ମନୋରଞ୍ଜନ
    May 24, 2026

    ଆପଣ ଜାଣିଛନ୍ତି କି ଫଟୋ ଉଠାଇବାର ଫାଇଦା, ଦୈନିକ ଫଟୋ ଉଠାଉଥିବା ବ୍ୟକ୍ତି ଅଧିକ ସୁସ୍ଥ

    ବର୍ତ୍ତମାନ ସମସ୍ତଙ୍କୁ ପ୍ରାୟତଃ ଫଟୋ ଉଠାଇ ଆନନ୍ଦ ନେବାର ଦେଖାଯାଉଛି । ସେ ଖୁସିର ହେଉ ବା ଦୁଃଖର ମୁହୂର୍ତ୍ତ,…
    ସ୍ୱାସ୍ଥ୍ୟ
    May 24, 2026

    କାନରେ ଯଦି ପୋକ ପଶିଯାଏ, ତେବେ ଡରନ୍ତୁ ନାହିଁ ତୁରନ୍ତ କରନ୍ତୁ ଏହି ଉପାୟ

    ଅନେକ ସମୟରେ ଆମ ଅଜାଣତରେ କାନରେ କିଛି ପୋକ ପଶିଯାଏ । ଯାହା ଫଳରେ ବହୁତ କଷ୍ଟ ହେବା ସହ…
    ସ୍ୱାସ୍ଥ୍ୟ
    May 24, 2026

    ସୁନ୍ଦରତାର ରାମବାଣ ମୁଲତାନି ମାଟି, ମଧ୍ୟ ପହଞ୍ଚାଇଥାଏ ଆପଣଙ୍କ ତ୍ବଚାକୁ ହାନି

    ସୁନ୍ଦର ଏବଂ ଆକର୍ଷଣୀୟ ତ୍ବଚା ପାଇଁ ବହୁତ ଲାଭକାରୀ ହୋଇଥାଏ ମୁଲତାନି ମାଟି। ଏହା ଏକ ପ୍ରକାରର ପ୍ରାକୃତିକ ମାଟି…
    ଦେଶ- ବିଦେଶ
    May 24, 2026

    ଏବେ ମାର୍କେଟକୁ ଆସିଲା ନିରାମିଷ ମାଛ, କଣ ରହିଛି ଏହାର ଦାମ ଜାଣନ୍ତୁ

    ବର୍ତ୍ତମାନ ଆପଣ ଯେଉଁ ବିଷୟରେ ଶୁଣିବାକୁ ଯାଉଛନ୍ତି, ବୋଧହୁଏ ପ୍ରଥମ ଥର ଶୁଣିବା ପରେ ବିଶ୍ବାସ କରିପାରିବେ ନାହିଁ। କଣ…
    ରାଜ୍ୟ
    May 24, 2026

    ଶୋଇବା ସମୟରେ ଅପଣଙ୍କ ପାଟିରୁ ଲାଳ ବାହାରୁଛି କି ? ଜାଣନ୍ତୁ କଣ ଏହାର ଉପଚାର

    ଶୋଇବା ସମୟରେ ମୁଖ୍ୟତଃ ଲାଳ ବାହାରିଥାଏ। ଶୋଇବା ସମୟରେ ନିଶ୍ବାସ ନିଆଯାଇଥାଏ ଯେଉଁ କାରଣରୁ ଲାଳ ବାହାରିଥାଏ। ଲାଳ ବାହାରିବା…
    ଦେଶ- ବିଦେଶ
    May 24, 2026

    ଟୁଥପେଷ୍ଟ ସାହାଯ୍ଯରେ ଶରୀରରୁ କାଢିପାରିବେ ଅଦରକାରୀ ଲୋମ, ଆପଣାନ୍ତୁ ଏହି ଉପାୟ

    ଶରୀରରୁ ଲୋମକୁ ହଟାଇବାର ଅନେକ ବିକଳ୍ପ ରହିଛି । କିନ୍ତୁ ସେହି ବିକଳ୍ପ ବିଷୟରେ ଲୋକମାନେ ଭାବନ୍ତିକି କେମିତି ସହଜରେ…
    ସ୍ୱାସ୍ଥ୍ୟ
    May 24, 2026

    ଜାଣିଛନ୍ତି କି, ୮ ଗ୍ଲାସ୍ ପାଣି ପିଇଲେ କଣ ହୋଇଥାଏ ଆପଣଙ୍କ ଶରୀରରେ ?

    ଜଣେ ବ୍ୟକ୍ତିକୁ ପ୍ରତିଦିନ ୮ ରୁ ୯ ଗ୍ଲାସ୍ ପାଣି ପିଇବା ଉଚିତ୍ ବୋଲି କୁହନ୍ତି ଡାକ୍ତର । କିନ୍ତୁ…
    ଜ୍ୟୋତିଷ
    May 24, 2026

    ଦେଶର ସବୁଠାରୁ ବଡ଼ ଇଲେକ୍ଟ୍ରିକମ୍ପାନୀ ନ୍ୟାସନାଲ ଥର୍ମଲ ପାୱାର କର୍ପୋରେସନ୍(NTPC)ରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ପଦବୀ ପାଇଁ NTPC ନିଯୁକ୍ତି ଘୋଷଣା କରିଛି । ଏହି ନିଯୁକ୍ତି ପାଇଁ ୨୫୦ଟି ପଦବୀ ଖାଲି ପଡିଛି । ଇଚ୍ଛୁକ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ୍ ୱେବସାଇଟକୁ ଯାଇ ଚେକ୍ କରିପାରିବେ । ପଦବୀ ବିବରଣୀ : ୨୫୦ ଆବେଦନ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୩ ଏପ୍ରିଲରୁ ମେ ୭ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରିପାରିବେ ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୩୫ ବର୍ଷ ହୋଇଥିବା ଆବଶ୍ୟକ । ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ କରାଯାଇଛି । ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ମେକାନିକାଲ କିମ୍ବା ଇଲେକ୍ଟ୍ରିକାଲଇଞ୍ଜିନିୟରିଂରେ BE/B.Tech ଡିଗ୍ରୀ ହାସଲ କରିଥିବା ଜରୁରୀ । ଗୋଟିଏ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ । ଦରମା : ପ୍ରାର୍ଥୀଙ୍କୁ ମାସିକ ପାରିଶ୍ରମିକ ୫୫୦୦୦ଟଙ୍କା ମିଳିବ । ଚୟନ ପ୍ରକ୍ରିୟା : ପ୍ରଥମେ ଲିଖିତ ପରୀକ୍ଷା କରାଯିବ । ଲିଖିତ ପରୀକ୍ଷାରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଶେଷରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବା ସହିତ ମେଡିକାଲ ଟେଷ୍ଟ ମଧ୍ୟ କରାଯିବ । ଆବେଦନ ପ୍ରକ୍ରିୟା : ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ । ହୋମପେଜରେ ଦିଆଯାଇଥିବା ‘କରେଣ୍ଟ ଓପନ’ ବଟନ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ୍ ଅପ୍ସନରେ କ୍ଲିକ୍ କରନ୍ତୁ । ରେଜିଷ୍ଟ୍ରେସନ୍ ନମ୍ବର ପାଇଁ ମୌଳିକ ବିବରଣୀ ପୂରଣ କରନ୍ତୁ । ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ । ବର୍ଗ ଅନୁସାରେ ଶୁଳ୍କ ପୈଠ କରନ୍ତୁ । ଶେଷରେ ଫର୍ମ ସବମିଟ୍ କରି ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବେ ରଖନ୍ତୁ ।

    ୨୭ ଏପ୍ରିଲ ୨୦୨୬ରେ, ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଅଶ୍ୱିନୀ ନକ୍ଷତ୍ରରୁ ପ୍ରସ୍ଥାନ କରି ଭରଣୀ ନକ୍ଷତ୍ରରେ ପ୍ରବେଶ କରିବେ ।…
    ଦେଶ- ବିଦେଶ
    May 24, 2026

    NTPCରେ ଖାଲି ପଡିଛି ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

    ଦେଶର ସବୁଠାରୁ ବଡ଼ ଇଲେକ୍ଟ୍ରିକମ୍ପାନୀ ନ୍ୟାସନାଲ ଥର୍ମଲ ପାୱାର କର୍ପୋରେସନ୍(NTPC)ରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ…
    ଜ୍ୟୋତିଷ
    May 24, 2026

    ଘରର ଏହି ଦିଗରେ ଇଲେକ୍ଟ୍ରି ଜିନିଷ ଆଦୌ ରଖନ୍ତୁ ନାହିଁ, ନଚେତ୍ ହୋଇପାରେ ବଡ଼ ବିପଦ

    ସାଧାରଣତଃ ଆଜିକାଲି ଜୀବନଶୈଳୀରେ ଆମେ ଇଲେକ୍ଟ୍ରି ଜିନିଷ ଉପରେ ନିର୍ଭର କରୁଛେ । ରୋଷେଇ ଘରଠାରୁ ଆରମ୍ଭ କରି ବାଥରୁମ…
    ଦେଶ- ବିଦେଶ
    May 24, 2026

    RBIରେ ଚାକିରି ସୁଯୋଗ, ଖାଲି ପଡିଛି ଗ୍ରେଡ୍ B ପଦବୀ

    RBIରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । RBI ଗ୍ରେଡ୍ B ଅଧିକାରୀ ପଦବୀ ପାଇଁ…
    ଜ୍ୟୋତିଷ
    May 24, 2026

    ଏଥର ବୁଦ୍ଧ ପୂର୍ଣ୍ଣିମା ଏହି ରଶିଙ୍କ ପାଇଁ ବହୁତ ଭଲ, ହେବ ଗ୍ରହଙ୍କ ବିଶେଷ ଚଳନ

    ବୈଶାଖ ପୂର୍ଣ୍ଣିମା, ଯାହାକୁ ବୁଦ୍ଧ ପୂର୍ଣ୍ଣିମା ଭାବରେ ମଧ୍ୟ ଜଣାଶୁଣା । ୧ ମେ ୨୦୨୬ ରେ ପାଳନ କରାଯିବ…
    Back to top button