ରାଜ୍ୟ
-
ଜୀବନରେ ସବୁ ମଣିଷ ଚାହିଁଥାନ୍ତି କି ତାଙ୍କ ପାଖେ ଏତେ ଧନ ରହୁ ଯେ ସେ ନିଜର ସବୁ ଇଛାକୁ ପୂରଣ କରିପାରିବ । ଧନ କମେଇବା ପାଇଁ କେହି କେହି କଠିନ ପରିଶ୍ରମ କରିଥାନ୍ତି ତ ଆଉ କେହି କେହି ଛଳ କପଟର ରାସ୍ତାକୁ ଆପଣେଇଥାନ୍ତି । କେହି କେହି ଯେତେ ଧନ ଅର୍ଜନ କଲେ ମଧ୍ୟ ତାଙ୍କ ପାଖେ ତାହା ରୁହେ ନାହିଁ । ତେବେ ଶାସ୍ତ୍ରରେ ଏଥିପାଇଁ କିଛି ଉପାୟ ରହିଛି । ଆସନ୍ତୁ ଜାଣିବା କେଉଁ ସବୁ ଉପାୟ କରିବା ଦ୍ଵାରା ଆପଣଙ୍କ ପାଖେ ସବୁବେଳେ ଧନ ରହିଥାଏ । ଓଠ ଫାଟିବା ପାଖରେ ଧନ ନରହିବାର ଏକ ସଙ୍କେତ ଅଟେ । ଯେବେବି ଆପଣଙ୍କ ଓଠ ଫାଟିଯାଏ ଆପଣ ଅଠାରେ ବିଭିନ୍ନ ପ୍ରକାରର ଜିନିଷ ଲଗେଇବା ଆରମ୍ଭ କରି ଦିଅନ୍ତି । କିନ୍ତୁ ଏପରି କରିବା ପରିବର୍ତ୍ତେ ଯଦି ଆପଣ ନିଜ ନାଭିରେ କିଛି ସୋରିଷ ତେଲ ପକାଇଦେବେ ତେବେ ଦେଖିବେ ଆପଣଙ୍କ ଓଠ ଫାଟିବା ଭଲ ହୋଇଯିବ । ଗୁରୁ ଗ୍ରହାଙ୍କୁ ଭାଗ୍ୟ ସହିତ ଯୋଡା ଯାଇଥାଏ । ଯେଉଁ ବ୍ୟକ୍ତିଙ୍କ ଗୁରୁ ଗ୍ରହ ବଳବାନ ରହିହାନ୍ତି ତାଙ୍କ ଜୀବନରେ କୌଣସି ଅଭାବ କିମ୍ବା ସମସ୍ଯା ରୁହେ ନାହିଁ ଓ ତାଙ୍କ ଜୀବନ ଧନଧାନ୍ଯରେ ପରିପୂର୍ଣ୍ଣ ରୁହେ । କିନ୍ତୁ ଗୁରୁ ଗ୍ରହ ଦୁର୍ବଳ ଥିଲେ ଏହାର ବିପରୀତ ଫଳ ମିଳିଥାଏ । ଯଦି ଆପଣଙ୍କ ଜୀବନରେ ବ୍ନାହୁତ ଅଭାବ ଅସୁବିଧା ଚାଲିଛି ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଗୁରୁ ଗ୍ରହ ଦୁର୍ବଳ ଅଛନ୍ତି । ତେଣୁ ଗୁରୁ ଗ୍ରହକୁ ସବଳ କରିବା ପାଇଁ ଆପଣ ନିଜ ନାଭିରେ ହଳଦୀର ତିଳକ ଲଗାନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଆଡକୁ ଧନ ଆକର୍ଷିତ ହୋଇ ଆସିଥାଏ । ଯେଉଁ ମାନଙ୍କ ବିବାହ ଶୀଘ୍ର ହେଉନାହିଁ କିମ୍ବା ବୈବାହିକ ଜୀବନରେ ସମସ୍ୟାର ସାମ୍ନା କରିବାକୁ ପଡୁଛି ତେବେ ଜାଣି ରଖନ୍ତୁ ଆପଣଙ୍କର ଶୁକ୍ର ଗ୍ରହ ଖରାପ ଅଛନ୍ତି । ଏହିସବୁର ପ୍ରଭାବ ଆପଣଙ୍କ କାର୍ଯ୍ୟ ଉପରେ ମଧ୍ୟ ପଡିଥାଏ । ବ୍ୟକ୍ତିଙ୍କ ଶୁକ୍ର ଗ୍ରହ ଖରାପ ଥିଲେ ତାଙ୍କୁ ବିବାହ ପରେ କେବେବି ସୁଖ ମିଳେ ନାହିଁ । ଏପରି ହେଉଥିଲେ ଆପଣ ନିଜ ନାଭିରେ ଚନ୍ଦନର କେପ ଲଗାନ୍ତୁ । ଏହା ଶୁକ୍ର ଗ୍ରହଙ୍କ ସହ ସମ୍ବନ୍ଧିତ ଓ ନାଭିରେ ଏହାକୁ ପ୍ରତିଦିନ ଗାଧୋଇବା ପରେ ଲଗାଇବା ଦ୍ଵାରା ଆପଣଙ୍କ ଆଡକୁ ପ୍ରେମ ଆକର୍ଷିତ ହୋଇ ଆସିଥାଏ । ଯେଉଁ ମାନଙ୍କୁ ପ୍ରେମ ସୁଖ ମିଳୁ ନଥାଏ ଏବଂ ବୈବାହିକ ଜୀବନରେ ଅଶାନ୍ତି ହେଉଥାଏ ତେବେ ସେମାନେ ଏହି ଉପାୟକୁ କରିବା ଉଚିତ । କିନ୍ତୁ ଏଥିପାଇଁ ଚନ୍ଦନ ଅସଲି ହେବା ବହୁତ ଜରୁରୀ । ଏହାକୁ ନାଭିରେ ଲଗାଇବା ଦ୍ଵାରା ଆପଣଙ୍କ ସକାରାତ୍ମକ ଊର୍ଜାରେ ବୃଦ୍ଧି ହୁଏ ଓ କେହିବି ଆପଣଙ୍କ ଆଡକୁ ଆକର୍ଷିତ ହୋଇଥାଏ । ଚନ୍ଦନର ବହୁତ ଶକ୍ତି ରହିଛି । ଏହିସବୁ ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନର ସବୁ ସମସ୍ଯା ଦୂର ହୋଇଯିବ ।
ମଣିଷ ଶୋଇଯିବା ପରେ ଏମିତି ସ୍ଵପ୍ନର ଦୁନିଆକୁ ଚାଲି ଯାଏ, ଯେଉଁଠି ତା’ ନିୟନ୍ତ୍ରଣରେ କୌଣସି କଥା ନଥାଏ । ତେବେ ଅନେକ ସ୍ଵପ୍ନ ଆମେ ସକାଳକୁ…
Read More » -
Vastu Tips- ଏମିତି ରୁଟି ଭୁଲରେ ବି ଖାଇବେନି, ପୁରା ଘର ପରିବାର ହେଇଯାଏ ବର୍ବାଦ
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ରୋଟି ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ । ମହିଳା ମାନେ ଘର କାମ ଖୁବ ଭଲ ଭାବେ…
Read More » -
ମାଳିକା ବଚନ ସତ ହେଲା ! ଜଗନ୍ନାଥ ମନ୍ଦିରରୁ ମିଳିଲା କଳିଯୁଗ ଅନ୍ତ ହେବାର 5 ସଙ୍କେତ, ଦେଖନ୍ତୁ କଣ କହୁଛି ମାଳିକା
ବିଜ୍ଞାନ କୁହେ ଏହି ପୃଥିବୀ ଦିନେ ନା ଦିନେ ଧ୍ଵଂସ ହୋଇଯିବ । ସେହିପରି ସାଧୁସନ୍ଥ ମାନେ ଭବିଷ୍ୟବାଣୀ କରି ଯାଇଛନ୍ତି କି, କଳିଯୁଗର ଶେଷରେ ପୃଥିବୀ…
Read More » -
ସମୟ ଯାତ୍ରା (Time Travel) ରେ ବିଶ୍ବାସ ରଖନ୍ତି କି ? ଆପଣଙ୍କ ହୋସ୍ ଉଡେଇ ଦେବ ଟାଇମ ଟ୍ରାଭେଲ ର ଏହି ସତ୍ୟ ଘଟଣାମାନ
କଣ ଆପଣ ଟାଇମ ଟ୍ରାଭେଲ ବା ସମୟ ଯାତ୍ରା ଉପରେ ବିଶ୍ବାସ କରନ୍ତି କି ? ଆପଣ ବିଶ୍ବାସ କରନ୍ତୁ ବା ନ କରନ୍ତୁ, କିନ୍ତୁ ବୈଜ୍ଞାନିକ…
Read More » -
ଘରକୁ ବାରମ୍ବାର ବିଲେଇ ଆସୁଥିଲେ କଣ ମିଳିଥାଏ ସଙ୍କେତ, ଶୁଭ ନା ଅଶୁଭ !
ଆଜିର ମଣିଷ ଚନ୍ଦ୍ରପୃଷ୍ଠରେ ପହଞ୍ଚି ସାରିଥିଲେ ମଧ୍ୟ ଏମିତି କିଛି ପ୍ରାଚୀନ ପ୍ରଥା ରହିଛି ଯାହାକୁ ସମସ୍ତେ ଏବେବି ପାଳନ କରିଥାନ୍ତି । ବହୁ ପୁରାତନ କାଳରୁ…
Read More » -
Garuda Puran- ଆତ୍ମହତ୍ୟା କଣ ଭଗବାନଙ୍କ ଇଚ୍ଛାରେ ହୋଇଥାଏ ? ନା ଏହା କେବଳ ମଣିଷର ଇଚ୍ଛା…
ବନ୍ଧୁଗଣ ଆମ ମଧ୍ୟରେ ଏମିତି କିଛି ଘଟିଥାଏ କି ଆତ୍ମହତ୍ୟା କଣ ଆମ ଇଚ୍ଛାରେ ହୋଇଥାଏ ନାଁ ଈଶ୍ବରଙ୍କ ଇଚ୍ଛାରେ ହୋଇଥାଏ । ଆଜିକାଲି କିଛି ଲୋକ…
Read More » -
ଯଦି ଖୋଲିଯାଏ ଏହି ମନ୍ଦିରର ସପ୍ତମ ଦ୍ଵାର ତେବେ କଣ ହେବ ? ସତ୍ୟତା କଣ ଜାଣିଲେ ଆପଣ ବି ଭୟରେ ଥରିବେ
କଳା, ସଂସ୍କୃତି, ଧର୍ମ ଓ ନୀତି ନିୟମର ଦେଶ ଭାରତରେ ସମୟକ୍ରମେ ଅନେକ ମନ୍ଦିର ନିର୍ମାଣ କରାଯାଇଛି । ସେଥିରୁ ଗୋଟିଏ ହେଉଛି କେରଳର ତିରୁବନନ୍ତପୁରମରେ ଅବସ୍ଥିତ…
Read More » -
Odia General Knowledge Q&A: ଯାହାକୁ ନଧରି ମଧ୍ୟ ଭାଙ୍ଗି ପାରିବା ତାହା କଣ ? ଏହା ସହ ଆହୁରି 19 GK Quiz
ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ…
Read More » -
ସିନ୍ଦୂର ଡବା ଭିତରେ ଲୁଚେଇ ରଖି ଦିଅନ୍ତୁ ଏହି 1 ଜିନିଷ, ସ୍ଵାମୀ ହେବେ ଧନବାନ, ଆଜି ହିଁ କରି ଦେଖନ୍ତୁ
ହିନ୍ଦୁଧର୍ମରେ ବିବାହିତ ମହିଳାଙ୍କ ଜୀବନରେ ସିନ୍ଦୂରର ଏକ ଖାସ୍ ମହତ୍ଵ ରହିଛି । ଏହା ହିନ୍ଦୁଧର୍ମର ମହିଳାଙ୍କ ସୁହାଗର ପ୍ରତୀକ ରୂପେ ମାନ୍ୟ କରାଯାଏ । ବିବାହ…
Read More » -
ଏ ଛୁଆ ଜନ୍ମ ହେଲା କାହିଁକି ? ପୁରା ଖବର ଜାଣିଲେ ଆପଣ କାନ୍ଦି ପକେଇବେ…
ବନ୍ଧୁଗଣ, ମା’ ଜନ୍ମ କରିଛି ଯେତେବେଳେ ପିଲାଟିକୁ ଫୋଫାଡି ଦେବା ବା କେମିତି ? ଯେତେ ଯାହା କଲେ ମଧ୍ୟ ମା’ ର ମନ ବୁଝୁ ନାହିଁ…
Read More »