Support इन 12 बॉलीवुड चाइल्ड स्टार्स को पहचान पाएंगे? आज कहां हैं ये सितारे Herbeauty इन 9 पत्थर स्मारकों का रहस्य जानकर आप भी रह जाएंगे हैरान! Herbeauty ଦେଖନ୍ତୁ ଭିଡିଓ – ସମସ୍ତେ ତାଙ୍କୁ ନିଜ ଭଉଣୀ ବୋଲି ମାନୁଥିଲେ ଓ ଭଉଣୀକୁ ନିଜ ଭାଇମାନଙ୍କର ହାତ ଉପରେ ଚଲାଇ ନିଜର ନୂଆ ଘରେ ପ୍ରବେଶ କରାଇଲେ । କହିଦେଉଛୁ କି ସହିଦର ପରିବାର ଲୋକମାନେ ଦିନ ମଜୁରିଆ କାମ କରି ନିଜର ପାଳନ ପୋଷଣ କରୁଥିଲେ ଓ ସହିଦର ପେନସନ ସ୍ୱରୂପ କେବଳ ୭୦୦ ଟଙ୍କା ହିଁ ଆସିଥାଏ । ଯାହାକି ତିନି ଜଣ ଲୋକମାନଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ । ଯୁବକମାନେ ଉଠାଇ ଥିଲେ ସବୁଠୁ ପ୍ରଥମ ପଦକ୍ଷେପ ଗ୍ରାମର ଯୁବକମାନେ ଏକ ଅଭିଯାନ ଚଳାଇଲେ ଓ ଦେଖୁ ଦେଖୁ ୧୧ ଲକ୍ଷ ଟଙ୍କା ଜମା ହୋଇଗଲା । ଏହା ଦ୍ଵାରା ହିଁ ଘର ପ୍ରସ୍ତୁତ ହୋଇଗଲା ।
ଥରେ ଶ୍ରୀ କୃଷ୍ଣଙ୍କର ପତ୍ନୀ ସତ୍ୟଭାମାଙ୍କୁ ନିଜର ସୁନ୍ଦରତା ଉପରେ ବହୁତ ଅହଂକାର ହୋଇଗଲା ଓ ତାଙ୍କୁ ଲାଗିଲା କି ଏହି ସଂସାରରେ ତାଙ୍କ ଠାରୁ ଅଧିକ…
Read More » -
ଏହି ୫ଟି କଥା ସର୍ବଦା ଗୁପ୍ତ ରଖନ୍ତୁ
ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ କିଛି ନା କିଛି ସିକ୍ରେଟ କଥା ଥାଏ ଯାହାକୁ ସେମାନେ କାହାକୁ କହିବାକୁ ପସନ୍ଦ କରନ୍ତି ନାହିଁ । ଯଦି ଆପଣ ନିଜର…
Read More » -
କରନ୍ତୁ ପିତଳ ଢାଳର ଏହି ଗୋଟିଏ ଉପାୟ, ଘରର ଅଭାବ ହୋଇଯିବ ଦୂର
ଯଦି ଆପଣ ରୋଜଗାର କରୁଛନ୍ତି, ପଇସା ମଧ୍ୟ ଆସୁଛି କିନ୍ତୁ ପଇସା ପାଖରେ ରହୁ ନାହିଁ ତେବେ ଆମେ କିଛି ଛୋଟ ଛୋଟ ଉପାୟ ବିଷୟରେ ଆଜି…
Read More » -
ସତରେ ସ୍ତ୍ରୀ କେତେ ମହାନ, ଏହି କଥାଟି ଶୁଣିଲେ ନ କାନ୍ଦି ରହି ପାରିବେନି ଆପଣ
ତଳେ ଦିଆଯାଇଥିବା ଚିତ୍ରଟିକୁ ଦେଖିବା ପରେ ହୁଏତ ଆପଣଙ୍କ ମନରେ କିଛି ଅଲଗା ଭାବନା ଆସିପାରେ । କିନ୍ତୁ ଏହି ଚିତ୍ରଟିର ରହସ୍ୟ ଆପଣ ଜାଣିଲେ ଆପଣଙ୍କ…
Read More » -
ଚାଲି ଦେଖି କିପରି ଜାଣିବେ ନାରୀ ମାନଙ୍କର ସ୍ଵଭାବ
କଣ ଆପଣମାନେ ଜାଣିଛନ୍ତି କି ଆମେ କୌଣସି ବି ପୁରୁଷ ବା ନାରୀର ଚାଲି ଦେଖି ସେମାନେ କେଉଁ ସ୍ଵଭାବର ଅଟନ୍ତି ଜଣା ପଡିଥାଏ ଜଣାପଡିଥାଏ ।…
Read More » -
ଧନୀ କରିଦେବା ବାଲା ଜାଦୁ ଲୋଟା ଯାହାର ଦାମ ୫୩ ଲକ୍ଷ ଓ କାରନାମା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ
କଣ ଆପଣ କେବେ ଧନୀ ହେବା ପାଇଁ ଜାଦୁ ଲୋଟାର ପାତ୍ର ବିଷୟରେ ଶୁଣିଛନ୍ତି । ଯାହାକୁ ରାଇସ ପୁଲର ବାଉଲ୍ସ ନାମରେ ବି ଜଣା ଯାଇଥାଏ…
Read More » -
ରୁଦ୍ରବ୍ରତ ଶିବ ମନ୍ଦିର, ଯେଉଁଠାରେ ବେଲପତ୍ର ବୁଡିଥାଏ ଓ ଫଳ ଭାସିଥାଏ, ଜାଣନ୍ତୁ କାହିଁକି
ଭଗବାନ ଶିବ ଯାହାକୁ ଅନନ୍ତ ଓ ସ୍ଥାୟୀ କୁହାଯାଇଥାଏ ତାଙ୍କର ବହୁତ ଗୁଡିଏ ପ୍ରାଚୀନ ମନ୍ଦିର ଅଛି ଯାହା ଚମତ୍କାରରେ ଭରପୁର ଅଟେ । ଆଜି ଆମେ…
Read More » -
କାଉ ଦେଇଥାଏ ଧନ ଓ ମୃତ୍ୟୁ ର ସଙ୍କେତ, ଯଦି ଧ୍ୟାନ ଦେବେ ତ ମିଳିବ ଖଜାନା
ହିନ୍ଦୁ ଧର୍ମରେ କାଉକୁ ନିଜ ଆବାଜ କାରଣରୁ ଅଶୁଭ ପକ୍ଷୀ କୁହାଯାଇଥାଏ । ଏତିକି ନୁହେଁ ଶାସ୍ତ୍ରରେ ମଧ୍ୟ କାଉ କୁ ଯମଦୂତ ବୋଲି କୁହାଯାଇଛି ।…
Read More » -
ପୃଥିବୀରେ କଳିଯୁଗର ଆରମ୍ଭ କିପରି ଓ କେବେ ହୋଇଥିଲା !
କଣ ଆପଣ କେବେ ଭାବିଛନ୍ତି କି ଏମିତି କଣ କାରଣ ଥିଲା ଯାହା ପାଇଁ କଳିଯୁଗ ଆସିଲା । ମହାନ ଗଣିତଜ୍ଞ ଆର୍ଯ ଭଟ୍ଟ ନିଜର ପୁସ୍ତକ…
Read More » -
ଜୀବନରେ ଧନୀ ହେବାକୁ ଚାହୁଁଥିଲେ କେବେ ବି ଏହି ଦୁଇ ପ୍ରକାରର ମହିଳାମାନଙ୍କୁ ଦେଖନ୍ତୁ ନାହିଁ ଖରାପ ନଜରରେ
ଭାରତୀୟ ସମାଜରେ ସବୁବେଳେ ମହିଳାମାନଙ୍କୁ ଆଦର ଓ ସମ୍ମାନ ନଜରରେ ଦେଖିବାର କଥା କୁହାଯାଏ । ଆମର ଶାସ୍ତ୍ର ଗୁଡିକରେ ବି ମହିଳାଙ୍କୁ ଦେବୀର ସ୍ଥାନ ଦିଆ…
Read More »