-
ଦେଶ- ବିଦେଶ
ଝିଅମାନଙ୍କର ଜିନ୍ସରେ ବି ଥାଏ ଚେନ, କଣ ଆପଣଙ୍କୁ ଜଣା ଅଛି ଏହା ପଛର କାରଣ ! ଜାଣନ୍ତୁ
ପୁଅ ହେଉ କିମ୍ବା ଝିଅ ସମସ୍ତଙ୍କୁ ଜିନ୍ସ ପିନ୍ଧିବାକୁ ଭଲ ଲାଗିଥାଏ । ଆମେ ଜିନ୍ସର ବିଷୟରେ ଏଥିପାଇଁ କହୁଛୁ କାରଣ ଆଜି ଆମେ ଏହି ପୋଷ୍ଟରେ…
Read More » -
ଜ୍ୟୋତିଷ
ନିଶ୍ଚୟ ପଢନ୍ତୁ ଏହି ଖବର ! ଦୁଇ ଟଙ୍କାର ଗୋଟିଏ ମୁଦ୍ରା ଆପଣଙ୍କୁ କରିପାରେ ଲକ୍ଷପତି
ଏହା ସତ ଅଟେ କି ଦୁଇ ଟଙ୍କାର ମୁଦ୍ରା ଆପଣଙ୍କୁ ଲକ୍ଷପତି କରି ପାରିବ । ଆପଣଙ୍କୁ କହିଦେଉଛୁ କି କିଛି ଦିନ ପୂର୍ବେ ହାଇଦ୍ରାବାଦ ରେ…
Read More » -
ମନୋରଞ୍ଜନ
ମାଇକଲ ଜ୍ୟାକ୍ସନ ଭଳି ଦେଖାଯିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ଦେଲା ପୁଅ, ଏବେ ନିଜ ମା ବି ଖାଇଯାଉଛି ଧୋଖା, ଦେଖନ୍ତୁ
ମାଇକଲ ଜ୍ୟାକ୍ସନ ଆମେରିକାର ପ୍ରସିଦ୍ଧ ପପ ସିଙ୍ଗର ହେବା ସହିତ ଏକ ଭଲ ଡାନ୍ସର ବି ଥିଲେ । ତାଙ୍କର ଭିଡିଓକୁ ଦେଖି ଆଜି ବି ଲୋକମାନେ…
Read More » -
ରାଜନୀତି
ଲଗାତାର ୨ ଥର ଲୋକସଭା ନିର୍ବାଚନ ହାରିବା ପରେ କଂଗ୍ରେସକୁ ଆସିଲା ଅକଲ, କହିଲେ ମୋଦୀଙ୍କୁ ସବୁବେଳେ ଖଳନାୟକ ବନେଇବା ବନ୍ଦ କର, କାହିଁକି ନା…
ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ଓ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ବର୍ତ୍ତମାନ ହିଁ ବିପକ୍ଷ ଦଳକୁ କହିଲେ କି ସବୁବେଳେ ପିଏମ ମୋଦୀଙ୍କର କାର୍ଯ୍ୟ ଉପରେ…
Read More » -
ଜ୍ୟୋତିଷ
ମହାମୃତ୍ୟୁଞ୍ଜୟ ମନ୍ତ୍ର : ଅକାଳ ମୁର୍ତ୍ୟୁରୁ ଦେଇଥାଏ ମୁକ୍ତି, ଦୂର କରିଥାଏ ସମସ୍ତ ଅସାଧ୍ୟ ରୋଗ, ଜାଣନ୍ତୁ ଏହାର ବିଧି
ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ତ୍ରିଦେବ କୁହାଯାଏ । ଭଗବାନ ଶିବଙ୍କୁ ସଂହାର ଦେବତା ବୋଲି ବି କୁହାଯାଏ । ଏହିଭଳି ଭାବରେ ଭଗବାନ ଶିବ ୧୨ଟି…
Read More » -
ଦେଶ- ବିଦେଶ
୨୦୦ ବର୍ଷ ପୁରୁଣା ଗଛ ଝଡ ତୋଫାନରେ ହେଲା ଧରାଶାୟୀ, ମୂଳରେ ଦେଖାଗଲା କିଛି ଏମିତି ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ
ଯେତେବେଳେ କାହା ସହିତ କିଛି ଖରାପ ହୋଇଥାଏ ତେବେ ଖରାପ କରିଥିବା ଲୋକ ସବୁ ପ୍ରମାଣ ନଷ୍ଟ କରିଦେଲେ ମଧ୍ୟ ପ୍ରକୃତି ସବୁ କଥାର ପ୍ରତିଶୋଧ ନେଇଥାଏ…
Read More » -
ମନୋରଞ୍ଜନ
ଏହି ଟିଭି ଆକ୍ଟ୍ରେସଙ୍କୁ ମିଳିଲା ଏସିଆର ସବୁଠୁ ସେକ୍ସି ଲେଡି ର ଟାଇଟଲ, ବଲିଉଡ ଅଭିନେତ୍ରୀଙ୍କୁ ବି ଛାଡିଦେଲେ ପଛରେ, ଦେଖନ୍ତୁ କିଏ ସେ
ନିୟା ଶର୍ମାଙ୍କର ନାମ ଆଜି କିଛି ଫେମସ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଆସିଥାଏ, ଯେଉଁମାନେ ଭାରତରେ ଫେମସ ହେବା ସହିତ ଭାରତ ବାହାରେ ବି ଫେମସ ଅଟନ୍ତି…
Read More » -
ମନୋରଞ୍ଜନ
ଏବେ ଆପଣଙ୍କ ଶରୀର ଖୋଲିବ ଆପଣଙ୍କର ଅନେକ ଗଭୀର ରାଜ୍, ସତ ଜାଣିଲେ ଉଡିଯିବ ଆପଣଙ୍କ ହୋସ
ଦୁନିଆରେ ପରସ୍ପର ସହିତ କଥା ହେବା ପାଇଁ ଲକ୍ଷ ଲକ୍ଷ ଭାଷା କୁହା ଯାଇଥାଏ । ଏହି ଭାଷା ଆପଣଙ୍କୁ ପରସ୍ପରକୁ ବୁଝିବା ପାଇଁ ସାହାର୍ଯ୍ୟ କରିଥାଏ…
Read More » -
ଜ୍ୟୋତିଷ
ଦେଶ ପାଇଁ ଯବାନ ସହିଦ ହୋଇଥାନ୍ତି । ସେଥିପାଇଁ ତାଙ୍କର ପରିବାର ପାଇଁ ଆମ ସମସ୍ତଙ୍କୁ କିଛି ନା କିଛି କରିବା ଉଚିତ । କହିବାକୁ ଗଲେ ନିଜ ସାମର୍ଥ୍ୟ ହିସାବରେ ସେମାନଙ୍କୁ ସାହାର୍ଯ୍ୟ କରିବା ଉଚିତ । କିନ୍ତୁ ମଧ୍ୟପ୍ରଦେଶରେ ଏକ ଚାଳଘରେ ରହୁଥିବା ସହିଦର ପରିବାରକୁ ସରକାର ତରଫରୁ କୌଣସି ବି ସାହାର୍ଯ୍ୟ ମିଳିଲା ନାହିଁ, ଶେଷରେ ଗ୍ରାମବାସୀମାନେ ଏକାଠି ହୋଇ ଏମିତି ସାହାର୍ଯ୍ୟ କରିଲେ କି ଯାହା ସମସ୍ତଙ୍କର ମନେ ରହିଗଲା । ଚାଳଘରେ ରହୁଥିବା ସହିଦର ପରିବାରକୁ ସରକାର ତରଫରୁ ମିଳିଲା ନାହିଁ ସାହାର୍ଯ୍ୟ ମଧ୍ୟପ୍ରଦେଶର ଦେପାଲବପୁର ର ପୀର ପୀପଲିୟା ଗ୍ରାମର ଲୋକମାନେ କିଛି ଏମିତି କରିଲେ କି ଯାହାକୁ ଦେଖି ଆପଣଙ୍କ ଚେହେରାରେ ଖୁସି ଚାଲି ଆସିବ । ପୀର ପୀପଲିୟା ଗ୍ରାମରେ ରହୁଥିବା ହବଲଦାର ମୋହନ ସିଂହ ସୁନେର ତ୍ରିପୁରାରେ ବୀଏସଏଫ ଯବାନ ଥିଲେ । ସେ ଆତଙ୍କବାଦୀ ସହ ଲଢିବା ସମୟରେ ହିଁ ସହିଦ ହୋଇ ଯାଇଥିଲେ । शुगर कंट्रोल नहीं होती? एक्सपर्ट के अनुसार सुबह की यह गलती बढ़ा सकती है शुगर Insulux Diabetic Support इन 12 बॉलीवुड चाइल्ड स्टार्स को पहचान पाएंगे? आज कहां हैं ये सितारे Herbeauty Lenovo ThinkPad Aura Edition AI PC Lenovo Bhubaneswar: The Price (& Size) Of These Hearing Aids Might Surprise You Hear.com ୨୭ ବର୍ଷ ହେବ ତାଙ୍କର ପରିବାର ଏକ ଭଙ୍ଗା ଚାଳ ଘରେ ରହିବା ପାଇଁ ବାଧ୍ୟ ଥିଲେ ଓ ଯେଉଁ ପେନସନ ଟଙ୍କା ଆସୁଥିଲା ସେଥିରେ ପୁରା ପରିବାର ବହୁତ କଷ୍ଟରେ ନିଜର ଜୀବନ ଯାପନ କରୁଥିଲା । ଏହା ମଧ୍ୟରେ ବହୁତ ଥର ସ୍ଥାନୀୟ ଲୋକମାନେ ସରକାରଙ୍କୁ ତାଙ୍କର ପରିବାର ପାଇଁ ଏକ ଛାତ ଘର ପାଇଁ ଅପିଲ କରିଲେ । କିନ୍ତୁ ସେଠୁ କିଛି ବି ସାହାର୍ଯ୍ୟ ମିଳିଲା ନାହିଁ । ଶୀତ ଦିନ ଓ ବର୍ଷା ଦିନରେ ବି ମହିଳା ଓ ପିଲାମାନଙ୍କୁ ବହୁତ ସମସ୍ୟା ହେଉଥିଲା । ଏହା ପରେ ଲୋକମାନେ ମିଶି ଚାନ୍ଦା କଲେ ଓ ୧୧ ଲକ୍ଷ ଟଙ୍କା ଜମା କରି ସହିଦର ବିଧବା ରାଜୁ ବୋଇକୁ ରକ୍ଷାବନ୍ଧନରେ ଏକ ଉପହାର ଦେଲେ । ଉପହାର ଦେବାର ଉପାୟ ବି ଅଦ୍ଭୁତ ଥିଲା । अन्य जबरदस्त कंटेंट Living In Bhubaneswar? Don’t Buy Hearing Aids Before Reading This Hear.com डायबिटीज़ वालों के लिए खास प्राकृतिक उपाय Insulux Diabetic Support इन 12 बॉलीवुड चाइल्ड स्टार्स को पहचान पाएंगे? आज कहां हैं ये सितारे Herbeauty इन 9 पत्थर स्मारकों का रहस्य जानकर आप भी रह जाएंगे हैरान! Herbeauty ଦେଖନ୍ତୁ ଭିଡିଓ – ସମସ୍ତେ ତାଙ୍କୁ ନିଜ ଭଉଣୀ ବୋଲି ମାନୁଥିଲେ ଓ ଭଉଣୀକୁ ନିଜ ଭାଇମାନଙ୍କର ହାତ ଉପରେ ଚଲାଇ ନିଜର ନୂଆ ଘରେ ପ୍ରବେଶ କରାଇଲେ । କହିଦେଉଛୁ କି ସହିଦର ପରିବାର ଲୋକମାନେ ଦିନ ମଜୁରିଆ କାମ କରି ନିଜର ପାଳନ ପୋଷଣ କରୁଥିଲେ ଓ ସହିଦର ପେନସନ ସ୍ୱରୂପ କେବଳ ୭୦୦ ଟଙ୍କା ହିଁ ଆସିଥାଏ । ଯାହାକି ତିନି ଜଣ ଲୋକମାନଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ । ଯୁବକମାନେ ଉଠାଇ ଥିଲେ ସବୁଠୁ ପ୍ରଥମ ପଦକ୍ଷେପ ଗ୍ରାମର ଯୁବକମାନେ ଏକ ଅଭିଯାନ ଚଳାଇଲେ ଓ ଦେଖୁ ଦେଖୁ ୧୧ ଲକ୍ଷ ଟଙ୍କା ଜମା ହୋଇଗଲା । ଏହା ଦ୍ଵାରା ହିଁ ଘର ପ୍ରସ୍ତୁତ ହୋଇଗଲା ।
ଥରେ ଶ୍ରୀ କୃଷ୍ଣଙ୍କର ପତ୍ନୀ ସତ୍ୟଭାମାଙ୍କୁ ନିଜର ସୁନ୍ଦରତା ଉପରେ ବହୁତ ଅହଂକାର ହୋଇଗଲା ଓ ତାଙ୍କୁ ଲାଗିଲା କି ଏହି ସଂସାରରେ ତାଙ୍କ ଠାରୁ ଅଧିକ…
Read More » -
ଦେଶ- ବିଦେଶ
ଭଙ୍ଗା କୁଡିଆରେ ରହୁଥିବା ସହିଦଙ୍କ ପରିବାରକୁ ସରକାର କରିଲେ ନାହିଁ ସାହାର୍ଯ୍ୟ, ଗ୍ରାମବାସୀମାନେ ଚାନ୍ଦା କରି ବନେଇ ଦେଲେ ‘ମହଲ’
ଦେଶ ପାଇଁ ଯବାନ ସହିଦ ହୋଇଥାନ୍ତି । ସେଥିପାଇଁ ତାଙ୍କର ପରିବାର ପାଇଁ ଆମ ସମସ୍ତଙ୍କୁ କିଛି ନା କିଛି କରିବା ଉଚିତ । କହିବାକୁ ଗଲେ…
Read More »